ରେ ଅବିବେକି ମଣିଷ ତତେ ଧର୍ମ ସହିବନୀ, ତତେ ଟିକେ ଦୟା ଲାଗିଲାନି, ଗୋ ମାତା ସହ ଏମିତି କରିଦେଲେ… He Bhagban ଦେଖିଲେ ରକ୍ତ ଗରମ ହେଇଯିବେ

ନମସ୍କାର ବନ୍ଧୁଗଣ ହଇରେ ଅବିବେକି ମଣିଷ ମୋର କ୍ଷୀର ଖାଇଲୁ ଶେଷରେ ମତେ ଜାଳିଦେଲୁ ମୋର ଦୋଷ କଣ ଥିଲା ଏଇଆକି ମୁଁ ତତେ ସବୁବେଳେ କ୍ଷୀର ପିଇବାକୁ ଦେଉଥିଲି ତୁ ଯେତେବେଳେ ପେଟ୍ରୋଲ ଢ଼ାଳି ମତେ ନିଆଁ ଲଗାଇଲୁ ମତେ କେତେ କଷ୍ଟ ହେଉଥିବ ତୁ ଜାଣିଛୁ ମୋ ଦେହରେ ନିଆଁ ଲାଗିଲା ପୂର୍ବରୁ ତୋ ହାତ ଟିକେ ଥରିଲାନି ମୋ ନିରୀହ ମୁହଁ ତତେ ଟିକେ ଦେଖା ଗଲାନି ତୋ ପାଇଁ ମୁଁ ମୋ ରକ୍ତକୁ ଅମୃତ କରିଥିଲି |

ହେଲେ ତୁ ସେ ଅମୃତକୁ ପିଇ କେମିତି ରାକ୍ଷସ ହୋଇଗଲୁ ମୋ ସହ ବିଶ୍ୱାସ ଘାତକତା କେମିତି କରି ପାରିଲୁ ତୁ ଜାଣିଛୁ ତୁ ହେଉଛୁ ଗୋଟିଏ ରାକ୍ଷସ ତତେ ଧର୍ମ ସହିବନି। ଏମିତି କିଛି ତାଙ୍କ ଉପରେ ଥାଇ ନିଆଁରେ ପୋଡ଼ି ହୋଇ ଯାଇଥିବା ଗାଈର ଆତ୍ମା କହୁଥିବ ପୋଡ଼ି ମାରିଥିବା ଲୋକକୁ ବାରମ୍ବାର ଅଭିଶାପ ଦେଉଥିବ କାରଣ ସେହି ଦୃଶ୍ୟ ହିଁ ସେମିତି କିଛି ବୟାନ କରୁଛି ଗୋଟିଏ ନିରୀହ ଗାଈର ଦେହରେ ନିଆଁ ଲଗାଇ ମାରି ଦେଇଛି ଜଣେ ନୃଶଂସ ମଣିଷ |

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ପେଟ୍ରୋଲ ପକାଇ ଗାଈକୁ ଜାଳି ମାରିଦିଆ ଯାଇଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୨ ଟାରେ ପୋଡ଼ା ଅସ୍ତିଆ ସ୍କୁଲ୍ ପରିସରରେ ଏସ.କେ କାସିମ ତା ପୁଅ ସାନି ଓ ବୀରୁ ମିଶି ଗୋଟିଏ ଗାଈ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଏହାପରେ ନିଆଁ ଲଗାଇଥିବା ଅଭିଯୁକ୍ତ ମାନେ ସେଠାରୁ ସ୍କୁଲ ଶିକ୍ଷୟତ୍ରୀଙ୍କୁ ଧମକାଇ ଫେରାର ହୋଇ ଯାଇଥିଲେ |

ସ୍ଥାନୀୟ ଲୋକେ ଏହି ଖବର ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗାଈଟି ମରି ସାରିଥିଲା। ତେବେ ଏହି ଘଟଣାକୁ ନେଇ ପୋଡ଼ିଥିବା ଅଭିଯୁକ୍ତକୁ ସେଠାରେ ଆଣି ଅଟକ ରଖିଥିଲେ ସ୍ଥାନୀୟ ଲୋକେ ସ୍କୁଲ୍ ପରିସରରେ ଜମା ହୋଇଥିଲେ ସହ ସହ ଲୋକେ ଅଭିଯୁକ୍ତଙ୍କ କହିବା ଅନୁସାରେ ଗାଈଟି ହେଉଛି ତାଙ୍କର ଗାଈଟି ମରିଯିବା ପରେ ତାକୁ ପୋଡ଼ି ଦେବା ପାଇଁ ତାଙ୍କ ପୁଅମାନେ କହିଥିଲେ |

ଏବଂ ପେଟ୍ରୋଲ ଢ଼ାଳି ସମସ୍ତେ ମିଶି ଗାଈଟିକୁ ପୋଡ଼ି ଦେଇଥିଲେ ହେଲେ ଅଭିଯୁକ୍ତଙ୍କ କହିବା କଥା କେତେ ସତ ତାହା ତଦନ୍ତ ପରେ ଜଣା ପଡ଼ିବ ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ଠାରୁ ଅଭିଯୁକ୍ତଙ୍କୁ ଛଡାଇ ଥାନାରେ ଅଟକ ରଖିଛି।