ରାତିରେ କଣ ପାଁଇ କେବେ ହେଲେ ହେଇ ନ ଥାଏ ପୋଷ୍ଟମଟମ, ଏହା ପଛର କାରଣ ଉଡେଇ ଦେବ ଆପଣଙ୍କ ହୋସ…

ପୋଷ୍ଟମଟମ ବିଷୟ ରେ ଆମେ ସମସ୍ତେ ଜାଣିଚୁ I ଯଦି କୌଣସି ବ୍ୟକ୍ତି ଙ୍କ ର ଅଚାନକ ମୃତ୍ୟୁ ହେଇଥାଏ ତେବେ ପୋଲିସ ତଦନ୍ତ ପାଁଇ ପୋଷ୍ଟମଟମ କରାଯାଇଥାଏ I ଏବଂ ଏହି ପୋଷ୍ଟମଟମ ରେ ମୃତ ବ୍ୟକ୍ତି ଙ୍କ ର ଶରୀର ର ପରୀକ୍ଷଣ କରାଯାଇଥାଏ I ତେବେ ଆଜି ଆମେ ଏହି ପୋଷ୍ଟମଟମ ବିଷୟ ରେ କିଛି ଏପରି କହିବାକୁ ଯାଉଛୁ ଯାହା ଆପଣ ଜାଣି ନ ଥିବେ I

ପୋଷ୍ଟମଟମ ପୂର୍ବ ରୁ ଉକ୍ତ ମୃତ ବ୍ୟକ୍ତି ଙ୍କ ର ପ୍ରିୟ ପରିଜନ ଲୋକେ ନିଜ ପରାମର୍ଶ ଦେଇଥାନ୍ତି ଓ ଏହି ମୃତ ବ୍ୟକ୍ତି ଙ୍କ ର 6 ରୁ 10 ଘଣ୍ଟା ମଧ୍ୟ ରେ ହିଁ ଏହି ପୋଷ୍ଟମଟମ କରାଯିବା ଉଚିତ I ଏବଂ ଯଦି ଏହି ନିର୍ଧାରିତ ସମୟ ମଧ୍ୟ ରେ ନ କରାଯାଇଥାଏ ତେବେ ଉକ୍ତ ବ୍ୟକ୍ତି ଙ୍କ ର ମରିବା ର କାରଣ ହୁଏତ ଠିକ ରେ ଜଣା ପଡି ନ ଥାଏ I ଯେଉଁ ବ୍ୟକ୍ତି ଙ୍କ ର ଅକାଳ ମୃତ୍ୟୁ ହେଇଥାଏ ତାଙ୍କ ର ପୋଲିସ ତଦନ୍ତ ପାଁଇ ପୋଷ୍ଟମଟମ କରାଯାଇଥାଏ I ତେବେ ଆପଣ ଙ୍କ ନାମ ରେ ଏହି ପ୍ରଶ୍ନ ମଧ୍ୟ ଆସୁଥିବ ରାତି ସମୟ ରେ କଣ ପାଁଇ ପୋଷ୍ଟମଟମ ହେଇ ନ ଥାଏ I

ରାତି ସମୟ ରେ କୌଣସି ମୃତ ବ୍ୟକ୍ତି ଙ୍କ ର ପୋଷ୍ଟମଟମ ହେଇ ନ ଥାଏ I ଡାକ୍ତର ଙ୍କ କହିବା ଅନୁସାରେ ରାତି ରେ କୃତିମ ଆଲୋକ ରେ ପୋଷ୍ଟମଟମ କରିଲେ ମୃତ ବ୍ୟକ୍ତି ଙ୍କ ର ଶରୀର ରେ ଯେଉଁ ଆଘାତ ଲାଗିଥାଏ ତାହା ଲାଲ ପରିବର୍ତେ ବାଇଗଣୀ ଦେଖାଯାଇଥାଏ I ତେଣୁ ଏହା ଜାଣିବା କଷ୍ଟକର ହେଇଥାଏ କି ମୃତ ବ୍ୟକ୍ତି ଙ୍କ ର ଶରୀର ର କେଉଁ କେଉଁ ଅଙ୍ଗ ରେ ଆଘାତ ଲାଗିଥାଏ I

ଧର୍ମ ସହ ଏହା ର ମଧ୍ୟ ଗଭୀର ସମ୍ବନ୍ଧ ରହିଛି I ଏବଂ ଧର୍ମ ଶାସ୍ତ୍ର ଅନୁସାରେ ରାତି ସମୟ ରେ ପୋଷ୍ଟମଟମ କରାଯିବା ଉଚିତ ନୁହେଁ I ତେଣୁ ସର୍ବଦା ସକାଳ ସମୟ ରେ ହିଁ ଡାକ୍ତର ପୋଷ୍ଟମଟମ କରିବାକୁ ସମୟ ନିର୍ଧାରିତ କରିଥାନ୍ତି I କାରଣ ରାତ୍ରି ସମୟ ରେ କୃତିମ ଆଲୋକ ରେ ମୃତ ବ୍ୟକ୍ତି ଙ୍କ ର ଶରୀର ର ଆଘାତ ସମ୍ପର୍କ ରେ ଠିକ ରେ ଜଣା ପଡି ନ ଥାଏ I