ରାଷ୍ଟ୍ରପତି ଙ୍କର ଗାଡିରେ କଣ ପାଁଇ ନ ଥାଏ ନମ୍ବର ପ୍ଲେଟ? ଭାରତର ଅନେକ ମନ୍ତ୍ରୀ ଙ୍କୁ ଜଣା ନଥିବ ଏହା ବିଷୟରେ, ଜାଣନ୍ତୁ

ମୋଦି ସରକାରଙ୍କ ଅମଳ ରେ ସବୁ ମନ୍ତ୍ରୀ ଙ୍କ ଗାଡିରୁ ଲାଲ ବତୀ ହଟାଇ VVIP ପ୍ରଥାକୁ ଶେଷ କରିଛନ୍ତି I ତଥାବି VVIP ପ୍ରଥା କେତେ ଶେଷ ହେଇଚି ଏହା କହିବା ଆବଶ୍ୟକ ନାହିଁ I ଭାରତ ର ସାଧାରଣ ବ୍ୟକ୍ତି ଙ୍କ ପାଁଇ ଗୋଟେ ନିୟମ ଓ ଅନ୍ୟ ମାନନୀୟ ଲୋକ ଙ୍କ ପାଁଇ ଗୋଟେ ନିୟମ I ତେବେ ଆଜି ଆମେ ଆଲୋଚନା କରୁଛେ ଭାରତ ର ରାଷ୍ଟ୍ରପତି ଙ୍କ ର ଗାଡି ର ନମ୍ବର ପ୍ଲେଟ ନାହିଁ I

ଆଜିକା ସମୟ ରେ ନିୟମ କଡାକଡି ହେଇଚି କି ପ୍ରତୋକ ଗାଡି ରେ ନମ୍ବର ପ୍ଲେଟ ଆବଶ୍ୟକ ଅଟେ ତେବେ ରାଷ୍ଟ୍ରପତି ଏଥିରୁ କିପରି ବାଦ ପଡିଲେ I କେଉଁ କାରଣ ରୁ ରାଷ୍ଟ୍ରପତି ଙ୍କ ର କାର ରେ ନମ୍ବର ପ୍ଲେଟ ନ ଥାଏ I

କେଉଁ କାରଣ ରୁ ନମ୍ବର ପ୍ଲେଟ ନ ଥାଏ
ଆଜିକା ସମୟ ରେ ଆମେ ଆମ ଗାଡି ବିନା ରେଜିଷ୍ଟ୍ରେସନ ରେ ନେଇ କି ବାହାର କୁ ଯାଇପାରିବା ନାହିଁ I କିନ୍ତୁ ଦେଶ ର ରାଷ୍ଟ୍ରପତି ଙ୍କ ପାଁଇ ନିୟମ ଅଲଗା ଅଟେ I ରାଷ୍ଟ୍ରପତି ଙ୍କ ପାଖ ରେ ଏପରି 14 ଗୋଟି କାର ରହିଛି ଯେଉଁଥିରେ ନମ୍ବର ପ୍ଲେଟ ନ ଥାଏ I ତେବେ ଆପଣ ଭାବୁଥିବେ କି ରାଷ୍ଟ୍ରପତି ଙ୍କୁ କେଉଁ ନିୟମ ଆଧାର ରେ ଏହି ସ୍ୱାଧୀନତା ମିଳିଛି I

କୌଣସି ବି ଗାଡି ରାସ୍ତା ରେ ଚାଲିବାକୁ ହେଲେ ସାର୍ଟିଫିକେଟ ଅଫ ରେଜିଷ୍ଟ୍ରେସନ ଆବଶ୍ୟକ ହେଇଥାଏ ଏହା କୁ RC ବି କୁହାଯାଇଥାଏ I ଏହି ରେଜିଷ୍ଟ୍ରେସନ ନମ୍ବର ଆପଣ ଙ୍କ ର ଗାଡି ର ନମ୍ବର ପ୍ଲେଟ ରେ ଲେଖାଯାଇଥାଏ I ଏବଂ ଦିଲ୍ଲୀ ନମ୍ବର ଥିଲେ DL , ଚଂଡିଗଡ଼ ନମ୍ବର ଥିଲେ CH ଓ ଉତ୍ତର ପ୍ରଦେଶ ନମ୍ବର ଥିଲେ UP ଲେଖାଯାଇଥାଏ I

କୌଣସି ବି ବ୍ୟକ୍ତି ଙ୍କ ପାଁଇ ଏକ ଗାଡି 15 ବର୍ଷ ର ମାନ୍ୟତା ରହିଥାଏ I ବିନା ନମ୍ବର ରେ କୌଣସି ବି ଗାଡି ରାସ୍ତା ରେ ଯାଇପାରିବ ନାହିଁ I କିନ୍ତୁ ରାଷ୍ଟ୍ରପତି ଙ୍କ ର ଗାଡି ପାଁଇ ନିୟମ ଟିକେ ଅଲଗା ଅଟେ I କେଉଁ କାରଣ ରୁ ରାଷ୍ଟ୍ରପତି ଙ୍କ ର ଗାଡି ରେ ନମ୍ବର ପ୍ଲେଟ ନ ଥାଏ କାରଣ ତାଙ୍କ ଗାଡି ପାଁଇ ଟେମ୍ପରାରି ନମ୍ବର ର ବ୍ୟବହାର କରାଯାଇଥାଏ I

ବ୍ରିଟିଶ ସିଷ୍ଟମ ମୁତାବିକ କିଙ୍ଗ ଡୁ ନୋ ରଙ୍ଗ , ଜଣେ ରାଜା କେବେ ହେଲେ ଭୁଲ କରିପାରିବେ ନାହିଁ I ଏହି କାରଣ ରୁ ରାଷ୍ଟ୍ରପତି ବ୍ୟବହାର କରୁଥିବା ଗାଡି ରେ ନମ୍ବର ପ୍ଲେଟ ନ ଥାଏ I ରାଷ୍ଟ୍ରପତି , ଉପ ରାଷ୍ଟ୍ରପତି ଓ ରାଜ୍ୟପାଳ ସହିତ ଅନେକ ବଡ଼ ବଡ଼ ବ୍ୟକ୍ତି ଙ୍କ ର ନମ୍ବର ପ୍ଲେଟ ନ ଥାଏ I