ରାତି ହେବା ମାତ୍ରେ ମୁମ୍ବାଇରେ ଦେଖନ୍ତୁ କଣ ହୋଇଥାଏ, ଛାତି ଥରା ଦୃଶ୍ୟ ଆସିଲା ସାମ୍ନାକୁ, ମହିଳା Mane ଏଠି ରାତିରେ… ଛୋଟ ଛୁଆ ଦେଖନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ ବେଶ୍ୟା ବୃଦ୍ଧି ଆମ ସମାଜରେ ଏକ କଳା ଦାଗ ଭଳି ରହିଛି ଏହି ଲାଇନ୍ ରେ ଆସୁଥିବା ମହିଳା ମାନଙ୍କୁ ପୁନର୍ବାର ସଭ୍ୟ ସମାଜରେ ସ୍ଥାନ ମିଳି ନଥାଏ ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ମୁମ୍ବାଇର ରାତିର ସତ ବିଷୟରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ମୁମ୍ବାଇର ସବୁଠାରୁ ବେଶ୍ୟା ବଜାରକୁ ଗଲେ ଜଣା ପଡ଼ିଥାଏ କି କେଉଁଭଳି ଭାବରେ ଏଠାକୁ ମହିଳା ମାନଙ୍କୁ ଦେ-ହ ବ୍ୟା-ପାର ପାଇଁ ବିଦେଶରୁ ଅଣା ଯାଉଥିଲା ଦେଶରେ ସବୁଠାରୁ ବଡ଼ ବେଶ୍ୟା ବଜାର ଅଟେ ମୁମ୍ବାଇର କମାଠିପୁରା ୧୯୧୯ ମସିହାରେ ଇଂରେଜମାନେ ମୁମ୍ବାଇର କମାଠିପୁରାରେ ଏହି ବଜାର ସ୍ଥାପନ କରିଥିଲେ |

ଆଉ ଏହାର କାରଣ ଥିଲା ସେମାନେ ନିଜ ଇଂରେଜ କର୍ମଚାରୀ ତଥା ସାଙ୍ଗସାଥୀ ମାନଙ୍କ ପାଇଁ ସେକ୍ସସୁଆଲ୍ ଆରେଞ୍ଜମେଣ୍ଟ କରିବାକୁ ଚାହୁଁଥିଲେ ନିଜ ସୈନିକ ମାନଙ୍କ ମନୋରଂଜନ କରିବା ପାଇଁ ସେମାନେ ବିଦେଶରୁ ମହିଳା ଝିଅ ମାନଙ୍କୁ ଆଣୁଥିଲେ ଯେଉଁମାନେ ଇଂରେଜ ସୈନିକ ମାନଙ୍କୁ ଖୁସୀ କରୁଥିଲେ ଇଂରେଜମାନେ ତ ଚାଲିଗଲେ ସେ ବସିଥିବା ଏହି ବଜାର ଏବେବି ଚାଲୁଛି ଏକ ସମୟ ଥିଲେ ଯେତେବେଳେ ଏହି ବଜାରରେ ୪୫ ହଜାର ବେଶ୍ୟା ଥିଲେ |

ଏହି ବଜାରରେ କାମ ବୟସର ଝିଆନଙ୍କର ଅଧିକ ଡିମାଣ୍ଡ ରହିଥାଏ କିନ୍ତୁ ଏବେ ଥରେ ବେଶ୍ୟାଙ୍କ ସଂଖ୍ୟା ବୋହୁତ କମ୍ ହୋଇ ଯାଇଛି ରାତି ହେବା ମାନେ ଏହି ମହିଳାମାନେ ଗ୍ରାହକ ଖୋଜିବା ପାଇଁ ରାସ୍ତାକୁ ଚାଲି ଆସନ୍ତି ଆଉ ଲୋକମାନଙ୍କୁ ନିଜ ଜାଲରେ ଫସେଇବାକୁ ଚେଷ୍ଟା କରନ୍ତି। ଏହା ଭୁଲ୍ କଥା ନୁହେଁ ଯେ ଏହି ଦୁନିଆରେ ପାଣି ପବନ ଖାଇବା ପିଇବା ବ୍ୟତୀତ ସେକ୍ସ୍ ମଧ୍ୟ ଆବଶ୍ୟକ ହୋଇଥାଏ ଆଉ ଅନେକ ଲୋକ ଏମିତି ଥାଆନ୍ତି ଯେଉଁମାନଙ୍କ ବାହାଘର ହୋଇ ନଥାଏ ଆଉ କିଛି ବାହା ହେବାକୁ ଚାହାଁନ୍ତି ନାହିଁ ଆଉ କିଛି ଲୋକ ଏମିତିକି ହୋଇ ଥାଆନ୍ତି ଯେଉଁମାନେ ନିଜ ପାର୍ଟନରଙ୍କ ଠାରୁ ଅନସ୍ୟାଟିସ୍ଫାଏଡ ହୋଇଥାନ୍ତି |

ସେମାନେ ଏହି ବେଶ୍ୟା ମାନଙ୍କ ପାଖକୁ ଯାଇଥାନ୍ତି ଆଉ ବେଶ୍ୟାମାନେ ପଇସା ନେଇ ଏମାନଙ୍କ ଇଚ୍ଛା ପୂରଣ କରିଥାନ୍ତି ଏହି ଲାଇନ୍ ରେ ଆସିଥିବା ମହିଳା ମାନେ ଏହି ଲାଇନ୍ କୁ ବାଧ୍ୟ ହୋଇ ଆସିଥାନ୍ତି ଯେଉଁ ମାନଙ୍କୁ ପଇସାର ଆବଶ୍ୟକତା ହୋଇଥାଏ ଆଉ ତାଙ୍କୁ ଚାକିରୀ ମିଳି ନଥାଏ ସେମାନେ ଏହି ଲାଇନ୍ କୁ ଆସିଥାନ୍ତି ଯେଉଁମାନଙ୍କ ସାହାରା ଯେଉଁ ନଥାନ୍ତି ସେହି ମହିଳାମାନେ ଏହି ଲାଇନ୍ କୁ ଆସିଥାନ୍ତି |

ଆଉ ଜବରଦସ୍ତି ଦେ-ହ ବ୍ୟା-ପାର କରିବା ପାଇଁ ପଠା ଯାଇଥାଏ ଆଉ ଏହି ମହିଳା ମାନଙ୍କୁ ସଭ୍ୟ ସମାଜରେ ଆଉ ସ୍ଥାନ ମିଳି ନଥାଏ କିଛି ମହିଳାମାନେ ପ୍ରେମ ଜାଲରେ ପଡ଼ି ଏଠାକୁ ଆସିଥାନ୍ତି ଆଉ ତାଙ୍କ ପ୍ରେମିକ କିଛି ପଇସା ପାଇଁ ତାଙ୍କୁ ଏଠାରେ ବିକ୍ରି କରିଦେଇଛନ୍ତି ଆଉ କିଛି ଦଲାଲ ମଧ୍ୟ ଏଥିପାଇଁ ରହିଥାନ୍ତି ଯେଉଁମାନେ ଅସହାୟ ମହିଳା ମାନଙ୍କ ଉପରେ ନଜର ରଖିଥାନ୍ତି ଆଉ ତାଙ୍କୁ କାମ ଦେବା ବାହାନାରେ ଆଣି ଥରେ ବିକ୍ରି କରିଦେଇଥାଆନ୍ତି ଆଉ କିଛି ମହିଳା ମଧ୍ୟ କିଛି ସୋଉକ୍ ପାଇଁ ମଧ୍ୟ ଆସିଥାନ୍ତି।