ନମସ୍କାର ବନ୍ଧୁଗଣ ଏବେ ଆସିଲା ବଡ଼ ଖବର ଜୁଲାଇ ୧ ରୁ ପୁଣିଥରେ ପୁରା ଓଡ଼ିଶା ହୋଇପାରେ ଲକ୍ ଡାଉନ୍। କୋରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଥିଲେ କିନ୍ତୁ ବର୍ତ୍ତମାନ ରାଜ୍ୟରେ କୋରୋନା ସ୍ଥିତିରେ ସୁଧାର ଆସୁଥିବାର ଦେଖା ଯାଉଛି। ସଂକ୍ରମଣର ହାର ଦିନକୁ ଦିନ କମିବାରେ ଲାଗିଛି। ତେଣୁ ଆସନ୍ତା ଜୁଲାଇ ମାସ ଠାରୁ ଲକ୍ ଡାଉନ୍ କଟକଣାକୁ କୋହଳ କରାଯିବା ବିଷୟରେ ଚିନ୍ତା କରାଯାଉଛି।
ତେବେ ବର୍ତ୍ତମାନ ଜୁଲାଇ ମାସ ପାଇଁ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଗାଇଡ ଲାଇନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏଥିରେ କେଉଁଥିରେ କଟକଣା କୋହଳ କରାଯିବ ଏବଂ କେଉଁଥିରେ କଟକଣା କଡ଼ା କରାଯିବ ସେହି ବିଷୟରେ କିଛିଟା ଆକଳନ କରାଯାଉଛି। କୋରୋନାରେ ଜୀବନ ସହିତ ସଂଘର୍ଷ ଚାଲୁଥିବା ବେଳେ ଜୀବିକା ସହିତ ମଧ୍ୟ ସଙ୍ଘର୍ଷ ଚାଲିଛି।
ତେବେ ଏହି ସବୁକୁ କିପରି ସମାନ୍ତରଣ କରାଯିବ ସେହି ବିଷୟରେ ଆଲୋଚନା କରାଯାଉଛି। ଲଗାତାର ଭାବରେ ଯଦି ଲକ୍ ଡାଉନ୍ କୁ ବଳବନ୍ତର ରଖାଯାଏ ତେବେ ଜୀବିକା ଉପରେ ଏହାର ବୋହୁତ ପ୍ରଭାବ ପଡ଼ିବ। ତେବେ ୩-୪ ଦିନ ମଧ୍ୟରେ ସରକାର ଜୁଲାଇ ମାସର ଗାଇଡ ଲାଇନ ପାଇଁ ନିଷ୍ପତି ନେବେ ବୋଲି ସୂଚନା ମିଳିଛି।
thare lockdwon
ବର୍ତ୍ତମାନ ରେଡ୍ ଯୋଜ୍ ଗୁଡ଼ିକରେ ଆଂଶିକ ପ୍ରଭାବ ଲକ୍ ଡାଉନ୍ କଟକଣା ରଖାଯାଇଛି। ତେବେ ଜୁଲାଇ ମାସରେ ରେଡ୍ ଜୋନରେ ଥିବା ଜିଲ୍ଲାଗୁଡିକୁ ଲକ୍ ଡାଉନ୍ କଟକଣାକୁ କୋହଳ କରାଯିବ କି ନାହିଁ ସେହି ବିଷୟରେ ସରକାର ବିଚାର କରୁଛନ୍ତି।
ପୁଣିଥରେ ଲକଡାଉନ- July 1 ରୁ ପୁରା ଓଡ଼ିଶା ଲକଡାଉନ|| ଦେଖନ୍ତୁ କଣ ଚାଲିବ କଣ ବନ୍ଦ ରହି ପାରେ
