ଶାସ୍ତ୍ର ଅନୁସାରେ ବିବାହ ଏକ ପବିତ୍ର ବନ୍ଧନ ହେଇଥାଏ I ପତି ପତ୍ନୀ ସାରା ଜୀବନ ପରସ୍ପର ର ସୁଖ ଦୁଃଖ ରେ ଭାଗିଦାରୀ ହେଇଥାନ୍ତି I ବଲିଉଡ ରେ କିଛି ଅଭିନେତା ଏପରି ଅଛନ୍ତି ଯେଉଁମାନେ ଏହି କଥା କୁ ମିଛ ପ୍ରମାଣିତ କରିଛନ୍ତି I ଏପରି କିଛି କଳାକାର ଅଛନ୍ତି ଯେଉଁମାନେ 2 , 4 ଗୋଟି ବିବାହ ବି କରିସାରିଛନ୍ତି I ସାଧାରଣ ବ୍ୟକ୍ତି ଙ୍କ ର ତୁଳନା ରେ ବଲିଉଡ ର କଳାକାର ଙ୍କ ର ବିବାହ ବେଶୀ ଥର ହିଁ ଭାଙ୍ଗିଯାଇଥାଏ I
କରଣ ସିଂ ଗ୍ରୋବର – ଟିଭି ର ସବୁଠାରୁ ଫେମସ କଳାକାର ମଧ୍ୟ ରେ ଏହି କଳାକାର ଙ୍କ ର ନାମ ରହିଛି I କରଣ 3 ଗୋଟି ବିବାହ କରିଛନ୍ତି I ପ୍ରଥମ ପତ୍ନୀ ଙ୍କ ନାମ ଶ୍ରଦ୍ଧା ଏହି ବିବାହ ବେଶୀ ଦିନ ରହି ନ ଥିଲା ଏହା ପରେ ଦ୍ୱିତୀୟ ବିବାହ ଜେନିଫର ଙ୍କୁ ବିବାହ କରିଥିଲେ ଏବଂ ତୃତୀୟ ରେ ଅଛନ୍ତି ଵିପସା ବାସୁ I
ସଞ୍ଜୟ ଦତ୍ତ – ସଞ୍ଜୟ ଦତ୍ତ ବଲିଉଡ ରେ ଜଣେ ନାମିଦାମୀ କଳାକାର ଅଟନ୍ତି ସେ ବି 2 ରୁ ଅଧିକ ବିବାହ କରିଛନ୍ତି I ତାଙ୍କ ର ପ୍ରଥମ ପତ୍ନୀ ଙ୍କ ନାମ ଟ୍ରିଚ ଶର୍ମା , ଦ୍ୱିତୀୟ ଙ୍କ ର ନାମ ରିୟା ଓ ତୃତୀୟ ପତ୍ନୀ ଙ୍କ ର ନାମ ମାନ୍ୟତା ଦତ୍ତ ଅଟେ I ତାଙ୍କ ଜୀବନ ରେ ଅନେକ ଯୁବତୀ ଆସିଛନ୍ତି ଓ ଯାଇଛନ୍ତି I
କବିର ବେଦି – କବିର ବେଦି ଅନେକ ଫିଲ୍ମ ରେ କାମ କରିଛନ୍ତି ସେ ଅନେକ ଫିଲ୍ମ ରେ ଖଳନାୟକ ଭୂମିକା ରେ ହିଁ ଅଭିନୟ କରିଛନ୍ତି I ସେ ତାଙ୍କ ଜୀବନ ରେ 4 ଗୋଟି ବିବାହ କରିଛନ୍ତି I