ପୁରୁଷ ଙ୍କର କେଉଁ ଅଙ୍ଗ ପ୍ରତି ଅଧିକ ଆକର୍ଷିତ ହେଇଥାନ୍ତି ମହିଳାମାନେ, ଦେଖିବା ମାତ୍ରେ ହେଇ ଯାଆନ୍ତି ଅସ୍ଥିର

ପୁରୁଷ ମାନେ ମହିଳା ଙ୍କ ର କିଛି ବିଶେଷ ଅଙ୍ଗ ପ୍ରତି ପ୍ରଭାବିତ ହେଇଥାନ୍ତି I ସେହିପରି ପୁରୁଷ ଙ୍କ ର କିଛି ଅଙ୍ଗ ପ୍ରତି ବି ମହିଳାମାନେ ବେଶ ପ୍ରଭାବିତ ହେଇଥାନ୍ତି I ତେବେ ଆଜି ଆମେ ପୁରୁଷ ଙ୍କ ର ସେହି ଅଙ୍ଗ ବିଷୟ ରେ ଆଲୋଚନା କରିବା I

ପୁରୁଷ ଙ୍କ ର ଏହି ଅଙ୍ଗ ପ୍ରତି ଆକର୍ଷିତ ହେଇଥାନ୍ତି ମହିଳାମାନେ –

ଏଵସ – ମହିଳାମାନେ ପୁରୁଷ ଙ୍କ ର ଏଵସ ପ୍ରତି ବିଶେଷ ଆକର୍ଷିତ ହେଇଥାନ୍ତି ଏବଂ ଏହି କାରଣ ରୁ ମହିଳାମାନେ ପୁରୁଷ ଙ୍କ ର ପ୍ରତି ରୋମାଣ୍ଟିକ ଭାବନା ଜାତ ହେଇଥାଏ I

ଚୌଡା କାନ୍ଧ – ମହିଳା ଙ୍କୁ ଚୌଡା କାନ୍ଧ ଥିବା ପୁରୁଷ ହିଁ ପସନ୍ଦ ହେଇଥାନ୍ତି I ଚୌଡା କାନ୍ଧ ଥିବା ପୁରୁଷ ଙ୍କ ପ୍ରତି ମହିଳାମାନେ ବିଶେଷ ଭାବ ରେ ଆକର୍ଷିତ ହେଇଥାନ୍ତି I

ଚେହେରା – ଯେଉଁ ପୁରୁଷ ମାନେ ଚେହେରା ରୁ ଟିକେ ପ୍ରାପ୍ତ ବୟସ ଦେଖାଯାଇଥାନ୍ତି ଏବଂ ଚେହେରା ରେ ଦାଢ଼ି ପରଫେକ୍ଟ ହେଇଥାଏ ସେମାନଙ୍କ ପ୍ରତି ମହିଳାମାନେ ବିଶେଷ ଆକର୍ଷିତ ହେଇଥାନ୍ତି I

ମଜବୁତ ହାତ – ମହିଳା ଙ୍କୁ ଏହିପରି ପୁରୁଷ ଙ୍କ ର ମଜବୁତ ହାତ ବି ବେଶ ପ୍ରଭାବିତ କରିଥାଏ ଏହା ଦ୍ୱାରା ମହିଳାମାନେ ନିଜ କୁ ସୁରକ୍ଷିତ ବି ଭାବିଥାନ୍ତି I