ପୁଣି କମିଲା ସୁନା (Gold) ଦର, ଏବେ କମିଲା ଏତେ ଟଙ୍କା… ସଙ୍ଗେ ସଙ୍ଗେ କିଣି ଦିୟନ୍ତୁ

ନମସ୍କାର ବନ୍ଧୁଗଣ ଏବେ ଏବେ ଆପଣଙ୍କ ପାଇଁ ବୋହୁତ ବଡ଼ ଖୁସି ଖବର ଯାହାକି ଆଜି ସୁନା ଦର ବୋହୁତ ହ୍ରାସ ଘଟିଛି। ତେବେ ଆମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଦେଖିବା ଆଜି ସୁନା ଦର ବୋହୁତ ହ୍ରାସ ଘଟିଛି। ତେବେ ଆଜିର ନୂଆ ରେଟ୍ କଣ ରହିଛି, ଏମିତି କେତେ ଟଙ୍କା ହ୍ରାସ ଘଟିଛି, ତାହାଛଡା ଆପଣ ଯଦି କିଣିବା ପାଇଁ ଚାହୁଁଥିବେ ଉଭୟ ୨୨ କ୍ୟାରେଟ୍ ଆଉ ୨୪ କ୍ୟାରେଟ୍ ର ଦାମ୍ କେତେ ଟଙ୍କା ନୂଆ ରହିଛି ଆସନ୍ତୁ ଜାଣିବା।

୨୨ କ୍ୟାରେଟ୍ ସୁନାର ୧ ଗ୍ରାମକୁ ରହିଛି ୪୪୦୦ ଟଙ୍କା, ସେହି ଭଳି ସବୁଦିନ ଦର୍ ଚେଞ୍ଜ୍ ହୋଇଥାଏ ଯାହାକି ୧ ଗ୍ରାମ ପିଛା ଆଜି ୫୦ ଟଙ୍କା କମିଛି। ତ ସେହିଭଳି ଭାବେ ୮ ଗ୍ରାମକୁ ରହିଛି ୩୫୨୦୦ ଟଙ୍କା। ସେହିଭଳି ଭାବେ ୮ ଗ୍ରାମ ପିଛା ଆଜି ୩୧୦ ଟଙ୍କା କମିଛି ଏବଂ ୧୦ ଗ୍ରାମକୁ ରହିଛି ୩୯୯୦୦ ଟଙ୍କା। ସେହିଭଳି ୧୦ ଗ୍ରାମ ପିଛା ଆଜି ୯୦୦ ଟଙ୍କା କମିଛି। ୧୦୦ ଗ୍ରାମକୁ ରହିଛି ୪ ଲକ୍ଷ ୪୦ ହଜାର। ସେହିଭଳି ୧୦୦ ଗ୍ରାମ ପିଛା ଆଜି ୨୧୦୦ ଟଙ୍କା ହ୍ରାସ ଘଟିଛି। ଏହା ଥିଲା ଆଜିର ୨୨ କ୍ୟାରେଟ୍ ସୁନାର ନୂଆ ରେଟ୍।


୨୪ କ୍ୟାରେଟ୍ ସୁନାର ୧ ଗ୍ରାମକୁ ରହିଛି ୪୮୦୦ ଟଙ୍କା ସେହିଭଳି ୧ ଗ୍ରାମ ପିଛା ଆଜି ୭୦ ଟଙ୍କା କମିଛି। ସେହିଭଳି ଭାବେ ୮ ଗ୍ରାମକୁ ରହିଛି ୩୮୪୦୦ ଟଙ୍କା ଯାହାକି ୮ ଗ୍ରାମ ପିଛା ଆଜି ୩୩୦ ଟଙ୍କା କମିଛି। ୧୦ ଗ୍ରାମକୁ ରହିଛି ୪୮୦୦୦ ଟଙ୍କା। ସେହିଭଳି ୧୦ ଗ୍ରାମ ପିଛା ଆଜି ୯୦୦ ଟଙ୍କା କମିଛି। ୧୦୦ ଗ୍ରାମକୁ ରହିଛି ୪ ଲକ୍ଷ ୮୦ ହଜାର ରହିଛି ଯାହାକି ୧୦୦ ଗ୍ରାମ ପିଛା ଆଜି ୨୩୦୦ ଟଙ୍କା ହ୍ରାସ ଘଟିଛି। ଏହା ଥିଲା ଆଜିର ୨୪ କ୍ୟାରେଟ୍ ସୁନାର ନୂଆ ରେଟ୍।