ରାଣୀ ପଣ୍ଡାଙ୍କ ଗାଡି ଧକ୍କାରେ ସ୍ୱାମୀ ସୁକାନ୍ତଙ୍କ ମୃତ୍ୟ ହେଲା… ଏବେ ଗରମ ପେଜରେ ପୁଅବି ଚାଲିଗଲା

ନମସ୍କାର ବନ୍ଧୁଗଣ କାନ୍ଦିବାକୁ ଚାହିଁଲେ ବି ମୁଁ କାନ୍ଦି ପାରୁନାହିଁ କାରଣ ଆଖିତକ ଲୁହ ମୋର ସରିଗଲାଣି ଆଖିରୁ ଆଉ ଲୁହ ବାହାରୁନି କାରଣ ଓଠ ପରା ଶୁଖି ଗଲାଣି ଖାଲି ଆଖି ଭେଦିଲା ଭେଦିଲା କିନ୍ତୁ ଲୁହ ନାହିଁ କାହାକୁ ନେଇ କାନ୍ଦିବି ନା ପୁଅ ଚାଲିଗଲା ବୋଲି କାନ୍ଦିବି ଅଭିନେତ୍ରୀ ରାନୀ ପଣ୍ଡାଙ୍କ ଗାଡ଼ି ଦୁର୍ଘଟଣାରେ ସ୍ଵାମୀ ଚାଲିଗଲା ବୋଲି କାନ୍ଦିବି ନା ଗରମ ପେଜ ଢାଳି ହୋଇ ପୁଅ ଚାଲିଗଲା ବୋଲି କାନ୍ଦିବି କାହାକୁ ନେଇ ମୁଁ ବାକି ଜୀବନ ତକ ବଞ୍ଚିବି ହେ ଦୈବ ମଣିଷକୁ କଣ ଏତେ ଦୁଃଖ ଦିଅନ୍ତି ଯାହା ତୁମେ ମତେ ଦେଇଛ।

ଦର୍ଶକ ବନ୍ଧୁ ଏହି ମାସେ ଭିତରେ ଡକା ଡକି ହୋଇ ଆରପାରିକୁ ଚାଲିଗଲେ ବାପା ଆଉ ପୁଅ ସୁକାନ୍ତ ଆଉ ତାର ୩ ବର୍ଷର ପୁଅ ଆଉ ଏପଟେ ଏହି ମହିଳା ଜଣଙ୍କ କେତେବେଳେ ସ୍ଵାମୀ କଥା ମନେ ପକେଇ କାନ୍ଦୁଛନ୍ତି ତ କେତେବେଳେ ପୁଅ କଥା ମନେ ପକେଇ କାନ୍ଦୁଛନ୍ତି ଦର୍ଶକ ବନ୍ଧୁ ଅପଣଙ୍କର ମନେଥିବ ଏହି କିଛିଦିନ ତଳେ ବିଳମ୍ବିତ ରାତିରେ ରାନୀ ପଣ୍ଡା ବାହାଘର ଭୋଜିରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା|

ଯାହା ଫଳରେ ବାଇକ୍ ଆରୋହୀ ସୁକାନ୍ତଙ୍କ ମୃତ୍ୟୁ ହୋଇଥିଲା ଆଉ ତାପରେ ରାନୀକୁ ନେଇ ଅନେକ ବାଦବିବାଦ ମଧ୍ୟ ଉଠିଥିଲା ଯାହାର ଜବାବ୍ ରଖିଥିଲେ ରାନୀ ସେ ଯାହାବି ହେଉ ଘଟଣା ଘଟଣା ବାଟରେ ଗଲା ଆଉ ଏପଟେ ସୁକାନ୍ତଙ୍କ ସ୍ତ୍ରୀ ବି ନିଜ ପିଲାଙ୍କ ମୁହଁକୁ ଚାହିଁ ନିଜର ବାକି ଜୀବନ କାଟିବେ ବୋଲି ନିଷ୍ପତ୍ତି ନେଲେ ଆଉ ଠିକ୍ ଏତିକି ବେଳେ ଆଉ ଗୋଟିଏ କଳା ବାଦଲ ଘୋଟୀ ଆସେ ତା ୩ ବର୍ଷର ପୁଅର ଜୀବନ ଚାଲିଗଲା |

ଗରମ ପେଜ ଢ଼ାଳି ହୋଇଗଲା ଆଉ ଚିକିତ୍ସିତ ଅବସ୍ଥାରେ ତାର ଜୀବନ ଚାଲିଗଲା ସେପଟେ ସ୍ଵାମୀ ଆଉ ଏପଟେ ପୁଅ ଚାଲିଯିବାକୁ ସହଜରେ ଗ୍ରହଣ କରି ପାରୁନି ଏହି ମାଆ ଜଣଙ୍କ ଆଉ କଇଁ କଇଁ ହୋଇ କାନ୍ଦୁଛନ୍ତି ତେବେ ଏଭଳି ସମୟରେ ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା ଏହି ମାଆ ଜଣଙ୍କୁ ଏଭଳି ଏକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସାହସ ଦିଅନ୍ତୁ।