ଜଣେ ପତ୍ନୀ ଯଦି ଭାଗ୍ୟଶାଲୀ ହେଇଥାନ୍ତି ତେବେ ତାଙ୍କ ପତି ଙ୍କ ର ଜୀବନ ଖୁବ ସରଳ ହେଇଥାଏ I ଏବଂ ପତ୍ନୀ ଙ୍କୁ ଘର ର ଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଇଥାଏ I ଜଣେ ପତ୍ନୀ ଙ୍କ ର ସୁଗୁଣ କୁ ନେଇ ସେହି ଘର ସ୍ୱର୍ଗ ସମାନ ହେଇଥାଏ ଏବଂ ବୈବାହିକ ଜୀବନ ସୁଖମୟ ହେଇଥାଏ I ତେବେ ଆଜି ଆମେ ଆଲୋଚନା କରିବା ସୌଭାଗ୍ୟଶାଲୀ ମହିଳା ଙ୍କ ର ଏହି 5 ଗୋଟି ଗୁଣ ବିଷୟ ରେ I
1.ଯେଉଁ ସ୍ତ୍ରୀ ଧର୍ମ ଅନଶୁୟାରେ ନିଜ ଜୀବନ ଅତିବାହିତ କରିଥାନ୍ତି , ଅର୍ଥାତ ସେହି ମହିଳା ଈଶ୍ୱର ବିଶ୍ୱାସୀ ହେଇଥାନ୍ତି I ପତିବ୍ରତା ନାରୀ ହେଇଥାନ୍ତି ସେହି ନାରୀ ତାଙ୍କ ବୈବାହିକ ଜୀବନ ରେ ବେଶ ଖୁସି ରେ ରହିଥାନ୍ତି I
2.ଯେଉଁ ନାରୀ ଙ୍କ ର ଇଚ୍ଛା ସୀମିତ ରହିଥାଏ ସେହି ମହିଳା ଙ୍କ ର ପତି ମଧ୍ୟ ଭାଗ୍ୟଶାଲୀ ହେଇଥାନ୍ତି I କାରଣ ମହିଳା ଙ୍କ ର ଇଚ୍ଛା ଅନଶୁୟାରେ ହିଁ ତାଙ୍କ ପତି ସମୟ ଅନଶୁୟାରେ ଖରାପ ରାସ୍ତା କୁ ଆପଣେଇଥାନ୍ତି I ଖସକରୀକି ପତ୍ନୀ ଙ୍କ ର ଭୌତିକ ସୁଖ ପ୍ରାପ୍ତି ର ଇଚ୍ଛା ସୀମିତ ରହିବା ହିଁ ବୈବାହିକ ଜୀବନ କୁ ସୁଖଦ କରିଥାଏ I
3.ଜଣେ ନାରୀ ଯଦି ନିଜ ର ଧାର୍ଯ୍ୟ ଓ ସହିବା ଶକ୍ତି ରଖିଥାଏ ଅର୍ଥାତ ମହିଳା ନିଜ ପତି ଙ୍କ ର ପ୍ରତିଟି ପରିସ୍ଥିତି ଅନୁସାରେ ପତି ଙ୍କ ସାଥି ରେ ରହିଥାଏ I ସେପରି ମହିଳା ସୌଭାଗ୍ୟଶାଲୀ ହେଇଥାନ୍ତି I
4.ପ୍ରତୋକ ପତି ଏପରି ଏକ ଜୀବନସାଥୀ ଚାହିଁଥାନ୍ତି କି ତାଙ୍କ ପତ୍ନୀ ଯେପରି ବେଶୀ ରାଗି ହେଇ ନ ଥିବେ , ପତ୍ନୀ ଶାନ୍ତ ରହିବ ହିଁ ଏକ ସୌଭାଗ୍ୟ ନାରୀ ର ଲକ୍ଷଣ ହେଇଥାଏ I
5.ପତ୍ନୀ ଙ୍କ ର କଥା ହିଁ ପତି ଙ୍କ ପାଁଇ ସ୍ୱର୍ଗ ହେଇଥାଏ I ଅର୍ଥାତ ଯଦି ପତ୍ନୀ ଙ୍କ ର କଥା ରେ ମଧୁରତା ରହିଥାଏ ତେବେ ସେହି ପରିବାର ରେ ସର୍ବଦା ହସ ଖୁସି ର ବାତାବରଣ ରହିଥାଏ I