ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ଗରୀବ ଜନତାଙ୍କୁ ସାହାଯ୍ୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଏହି ବିଷୟ ଉପରେ କଣ ରହିଛି ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।
ଆପଣମାନେ ଓଡ଼ିଆ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସେ ଓଡ଼ିଶା ଦର୍ଶକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇପରିଛନ୍ତି। ବର୍ତ୍ତମାନର କଠିନ ପରିସ୍ଥିତିରେ ବର୍ଷା ପ୍ରୟଦର୍ଶିନୀ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି। ଗରୀବ ଲୋକମାନଙ୍କୁ ଖାଦ୍ୟପେୟ ଯୋଗାଇବା ସହ ସେମାନେ କିଭଳି ଭଲ ଭାବରେ ରହିବେ ତାହାର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଏହା ସହିତ ବୋହୁତ ଗରୀବ ଲୋକମାନଙ୍କୁ ମାସ୍କ ମଧ୍ୟ ବାଣ୍ଟିଛନ୍ତି।
ସେମାନଙ୍କୁ କୋରୋନା ପ୍ରତି ସଚେତନ ମଧ୍ୟ କରାଇଛନ୍ତି। ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଟିମ୍ ବର୍ତ୍ତମାନ ସମୟରେ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ଆପଣମାନେ ଜାଣିଥିବେ ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ବିବାଦ ବଢ଼ିବାରେ ଲାଗିଛି। ଏଥିପାଇଁ ଦୁହେଁ ପରସ୍ପରଙ୍କ ବିରୁଦ୍ଧରେ କୋର୍ଟରେ ହାଜର ହୋଇଛନ୍ତି।
ଆଉ ଏହି ଭଳି ସମୟରେ ବର୍ଷା ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ଏହା ନିଶ୍ଚିତ ତାଙ୍କୁ ମହାନ ବନାଉଛି ତେବେ ବନ୍ଧୁଗଣ ଆପଣମାନଙ୍କୁ ବର୍ଷା ପ୍ରିୟଦର୍ଶିନୀ କେମିତି ଲାଗନ୍ତି ଓ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ରାସ୍ତା କଡରେ ବର୍ଷାଙ୍କ ଏମିତି କାମ ଦେଖି କଣ କହିଲେ Anubhhav, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ…
