ପୁଣି ଥରେ ନିଜ ବଡ ହୃଦୟ ଦେଖାଇଲେ Barsha, ଗରିବ ଲୋକ ମାନଙ୍କ ପାଇଁ କରିଲେ ଏମିତି କାମ

ବନ୍ଧୁଗଣ ଆପଣମାନେ ଓଲିଉଡ଼ ର କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଆପଣମାନେ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ କୁ ଆପଣମାନେ ନିଶ୍ଚୟ ପସନ୍ଦ ମଧ୍ୟ କରୁଥିବେ ସେ ତାଙ୍କ ଜବରଦସ୍ତ ଅଭିନୟରେ ଦର୍ଶକଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି ଓ ସେ ବହୁତ ସାରା ଓଡ଼ିଆ ଫିଲ୍ମ କରି ଦର୍ଶକମାନଙ୍କ ହୃଦୟକୁ ଜିତିପାରିଛନ୍ତି ବର୍ଷା ପ୍ରିୟଦର୍ଶିନୀ |


ବର୍ତମାନ ସମୟରେ ଆପଣମାନେ ଜାଣିଥିବେ କି କରୋନା ଭାଇରସ କୋହର ସାରା ପୃଥିବୀ ରେ ନଜର ଆସିଛି ଓ ଏଥିରୁ ବର୍ତ୍ତିପାରିନାହିଁ ଭାରତ ଓ ଭାରତ ରେ ମଧ୍ୟ କରୋନା ଭାଇରସ ରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ଓଡ଼ିଶାରେ ମଧ୍ୟ ଅନେକ ଲୋକ କରୋନା ଭାଇରସ ଦ୍ୱାରା ପ୍ରଭାହିତ ହେଉଛନ୍ତି ତ ଏହିଭଳି ପରିସ୍ଥିତିରେ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ |


ବନ୍ଧୁଗଣ ଆପଣମାନେ ଜାଣିଥିବେ କି ବର୍ଷା ପ୍ରିୟଦର୍ଶିନୀ ଗୋଟେ ଏନଜିଓ ସଂସ୍ଥା ଚଳାନ୍ତି ଯୋଉଥିରେ କି ସେ ଗରିବ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି ଓ ସେ ବର୍ତମାନ ସମୟରେ କରୋନା ପରିସ୍ଥିତ ରେ ଓଡିଶା ର ବୋହୁ ସାରା ଲୋକମାନଙ୍କୁ ସାହାଯ୍ୟ କରିଥିବାର ନଜର ଆସିଛନ୍ତି ତେବେ ଗତ କିଛିଦିନ ତଳେ ବର୍ଷା ଗୋଟେ ବସ୍ତି କୁ ଯାଇ ସେଠାକାର ଗରିବ ପିଲାମାନଙ୍କୁ ପାଠ ପଢିବାରେ ଓ ଖାଇବାରେ ସାହାଯ୍ୟ କରୁଥିବାର ଏକ ଫୋଟୋ ସୋସିଆଲ ମିଡିଆରେ ବୋହୁ ମାତ୍ର ଭାଇରଲ ହୋଇଥିଲା ଓ ବହୁସାରା ଲୋକ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ |

ବର୍ଷା ପ୍ରିୟଦର୍ଶିନୀଙ୍କୁ ଆପଣମାନେ ନିଶ୍ଚିତ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ଙ୍କ ମଧ୍ୟରେ ବହୁତ ସାରା ପାରିବାରିକ କଳହ ଲାଗିଛି ଯାହା ଦ୍ୱାରା ସେ ପରସ୍ପରଙ୍କ ବିରୁଦ୍ଧରେ କୋର୍ଟ ର ସମ୍ମୁଖୀନ ହୋଇଛନ୍ତି ତ ଏପର୍ଯ୍ୟନ୍ତ ଭି କୋର୍ଟ ର ଫଇସଲା ଆସିନାହିଁ ତେବେ ବନ୍ଧୁଗଣ ଆପଣାମାନଙ୍କୁ ବର୍ଷା ପ୍ରିୟ ଦର୍ଶିନୀ କେମିତି ଲାଗନ୍ତି ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |