ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ସୁପରହିଟ ଯୋଡି ସୁଭାଶିଷ ଶର୍ମା ଓ ଅନିଶା ଶର୍ମା ଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କ ଯୋଡିକୁ ଓଡ଼ିଶାର ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ତେବେ ସୁବାଶିଷ ଓ ଅନିଶା ବହୁତସାରା ଫିଲ୍ମ ରେ ଜବରଦସ୍ତ ଅଭିନୟ ଦେଖେଇଛନ୍ତି ଦୁହେଁ ସୁଟିଂ ସେଟ ରୁ ଭଲ କିଛିଦିନ ତଳେ ସୁବାଶିଷ ଓ ଆନିସା ଦୁହେଁ ବିବାହ ବନ୍ଧନ ରେ ବାନ୍ଧିହୋଇଛନ୍ତି |
ଅନିଶା ଓ ସୁବାଶିଷ ଙ୍କ ପରିବାରକୁ ଆସିଛି ଏକ ବହୁତ ବଡ ଖୁସି ଖବର ଆନିଷା ମା ହେବାକୁ ଯାଉଛନ୍ତି ଓ ଏଇ ଖବର କୁ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଦର୍ଶକମାନଙ୍କ ସହ ସେୟାର କରିଥିଲେ ଏଠି ସହିତ ଆଜି ହେଉଛି ଆନିଷା ଙ୍କର ଜନ୍ମଦିନ ଏବଂ ତାଙ୍କ ସ୍ୱାମୀ ସୁବାଶିଷ ଶର୍ମା ରାତି ଅଧରେ ତାଙ୍କ ଜନ୍ମଦିନଟିକୁ ବହୁତ ଧୁମ୍ଧାମ ର ସହ ପାଳନ କରିବାର ଫୋଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି |
ଏଠି ସହିତ ଅନିଷାଙ୍କୁ ବହୁତ ସାରା ଗିଫ୍ଟ ଦେବା ମଧ୍ୟ ନଜର ଆସିଛନ୍ତି ଆନିଷା ଙ୍କର ଜନ୍ମଦିନରେ ସୁବାଶିଷ ଓ ଅନିଶା ଦୁହେଁ ଖୁବ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ଓ ତାଙ୍କର ଜବରଦସ୍ତ ଅଭିନୟ ଦ୍ୱାରା ସେ ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ମଧ୍ୟ ହୋଇପାରିଛନ୍ତି | ତେବେ ବନ୍ଧୁଗଣ ଆପଣମାନଙ୍କୁ ସୁବାଶିଷ ଓ ଅନିଶା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ରାତି ଅଧରେ ଆନିଶାଙ୍କ ଜନ୍ମଦିନରେ କଣ ଗିଫ୍ଟ ଦେଲେ Subhasis, ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ
