ଦର୍ଶକବନ୍ଧୁ ସାଧାଣତଃ ବିଶ୍ୱାସ ରହିଛି ଘରେ ଦେବୀ ଲକ୍ଷ୍ମୀଙ୍କର ଆଗମନ ହେଲେ ବ୍ୟକ୍ତିଙ୍କର ଭାଗ୍ୟ ବଦଳିଯାଇଥାଏ ଏହା ମଧ୍ୟ କୁହାଯାଇଛି କି ମାତା ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ପାଖରେ ଅଧିକଦିନ ରୁହନ୍ତି ନାହିଁ ମାତା ଲକ୍ଷ୍ମୀ ଚଞ୍ଚଳ ସ୍ଵଭାଵ ହୋଇଥିବାରୁ ବିଧି ବିଧାନ ରେ ମାତା ଲକ୍ଷ୍ମୀଙ୍କୁ ପ୍ରଶଂସା କରିବାର ଆବଶ୍ୟକ ଅଟେ ଭୁଲ ରେ ଭି ମାତା ଲକ୍ଷ୍ମୀଙ୍କୁ ଅଣଦେଖା କରି ପୂଜାପାଠ କରନ୍ତୁ ନାହିଁ | ଏଇ ପବିତ୍ର ରଜ ପର୍ବର ଶୁଭ ଅବସରରେ ଦିନ ହୋଉ ବା ରାତି ଘରେ ଯଦି ଏମିତି କିଛି ସଂକେତ ଦେଖାଦିଏ ତେବେ ଯାଣିନିଅନ୍ତୁ ଯେ ଆପଣଙ୍କର ଭାଗ୍ୟ ବଦଳିବାର ଅଛି ତେବେ ଆସନ୍ତୁ ଆଣିବା କଣ ସବୁ ଶୁଭ ସଂକେତ ଅଟେ |
ଏଇ ରଜ 3 ଦିନ ଭିତରେ ଆପଣଙ୍କ ପାଖରେ ଯଦି ଅଜାଣତରେ ଯଦି କିଛି ହଳଦିଆ ରଙ୍ଗର ଜିନିଷ ଦେଖାଯାଏ | ତେବେ ଜାଣିନିଅନ୍ତୁ ଯେ ମାତା ଲକ୍ଷ୍ମୀଙ୍କର କୃପା ରହିଛି ଏବଂ ଆପଣଙ୍କ ପୂଜାରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ଅଛନ୍ତି ଏମିତି ହେଲେ ଆପଣଙ୍କୁ ସଫଳତା ଶୀଘ୍ର ମିଳିଥାଏ |
ପୁରାଣ ଅନୁସାରେ ଝାଡୁ ଏବଂ ମାତା ଲକ୍ଷ୍ମୀଙ୍କର ସମ୍ପର୍କ ଅତି ଗମ୍ଭୀର ଅଟେ ଆପଣ ଯଦି ଏଇ 3 ଦିନ ଶୁଭ ଅବସରେ ସଖାଳୁ ସଖାଳୁ ଆପଣ ଯଦି କୌଣସି ପୁରୁଷ ବ୍ୟକ୍ତି ଙ୍କୁ ଝାଡୁ କରୁଥିବାର ଦେଖନ୍ତି ତେବେ ଶୀଘ୍ର ଧନବାନ ହେବାର ସମ୍ଭାବନା ରହିଛି |
ଯଦି ଘରେ ଶଙ୍ଖର ଆବାଜ ଶୁଣାଯାଏ ତେବେ ଭାଗ୍ୟରେ ପରିବର୍ତନ ଆସିଥାଏ ଏହା ସହିତ ସଖାଳୁ ସଖାଳୁ ଯଦି କୌଣସି ଗୃହପାଳିତ ପଶୁ ବା ପକ୍ଷୀ ଆପଣଙ୍କ ଗୃହର ଆଖ ପାଖରେ ଦେଖା ଦିଅନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ ଆପଣମାନେ ଏମାନଙ୍କୁ ନିଶ୍ଚୟ କିଛି ନା କିଛି ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଫଳ ଦୁଇଗୁଣା ମିଳିଥାଏ |
ଖାସ କରି ପବିତ୍ର ରଜ ସଙ୍କରାନ୍ତି ଦିନ ଯଦି ଆପଣଙ୍କ ଘରେ ଆପଣ ପେଚା ଦେଖୁଛନ୍ତି ତେବେ ଏହି ସଂକେତ ମାତାଲକ୍ଷ୍ମୀଙ୍କର ଆଗମନର ସୂଚନା ଦେଇଥାଏ |
ଏଥିସହିତ ମାତା ଲକ୍ଷ୍ମୀଙ୍କର କୃପା ପାଇବାକୁ ଯଦି ଚାହୁଁଛନ୍ତି ତେବେ ଏହି ଶୁଭ ଅବସରରେ କୌଣସି ଜୀବଜନ୍ତୁ ମାନଙ୍କୁ ଆଘାତ କରନ୍ତୁ ନାହିଁ ଏବଂ ନାରୀ ମାନଙ୍କୁ ଅସନମାନ କରନ୍ତୁ ନାହିଁ ତେବେ ବନ୍ଧୁଗଣ ଯଦି ଆପଣ ଗୃହରେ ଏସବୁ ଜିନିଷ ଦେଖୁଛନ୍ତି ତେବେ ଯାଣିନିଅନ୍ତୁ ଯେ ମାତା ଲକ୍ଷ୍ମୀ ଗୃହକୁ ଆସିସରିଛନ୍ତି |
ରଜ ସଂକ୍ରାନ୍ତି 15 June 2021 ଯଦି ଗୃହରେ ଦେଖୁଛନ୍ତି ଏହି 5ଟି ଜିନିଷ ତେବେ ମାତା ଲଷ୍ମୀ ଆସିଛନ୍ତି ଆପଣଙ୍କ ଘରକୁ
