ସାବୁନର ରଙ୍ଗ ଯାହା ବି ହେଉନା କାହିଁକି, କିନ୍ତୁ ଫେଣ କାହିଁକି ସବୁବେଳେ ଧଳା ହିଁ ବାହାରି ଥାଏ ? ସତ୍ୟତା ଜାଣିବା ପରେ ମୁଣ୍ଡରେ ଦେବେ ହାତ

କଣ ଆପଣ କେବେ ଚିନ୍ତା କରିଛନ୍ତି କି ସାବୁନ ରଙ୍ଗୀନ ହେଇକି ବି ଫେଣ ଧଳା ହେଇଥାଏ ? ଅନେକ ଜିନିଷ ଏପରି ରହିଥାଏ ଯାହା ଆମେ ନିୟମିତ ଜୀବନ ରେ ବ୍ୟବହାର କରିଥାଉ , ଆଜି ଆମେ ଆପଣ ଙ୍କୁ ଏହିପରି ଏକ ଜିନିଷ ବିଷୟ ରେ କହିବାକୁ ଯାଉଛୁ ଯାହା ମନୁଷ୍ୟ ନିଜ ଜୀବନ ରେ ନିୟମିତ ବ୍ୟବହାର କରିଥାଏ I

ଗାଧୋଇବା ସମୟ ରେ ହେଉ କି ହାତ ଧୋଇବା ସମୟ ରେ ହେଉ ଲୋକେ ସାବୁନ ର ବ୍ୟବହାର କରିଥାନ୍ତି I ଏହି ସବୁନ ଅନେକ ରଙ୍ଗ ର ହେଇଥାଏ କିନ୍ତୁ ଏହା ର ଫେଣ ଗୁଡିକ କେବଳ ଧଳା ରଙ୍ଗ ର ହିଁ ହେଇଥାଏ I ତେବେ ଆଜି ଆମେ ଏହା ପଛ ର ବୈଜ୍ଞାନିକ କାରଣ ବିଷୟ ରେ ଜଣାଇବୁ I

ଏହି ବୈଜ୍ଞାନିକ କାରଣ ଆଧାର ରେ କୌଣସି ବି ରଙ୍ଗ କୁ ଏକ ଜିନିଷ ଧାରଣ କରିପାରିବ କିନ୍ତୁ ବାସ୍ତବ ରେ ଏହି ଜିନିଷ ର କୌଣସି ବି ରଙ୍ଗ ରହି ନ ଥାଏ I ହେଲେ ସୂର୍ଯ୍ୟାଲୋକ ରେ ଏହା ରଙ୍ଗୀନ ଦେଖାଯାଇଥାଏ I ଜିନିଷ ଟି ଯେଉଁ ରଙ୍ଗ କୁ ରିଫ୍ଲେକ୍ତ କରିଥାଏ ସେହି ରଙ୍ଗ ହିଁ ଦେଖାଇଥାଏ I

ଏବଂ ସବୁ ରଙ୍ଗ କୁ ରିଫ୍ଲେକ୍ତ କରୁଥିବା ଜିନିଷ ଧଳା ହିଁ ଦେଖାଯାଇଥାଏ I ସେହିପରି ସାବୁନ ର ଫେଣ ବି ଧଳା ଦେଖାଯାଇଥାଏ I କାରଣ ଏହା ସୂର୍ଯ୍ୟ କିରଣ ରେ ରଙ୍ଗ ପରିବର୍ତନ କରିଥାଏ I ଯାହା ଦ୍ୱାରା କି ସାବୁନ ଯେଉଁ ରଙ୍ଗ ର ହେଲେ ବି ସୂର୍ଯ୍ୟ କିରଣ ରେ ଏହା ଧଳା ହିଁ ଦେଖାଯାଇଥାଏ I