Weather Report: ପୁରା ତାଣ୍ଡବ ରଚି ଚାଲିଛି ବାତ୍ୟା ଜାୱଦ, ଆଜି ଏହି ଜିଲ୍ଲାରେ କରିବ ବାତ୍ୟା ଲ୍ୟାଣ୍ଡଫଲ

ଆରମ୍ଭ ହେଲା ବାତ୍ୟା ଜାୱଦ୍ ର ତାଣ୍ଡବ ରୂପ ଯେମିତି ଆପଣମାନେ ନିଜ ଆଖିରେ ଦେଖିପାରୁଥିବେ ଆଜି ସଖାଳ ଠାରୁ ପୁରୀ ବାଲେଶ୍ୱର ଭଦ୍ରକ କଟକ ଜଗତସିଂହପୁର ଯାଜପୁର କେନ୍ଦ୍ରାପଡା ମୟୁରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ପବନ ମଧ୍ୟ ଆରମ୍ଭ ହୋଇଯାଇଛି |

ଆଜି ରାତି ସୁଦ୍ଧା ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ପୁରୀ ଓ ଦିଘା ମଧ୍ୟରେ ଲ୍ୟାଣ୍ଡଫଲ କରିବା ବାତ୍ୟା ଜାୱଦ୍ | ଲ୍ୟାଣ୍ଡଫଲ କରିବା ସମୟରେ ପବନ ବେଗ ଘଣ୍ଟାପ୍ରତି 200 ରୁ 250 କିମି ବେଗରେ ପବନ ବୋହିବ ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର |

ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଯାହା ବଡ଼ ଖବର ଆସି ପହଁଚି ଯାଇଛି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ପୁରୀ ରୁ ଦିଘା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି ବାତ୍ୟା ଜାୱଦ୍ ବାତ୍ୟା ଜାୱଦ୍ ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି 250 କିମି ବେଗରେ ଗତି କରିବ |

ଦୀର୍ଘ ସମୁଦ୍ର ଜୁଆର ଅଧିକ ମିଟର ଉଚ୍ଚାରେ ଉଠିବାରୁ ସମୁଦ୍ର ମଧ୍ୟକୁ ନଯିବାପାଇଁ ଲୋକମାନଙ୍କୁ ବାରଣ କରା ହୋଇଛି ଏଥି ସହିତ ମସ୍ୟଜୀବି ମାନଙ୍କୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ନଯିବାକୁ ବାରଣ କରାଯାଇଛି ସୂଚନା ମୁତାବକ ବାତ୍ୟା ଲ୍ୟାଣ୍ଡ କରିବା ସମୟରେ 5 ଟି ଜିଲ୍ଲା ସବୁଠୁ କ୍ଷୟକ୍ଷତି ହେବ |

ଏଇ 5 ଟି ଜିଲ୍ଲାକୁ ହାଇଆଲର୍ଟ କରିଛି ପାଣିପାଗ ବିଭାଗ ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ 6 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହିତ ପବନ ମଧ୍ୟ ଲାଗିରହିବ ତେବେ ଫ୍ରେଣ୍ଡ୍ସ ଏଅ ଥିଲା କିଛି ପାଣିପାଗ ଖବର |