ରାସ୍ତାରେ ପଡିଥିବା ଏହି 6 ଗୋଟି ଜିନିଷ ଉପରେ ଭୁଲ ରେ ବି ଡ଼େଇଁକି ଯାଆନ୍ତୁ ନାହିଁ, ନଚେତ ପଡିପାରେ ମହା ବିପତି

ଯାଦୁ , ତନ୍ତ୍ର ମନ୍ତ୍ର ଆଦି ଦ୍ୱାରା ଲୋକ ଙ୍କୁ ଅନେକ ସମୟ ରେ ଅନେକ ସମସ୍ୟା ର ସମୁଖୀନ କରିବାକୁ ପଡିଥାଏ I କିଛି ଲୋକେ ଏହା କୁ ମାନିଥାନ୍ତି ତ କିଛି ଲୋକେ ଏହା କୁ ଅନ୍ଧବିଶ୍ୱାସ ବୋଲି କହିଥାନ୍ତି I କିଛି ଏପରି ଜିନିଷ ଯାହା ଆପଣ ଙ୍କ ପାଁଇ ହାନିକାରକ ଅଟେ I ଏବଂ ଏହି ସବୁ ଜିନିଷ କୁ ଡେଇଁ ଭୁଲ ରେ ବି ଚାଲିଯିବା ଉଚିତ ନୁହେଁ I

ରାସ୍ତା ରେ ପଡିଥିବା ଏହି 6 ଗୋଟି ଜିନିଷ ଡେଇଁ ଯାନ୍ତୁ ନାହିଁ
ବିଷ୍ଣୁ ପୁରାଣ ରେ ଏପରି ମାନ୍ୟତା ରହିଛି କି , ରାସ୍ତା ରେ ଯିବା ସମୟ ରେ କିଛି ଏପରି ଜିନିଷ ପଡିଥାଏ ଯାହା କୁ ଆମେ ଅଣଦେଖା କରିଥାଉ ଓ ଏହା କୁ ଡେଇଁ ଚାଲିଯାଇଥାଉ ଯାହା ଦ୍ୱାରା କି ଆମ ଜୀବନ ରେ ନାନା ସମସ୍ୟା ର ଆଗମନ ହେଇଥାଏ I

ଗାଧୋଇଥିବା ପାଣି

ଯଦି ରାସ୍ତା ରେ ବୋହିଯାଇଥିବା ପାଣି କାହାର ଗାଧୁଆ ପାଣି ହେଇଥାଏ ତେବେ ଆପଣ ଙ୍କୁ ରାସ୍ତା ଭାଙ୍ଗି ଚାଲିଯିବା ଉଚିତ I କାରଣ ଏହା ଅପବିତ୍ର ହେଇଥାଏ I

କୌଣସି ହାଡ଼
ରାସ୍ତା ରେ ଯଦି କୌଣସି ବି ହାଡ଼ ପଡିଥାଏ ତାହା ଆପଣ ଅଜାଣତ ରେ ଡେଇଁ ଚାଲିଯାଇଥାନ୍ତି କିନ୍ତୁ ଏହା ଠାରୁ ଦୁରେଇ ଯିବା ଉଚିତ ନଚେତ ଆପଣ ଙ୍କ ର ଜୀବନ ରେ ନାନା ଦୁଃଖ କଷ୍ଟ ଆସିଥାଏ I

ବାଳ ପଡିଥିବା

ଅନେକ ସମୟ ରେ ଏପରି ହେଇଥାଏ କି ରାସ୍ତା ଉପରେ ଗୁଡିଏ ବାଳ ଏକତ୍ରିତ ପଡିଥାଏ ଏହା କୁ ବି ଡ଼େଇଁକି ଯିବା ଉଚିତ ନୁହେଁ କାରଣ ଏହା ମନ୍ତ୍ର ତନ୍ତ୍ର ବି ହେଇଥାଇପାରେ ତେଣୁ ଆପଣ ଯଦି ଏହା କୁ ଡେଇଁ ଯାଉଛନ୍ତି ଅଯଥା ସମସ୍ୟା ଗୁଡିକ ଆପଣ ଙ୍କ ଜୀବନ ରେ ଆସିଥାଏ I

କଣ୍ଟା

ଯଦି ଆପଣ ରାସ୍ତା ଦେଖୁଛନ୍ତି ତେବେ ଏହାଠାରୁ ଦୁରେଇ ଚାଲିଯିବା ଉଚିତ ଯଦି ସମ୍ଭବ ଏହା କୁ ଅନ୍ୟତ୍ର ପକାଇଦିଅନ୍ତୁ I କାରଣ ଏପରି କଣ୍ଟା ଡେଇଁ ଯିବା ଦ୍ୱାରା ଆପଣ ଙ୍କ ର ଜୀବନ ରେ ଅନେକ ବାଁଧାଁବିଘଁ ଯାତ ହେଇଥାଏ I

ଅଙ୍ଗାର

ଏକ ଯଜ୍ଞ ସରିବା ପରେ ସେଥିରୁ ଯେଉଁ ଅଙ୍ଗାର ବାହାରିଥାଏ କିଛି ଲୋକେ ଏହା କୁ ପକାଇ ଦେଇଥାନ୍ତି , ଏହା କୁ ଡ଼େଇଁକି ଯିବା ଆପଣ ଙ୍କ ପାଁଇ ବିପଦ ଅଟେ I କାରଣ ଏହା ଅଶୁଭ ହେଇଥାଏ I