ରଣବୀରଙ୍କ ପୁର୍ବରୁ ଭାରତୀୟ କ୍ରିକେଟ ଦଳର ଏହି ଦୁଇଟି ଖେଳାଳିଙ୍କ ସହ ସମ୍ବନ୍ଧ ରଖି ସାରିଛନ୍ତି ଦୀପିକା, ଜଣେ ତ ସମସ୍ତଙ୍କ ସାମ୍ନାରେ ….

ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପଡୁ଼କୋଂନ ଶେଷରେ ଦୀର୍ଘ ଦିନ ପରେ ପ୍ରେମ ବିବାହ କରିବାକୁ ଯାଉଛନ୍ତି I 14-15 ନଭେମ୍ବର ରେ ସମ୍ପୂର୍ଣ ହିନ୍ଦୁ ପରମ୍ପରା ରେ ଇଟିଲି ରେ ଏହି ବିବାହ ପୁର୍ଣ ହେଇଚି I ଏପରି ବି କୁହାଯାଇଛି ଦୀପିକା ଙ୍କ ର ବିବାହ ଏହି ବର୍ଷ ର ସବୁଠାରୁ ବ୍ୟାବହୁଳ ବିବାହ ଅଟେ I ଏହି ବିବାହ ରେ ଏକ ସୁନ୍ଦର ରିସେପ୍ସନ ର ବି ଆୟୋଜନ ହେଇଥିଲା I ଏହି ରିସେପ୍ସନ ମୁମ୍ବାଇ ର ହୋମ ଟାଉନ ରେ ଆୟୋଜିତ ହେବ I ସେହିପରି ଅନୁଷ୍କା ଓ ବିରାଟ ଙ୍କ ର ବିବାହ ବି ଖୁବ ଆଡମ୍ବର ଥିଲା I କାରଣ ବଲିଉଡ ଓ କ୍ରିକେଟ ଜଗତ ର ସମ୍ବନ୍ଧ ଖୁବ ପୁରୁଣା ଅଟେ I

ପ୍ରତୋକ ସମୟ ରେ କୌଣସି ନା କୌଣସି ଅଭିନେତ୍ରୀ କୌଣସି କ୍ରିକେଟର ଙ୍କ ସହ ପ୍ରେମ ସମ୍ବନ୍ଧ ନେଇ ଚର୍ଚା ରେ ରହିଥାନ୍ତି I ତେବେ ଭାରତୀୟ କ୍ରିକେଟ ର କ୍ୟାପଟେନ ବିରାଟ ଓ ଅଭିନେତ୍ରୀ ଅନୁଷ୍କା ଙ୍କ ର ପ୍ରେମ ସମ୍ବନ୍ଧ ବି ଖୁବ ଚର୍ଚା ରେ ରହିଥିଲା I ବିବାହ ପୂର୍ବ ରୁ ଉଭୟ ଙ୍କୁ ଅନେକ ସ୍ଥାନ ରେ ଏକାଠି ଦେଖିବାକୁ ମିଳିଛି I

ବିବାହ ପୂର୍ବ ରୁ ଦୀପିକା ଙ୍କ ର ଏହି କ୍ରିକେଟର ଙ୍କ ସହ ରହିଚିଥିଲା ସମ୍ବନ୍ଧ
ତେବେ ଆଜିକାଲି ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ନିଜ ର ବିବାହ କୁ ନେଇ ବେଶ ଚର୍ଚା ରେ ଅଛନ୍ତି I କିନ୍ତୁ ଆପଣ ଶୁଣି ଆଶ୍ଚଯ୍ୟ ହେବେ କି ବିବାହ ପୂର୍ବ ରୁ ଦୀପିକା ଙ୍କ ର ଅନ୍ୟ କିଛି କ୍ରିକେଟର ଙ୍କ ସହ ବି ପ୍ରେମ ସମ୍ବନ୍ଧ ରହିସାରିଛି I ବିଗତ ଦିନ ରେ କ୍ରିକେଟର ଯୁବରାଜ ସିଂ ଯିଏ କି 6 ବଲ ରେ 6 ଗୋଟି ଛକା ମାରିଛନ୍ତି ସେ ଦୀପିକା ଙ୍କ ସହ ଚାଲିଥିବା ପ୍ରେମ ସମ୍ବନ୍ଧ କୁ ନେଇ ଅନେକ ସମୟ ଧରି ଚର୍ଚା ରେ ଥିଲେ I

ଅନେକ ସମୟ ରେ ଯୁବରାଜ ଓ ଦୀପିକା ଉଭୟ ଏକାଠି ଡିନର କରିବା ର ବି ଦେଖିବାକୁ ମିଳିଛି I କିନ୍ତୁ ଉଭୟ ଙ୍କ ର ପ୍ରେମ ସମ୍ବନ୍ଧ ଦୀର୍ଘ ସମୟ ରହି ନ ଥିଲା I ଏହା ପରେ ଯୁବରାଜ ହେଜଲ କିଛ ଙ୍କୁ ବିବାହ କରିଥିଲେ I ସେହିପରି ଦ୍ୱିତୀୟ କ୍ରିକେଟର ହେଉଛନ୍ତି ମହେନ୍ଦ୍ର ସିଂ ଧୋନି ତାଙ୍କ ସହ ବି ବିଗତ ଦିନ ରେ 2007 ରେ ଲୋକଲୋଚନ ରେ ନିଜେ ଧୋନି ତାଙ୍କ ର ଏହି ପ୍ରେମ ସମ୍ବନ୍ଧ କୁ ସ୍ୱୀକାର କରିଥିଲେ I କିନ୍ତୁ ଏହି ସମ୍ବନ୍ଧ ବି ଦୀର୍ଘ ସମୟ ରହି ନ ଥିଲା I