ସବୁଠୁ ବଡ ଭୁଲ କରିଦେଲେ ଅନୁଭବ, ଏବେ 5 ବର୍ଷ ପାଇଁ Jail ଯିବେ, ଏମିତି ସତ ଆସିଲା ପଦାକୁ… ଦେଖନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ପରେ ଅନୁଭବଙ୍କୁ ୫ ବର୍ଷ ପାଇଁ ଜେଲ୍ ହୋଇପାରେ ତେବେ ଦର୍ଶକ ବନ୍ଧୁ ଏହାର କାରଣ କଣ ରହିଛି ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ଅନୁଭବ ଏବଂ ବର୍ଷାଙ୍କ ଯୋଡିକୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୁହେଁ ପରସ୍ପରକୁ ୨୦୧୪ ମସିହାରେ ବିବାହ କରିଥିଲେ ଦୁହେଁ ପରସ୍ପରକୁ ୨୦୦୮ ମସିହାରେ ଭଲ ପାଇଥିଲେ ଆଉ ପରବର୍ତ୍ତୀ ସମୟରେ ତାଙ୍କର ବାହାଘର ବି ହୋଇଥିଲା |

ହେଲେ ଗତ କିଛିଦିନ ପୂର୍ବେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା ଆଉ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଆଉ ଏହାରି ମଧ୍ୟରେ ୨ ବର୍ଷର ସମୟ ବିତି ସାରିଲାଣି କିନ୍ତୁ ଅନୁଭବ ଗତ କିଛିଦିନ ପୂର୍ବେ ନିଜ ଚ୍ୟାନେଲ ମାଧ୍ୟମରେ ନିଜ ତରଫର ସମସ୍ତ କଥା ଗୁଡ଼ିକ ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କୁ ଜଣାଇଥିଲେ ଯେଉଁଥିରେ ସେ ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ ସବୁକିଛି କହିଥିଲେ |

ତାଙ୍କର ବାହାଘର ତାଙ୍କର ବାହାଘର ପୂର୍ବରୁ ସେମାନେ କିପରି ସମୟ ସମୟ ବିତାଇଥିଲେ ଭଲ ପାଇଥିଲେ ପରସ୍ପରକୁ ଆଉ ଏହାପରେ ବାହାଘର ପରେ ସେମାନଙ୍କ ମଧ୍ୟରେ କାହିଁକି ଝଗଡ଼ା ହୋଇଥିଲା ଆଉ ଦୁହେଁ ପରସ୍ପରଙ୍କ ଠାରୁ ଏତେ ଭଲ ପାଇବା ପାଇବା ପରେ ମଧ୍ୟ ଅଲଗା ହେବା ପାଇଁ କାହିଁକି ଚାହୁଁଛନ୍ତି ସେହି ବିଷୟରେ ସଂପୂର୍ଣ୍ଣ ବିବରଣୀ ଜଣାଇଥିଲେ ଯେଉଁଥିରେ ବର୍ଷାଙ୍କ ବିଷୟରେ ସେ ବୋହୁତ ସାରା କଥା ଗୁଡ଼ିକ କହିଥିଲେ।

ଆଉ ଏହାପରେ ବର୍ଷା ଅନୁଭବଙ୍କ ନାଁରେ ଗୋଟିଏ ଏଫାୟାର୍ କରିଥିଲେ କିନ୍ତୁ ଅନୁଭବ ଏଥିରେ ରହିନଥିଲେ ପୁଣି ମଧ୍ୟ ଭିଡିଓ କରି ବର୍ଷାଙ୍କ ବିଷୟରେ ସବୁକଥା ନିଜ ଫ୍ୟାନମାନଙ୍କୁ ଜଣାଇଥିଲେ ଆଉ ଏହାପରେ ସମର୍ଥନର ସୁଅ ଛୁଟିଥିଲା ଅନୁଭବଙ୍କ ପାଇଁ ବୋହୁତ ସାରା ଫ୍ୟାନମାନେ ଅନୁଭବଙ୍କୁ ସମର୍ଥନ କରିଥିଲେ ବର୍ଷାଙ୍କୁ ତାଙ୍କ ରାଗର ଶିକାର ହେବାକୁ ପଡ଼ିଥିଲା ଆଉ ଏହାପରେ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ଅନୁଭବଙ୍କ ନାଁରେ ଆଉ ଗୋଟିଏ ନୂଆ କେସ୍ କରିଛନ୍ତି |

ଆଉ ଏହି କେସ୍ ଟି ସେ କରିଛନ୍ତି କଟକ ସାଇବର୍ସେଲ୍ ରେ ଯେଉଁଥିରେ ସେ ଦର୍ଶାଇଛନ୍ତି ଅନୁଭବ ମହାନ୍ତି ତାଙ୍କର ଲୋକମାନଙ୍କ ଦ୍ଵାରା ତାଙ୍କର ଈମେଜ୍ ଖରାପ କରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ବୋହୁତ କଷ୍ଟରେ ନିଜର ଈମେଜ୍ ତିଆରି କରିଛନ୍ତି ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇବା ଦେଇଛନ୍ତି |

କିନ୍ତୁ ଅନୁଭବ ମହାନ୍ତିଙ୍କ ଭିଡ଼ିଓ ପରେ ସବୁ ଲୋକମାନେ ତାଙ୍କୁ ଘୃଣା କରିବାରେ ଲାଗିଛନ୍ତି | ଏଥିପାଇଁ ଅନୁଭବଙ୍କ ବିରୁଦ୍ଧରେ କିଛି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଅପିଲ୍ କରିଛନ୍ତି ଯଦି ଆଗାମୀ ଦିନମାନଙ୍କରେ ଅନୁଭବ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାଙ୍କୁ ନିହାତି ଭାବରେ ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ।