ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଏହି ପୋଷ୍ଟରେ ରଜ କୁଇନ ବିଜେତା ମାନଙ୍କ ରିୟଲ୍ ଲାଇଫ ପାର୍ଟନରଙ୍କ ବିଷୟରେ କହିବୁ| ତେବେ କଣ ଆପଣ ସେମାନଙ୍କୁ ଜାଣିଛନ୍ତି କି ଯଦି ନା ତେବେ ଆଜି ଆମର ଏହି ପୋଷ୍ଟରେ ଆପଣ ସମସ୍ତଙ୍କୁ ଜାଣିଯିବେ | ତେବେ ଆସନ୍ତୁ ଆରମ୍ଭକରିବା…
ବର୍ଷାମୋହିନୀ ଦାସ
ବର୍ଷାମୋହିନୀ ଦାସ ରଜକୁଇନ୍ ସିଜିନ ୧ ର ବିଜେତା ହୋଇଥିଲେ। ବର୍ଷା ରିୟଲ୍ ଲାଇଫରେ ବିବାହ କରିସାରିଛନ୍ତି ଏବଂ ତାଙ୍କ ସ୍ବାମୀଙ୍କ ନାମ ହେଉଛି ରାଜେନ୍ଦ୍ର ବେହେରା।
ଦେବସ୍ମିତା ପଣ୍ଡା
ଦେବସ୍ମିତା ପଣ୍ଡା ରଜ କୁଇନ୍ ସିଜିନ୍ ୨ ର ବିଜେତା ହୋଇଥିଲେ। ଦେବସ୍ମିତା ପଣ୍ଡାଙ୍କ ବୟେଫ୍ରେଣ୍ଡ୍ ଙ୍କ ନାମ ହେଉଛି ରିଶି।
ସ୍ମାରଣିକା ପ୍ରିୟଦର୍ଶିନୀ
ସ୍ମାରଣିକା ପ୍ରିୟଦର୍ଶିନୀ ରଜକୁଇନ୍ ସିଜିନ ୩ ର ବିଜେତା ହୋଇଥିଲେ। ସ୍ମାରଣିକା ପ୍ରିୟଦର୍ଶିନୀ ଏବେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବୟେଫ୍ରେଣ୍ଡ୍ ନାହାଁନ୍ତି।
ଜାଙ୍କଲିନ୍ ପରିଡା
ଜାଙ୍କଲିନ୍ ପରିଡା ରଜକୁଇନ୍ ସିଜିନ ୪ ର ବିଜେତା ହୋଇଥିଲେ। ଜାଙ୍କଲିନ୍ ପରିଡାଙ୍କର ଗତ କିଛି ଦିନ ତଳେ ଅରବିନ୍ଦଙ୍କୁ ଭଲପାଇ ବିବାହ କରିଛନ୍ତି।
ରଞ୍ଜିତା ପାଣିଗ୍ରାହୀ
ରଞ୍ଜିତା ପାଣିଗ୍ରାହୀ ରଜକୁଇନ୍ ସିଜିନ ୪ ର ଦୀତ୍ଵିୟ ବିଜେତା ହୋଇଥିଲେ। ରଞ୍ଜିତା ବର୍ତ୍ତମାନ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବୟେଫ୍ରେଣ୍ଡ୍ ନାହାଁନ୍ତି।
ସବିତା ପଲାଇ
ସବିତା ପଲାଇ ରଜକୁଇନ୍ ସିଜିନ ୫ ର ବିଜେତା ହୋଇଥିଲେ। ସବିତାଙ୍କ ବୟେଫ୍ରେଣ୍ଡ୍ ଙ୍କ ନାମ ହେଉଛି ସପ୍ଲିନ ମିଶ୍ର।
ଶୁଭଶ୍ରୀ ଜେନା
ଶୁଭଶ୍ରୀ ଜେନା ରଜକୁଇନ୍ ସିଜିନ ୬ ର ବିଜେତା ହୋଇଥିଲେ। ଶୁଭଶ୍ରୀ ଜେନା ରିୟଲ୍ ଲାଇଫରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ଡେଟ୍ କରୁନାହାଁନ୍ତି।
ସୁମନ ପଟ୍ଟନାୟକ
ସୁମନ ପଟ୍ଟନାୟକ ରଜକୁଇନ୍ ସିଜିନ ୬ ର ଦୀତ୍ୱିୟ ବିଜେତା ହୋଇଥିଲେ। ସୁମନ ରିୟଲ୍ ଲାଇଫରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବୟେଫ୍ରେଣ୍ଡ୍ ନାହାଁନ୍ତି।
ସିପ୍ରା ନୟକ
ସିପ୍ରା ନୟକ ରଜକୁଇନ୍ ସିଜିନ ୭ ର ବିଜେତା ହୋଇଥିଲେ। ସିପ୍ରା ନୟକଙ୍କର ବାହାଘର ସରିଯାଇଛି ଏବଂ ତାଙ୍କ ସ୍ବାମୀଙ୍କ ନାମ ସଞ୍ଜୟ ସାହୁ।
ଆଦିତି ଦାସ
ଆଦିତି ଦାସ ରଜକୁଇନ୍ ସିଜିନ ୮ ର ବିଜେତା ହୋଇଥିଲେ। ଆଦିତି ରିୟଲ ଲାଇଫରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବୟେଫ୍ରେଣ୍ଡ୍ ନାହାଁନ୍ତି।