ପୁଣି Film ଜଗତରୁ ଆସିଲା ଆଉ ଏକ ଦୁଃଖଦ ଖବର, କାରନାରେ ଏହି ଅଭିନେତ୍ରୀ ଙ୍କର ହେଲା ମୃତ୍ୟୁ

ବନ୍ଧୁଗଣ କରୋନାର ଦ୍ୱତୀୟ ଲହର ସମୟରେ ପୁଣି ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଖଃ ଖବର ଯାହାକି ଏବେ ଦୁଃଖ ପହଁଞ୍ଚାଇଛି ଓଲିଉଡ଼ ଏବଂ ବଲିଉଡକୁ | ମୃତୁ ବାରଣ କରିଛନ୍ତି ଓଲିଉଡ଼ ଏବଂ ବୋଲିଡ଼ ଇଣ୍ଡଷ୍ଟ୍ରି ର ସବୁଠୁ ପ୍ରଖ୍ୟାତ ତଥା ବଲିଉଡ ରେ ଅଭିନୟ କରି ଲୋକମାନଙ୍କ ହୃଦୟକୁ ଜିତିଥିବା ଡ୍ରିମଗାର୍ଲର ଅଭିନେତ୍ରୀ ରିଙ୍କୁ ସିଂ | ସେ ମେ 25 ରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ ଏବଂ ଆକ୍ରାନ୍ତ ହେବାପରେ ତାଙ୍କୁ ଘରେ ଆଇସୁଲେସନ ରେ ରଖାଯାଇଥିଲା |

ପରେ ତାଙ୍କ ଜ୍ୱର ବଢ଼ିବାରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ଏବଂ ରିଙ୍କୁ ସିଂ ଙ୍କ ସ୍ଵସ୍ଥ ଅବସ୍ଥା ଏତେ ଗୁରୁତର ନଥିଲା| କିନ୍ତୁ ଦିନ କୁ ଦିନ ଜ୍ୱର ବଢିବାପରେ ତାଙ୍କୁ ହସ୍ପିଟାଲିଜ଼ କରାଯିବା ପରେ ତାଙ୍କୁ ନର୍ମାଲ କୋବିଡ ପେସେଣ୍ଟ ଭଳି ତ୍ରିଟ କରାଯାଇଥିଲା ଯାହାଫଳରେ ତାଙ୍କ ଅବସ୍ଥା ସଙ୍କଟପର୍ଣ୍ଣ ହେବାରୁ ସେ ମୃତୁ କରିଛନ୍ତି ବୋଲି ଜଣା ପଡିଛି |


ତେବେ ରିଙ୍କୁ ସିଂ ପଜେଟିଭ ଚିହ୍ନଟ ହେଲାପରେ ମଧ୍ୟ ସେ ସୁଟିଂ ସେଟ କୁ ବାହାରିଥିଲେ କିନ୍ତୁ ତାଙ୍କ ପରିବାର ଲୋକ ଛାଡ଼ିନଥିଲେ | ତେବେ ରିଙ୍କୁ ସିଂ ଙ୍କ ଅଭିନୟ ଆପଣମାନେ ଆୟୁଷ୍ମାନ ଖୁରାନା ଙ୍କ ସୁପରହିଟ ଚଳଚିତ୍ର ଡ୍ରିମଗାର୍ଲ ରେ କଲ ଗାର୍ଲ ଭାବରେ ଦେଖିବାକୁ ମିଳିଥିଲା | ଏବଂ ସେ ଖୁବ ସୁନ୍ଦର ଅଭିନୟ ମଧ୍ୟ କରୁଥିଲେ ସେ ଶେଷଥର ପାଇଁ ହାଲୋ ଚାଲି ରେ ଅଭିନୟ କରି ଲୋକମାନଙ୍କ ମନକୁ ଜିତିଥିଲେ |

ତେବେ କରୋନା ମହାମାରୀ ସମୟରେ ଆମେ ଅନେକ କଳାକାରଙ୍କୁ ହରେଇ ସାରିଛୁ ତାଙ୍କ ମଧ୍ୟରୁ ରିଙ୍କୁ ସିଂ ମଧ୍ୟ ଅନ୍ୟତମ | ଡ୍ରିମଗାର୍ଲ ରେ ନିଜର ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟକୁ ଜିତିଥିବା ରିଙ୍କୁ ସିଂ ଙ୍କର ଶ୍ୱାସ ରୋଗର ସମସ୍ୟା ଥିଲା| ତେବେ ରିଙ୍କୁ ସିଂ ଙ୍କ ଭଳି ଅନେକ କଳାକାର ମଧ୍ୟ ଆମକୁ ଛାଡି ଚାଲିଗଲେଣି | ତେବେ ସମସ୍ତଙ୍କ ପାଇଁ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରନ୍ତୁ ତାଙ୍କ ଆତ୍ମା ର ସଦଗତି ନିମନ୍ତେ |