ରାତିରେ ସୋଇଥିବା ମହିଳାଙ୍କୁ ଲାଗିଲା କି ତାଙ୍କୁ କେହି ଛୁଁଉଚି… ଲାଇଟ ଜଳାଇବା ମାତ୍ରେ ଦେଖିଲେ ଏପରି କିଛି କି ଉଡ଼ିଗଲା ତାଙ୍କ ହୋସ

ନାରୀ ନିର୍ଯ୍ୟାତନା ମାମଲା ତ ପ୍ରତୋକ ଦିନ କୌଣସି ନା କୌଣସି ଠାରେ ଶୁଣିବାକୁ ମିଳିଥାଏ I ଏହିପରି ଛତିଶଗଡ଼ ରେ ବି ଏକ ଦୁଷ୍କର୍ମ ର ମାମଲା ସାମ୍ନାକୁ ଆସିଛି I

ଏଠାରେ ଜଣେ ଯୁବକ ରାତି ରେ ଜଣେ ମହିଳା ଙ୍କ ଘର କୁ ପଶିଥିଲେ ଏବଂ ମହିଳା ଙ୍କ ସହ ଅସଦାଚରଣ କରିଥିଲେ I ଏହି ମହିଳା ରାୟଗଡା ଜିଲ୍ଲା ଯୁତମିଲ ଅଂଚଳ ଅଟନ୍ତି I ସୂଚନା ମୁତାବିକ ମହିଳା ରାତି ରେ ଖାଇସାରି ନିଜ ଘରେ ସୋଇଥିଲେ I ରାତି ପ୍ରାୟ 01 ସମୟ ରେ ଗ୍ରାମ ର ଜଣେ ଯୁବକ ନିରଞ୍ଜନ ଯାଦବ ମହିଳା ଙ୍କ ର ଘରେ ପସିଯାଇଥିଲେ I ଏବଂ ମହିଳା ଶୋଇବା ର ଦେଖି ତାଙ୍କ ସହ ଦୁଷ୍କର୍ମ କରିବା କୁ ଚେଷ୍ଟା କରିଥିଲେ I ଇତି ମଧ୍ୟ ରେ ମହିଳା ଙ୍କ ର ନିଦ ଭାଙ୍ଗିଯାଇଥିଲା I ଏବଂ ସେ ଲାଇଟ ଲଗାଇ ଦେଇଥିଲେ ଏବଂ ପାଟି ବି କରିଥିଲେ I

ଧରା ପଡିଯିବା ଡର ରେ ଆରୋପି ଘଟଣା ସ୍ଥଳ ରୁ ଫେରାର ହେଇଯାଇଛି I ମହିଳା 9 ନଭେମ୍ବର ରେ ମହିଳା ଥାନା ରେ ଅଭିଯୋଗ କରିଛନ୍ତି I ଏବଂ ପୋଲିସ ଆରୋପି ଙ୍କ ବିରୋଧ ରେ ଧାରା 354, 456 ଅନୁସାରେ ମାମଲା ରୁଜୁ କରାଯାଇଛି I