ରାଜଧାନୀରେ ଦେଖୁ ଦେଖୁ ହୁତୁହୁତୁ ହୋଇ ଜଳିଗଲା Bulet, ବୁଲେଟ ଚାଲାକ ମାନେ ଟିକେ ରୁହନ୍ତୁ ସାବଧାନ ନଚେତ…

ନମସ୍କାର ବନ୍ଧୁଗଣ ରାଜଧାନୀର ରାଜରାସ୍ତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏଠାରେ ରାସ୍ତା ମଝିରେ ଠିଆ ହୋଇଥିବା ଏକ ବୁଲେଟ୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା ଆଉ ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇ ଯାଇଥିଲେ ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ କେତେବେଳେ କେଉଁ ସମୟ ଆସିବ ତାହା କହିହେବ ନାହିଁ ମୃତ୍ୟୁ କେତେବେଳେ ଆସି ପାଖରେ ପହଞ୍ଚି ଯିବା ତାହା ମଧ୍ୟ କେହି ଜାଣି ପାରନ୍ତି ନାହିଁ ତେବେ ଭୁବନେଶ୍ଵରର ରାଜରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି ଜଣେ ବୁଲେଟ୍ ଚାଳକ ନିଜ ବୁଲେଟ୍ ଚଳାଇ ଆସୁଥିଲେ |

ଆଉ ମଝି ରାସ୍ତାରେ ତାଙ୍କର ବୁଲେଟ୍ ରେ ନିଆଁ ଲାଗିଗଲା ଆଉ ଜଳିବାକୁ ଲାଗିଲା ମାତ୍ର କିଛି କ୍ଷଣରେ ବୁଲେଟ୍ ଟି ସଂପୂର୍ଣ୍ଣ ଭାବରେ ଜଳି ଛାରଖାର ହୋଇଗଲା କିନ୍ତୁ ଭାଗ୍ୟ ବଶତଃ ସେହି ବୁଲେଟ୍ ଚାଳକ ଜଣଙ୍କ ସମୟ ଥାଉ ଥାଉ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ ନହେଲେ ତାଙ୍କ ଅବସ୍ଥା ଯେ ଆଜି କଣ ହୋଇଥାନ୍ତା ତାହା କେହି କହି ପାରିବେ ନାହିଁ।

ତେବେ ସେଠାରେ ଥିବା ଲୋକମାନେ ବୋହୁତ ଭୟଭୀତ ହୋଇ ଯାଇଥିଲେ ଆଉ ସେଠାକୁ କିଛି ବାଟ ଦୂରକୁ ଚାଲିଯାଇଥିଲେ କାହାର ବି ସାହସ ହେଉ ନଥିଲା ବୁଲେଟ୍ ରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଆଉ କେହି ଦମକଳ ବାହିନୀକୁ ଫୋନ୍ କରି ଡକାଇଲେ |

ଆଉ କିଛି କ୍ଷଣ ମଧ୍ୟରେ ସେଠାରେ ଦମକଳ ବାହିନୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ବୁଲେଟ୍ ରେ ଲାଗିଥିବା ନିଆଁକୁ ଲିଭାଇବା ସହିତ କୌଣସି ଲୋକର କିଛି କ୍ଷତି ହେବାକୁ ଦେଇ ନଥିଲା କିନ୍ତୁ ଏହି ବୁଲେଟ୍ ଟି ସଂପୂର୍ଣ୍ଣ ଭାବରେ ଜାଳି ଛାରଖାର ହୋଇ ଯାଇଥିଲା।