ସବ୍ୟଙ୍କ ପାଇଁ କିପରି ସାବିତ୍ରୀ ବ୍ରତ ପାଳନ କଲେ Archita, ଏମିତି ପାଳିଲେ ନିଜର ପ୍ରଥମ ସାବିତ୍ରୀ ବ୍ରତ

ନମସ୍କାର ବନ୍ଧୁଗଣ ଆପଣମାନେ ସବ୍ୟସଚୀ ଓ ଅର୍ଚ୍ଚିତା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବୋହତୁ ସାରା ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ବାହାଘର ପରେ ପ୍ରଥମଥର ପାଇଁ ନିଜ ସ୍ଵାମୀଙ୍କ ନାଁ ରେ ସାବିତ୍ରୀବ୍ରତ ପାଳନ କରୁଛନ୍ତି ଅର୍ଚ୍ଚିତା ସାହୁ।


ଆପଣମାନେ ଜାଣିଥିବେ କି ଗତମାର୍ଚ୍ଚ ୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅର୍ଚ୍ଚିତା ଓ ସବ୍ୟସାଚୀ। ଦୀର୍ଘ ୧୦ ବର୍ଷ ଧରି ପରସ୍ପରକୁ ଭଲ ପାଇଥିଲେ ଅର୍ଚ୍ଚିତା ଓ ସବ୍ୟସାଚୀ। ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଯୋଡି। ବାହାଘର ପରେ ପ୍ରଥମଥର ପାଇଁ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚିତା।


ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଅର୍ଚ୍ଚିତା ଓ ସବ୍ୟସାଚୀ ଓଡ଼ିଶାର ଗରୀବ ଲୋକ ଓ କୋରୋନା ରୋଗରେ ପୀଡିତ ହୋଇଥିବା ଲୋକମାନଙ୍କୁ ସାହାଯ୍ୟରେ ବ୍ୟସ୍ତ ରହିଛନ୍ତି। ଏଥିରେ ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କୁ ବୋହୁ ମାତ୍ରାରେ ସାହାଯ୍ୟ କରୁଥିବାର ନଜର ଆସୁଛନ୍ତି। ଏହି ପରିସ୍ଥିତିରେ ଓଡ଼ିଶାର ସମସ୍ତ ସାବିତ୍ରୀ ଓ ସତ୍ୟବାନ୍ ମାନଙ୍କ ପାଇଁ ପୂଜା କରିଥିଲେ ଅର୍ଚ୍ଚିତା।

ବର୍ତ୍ତମାନ ସମୟରେ ଅର୍ଚ୍ଚିତା ନିଜ ଶାଶୁଘରେ ସମସ୍ତଙ୍କ ଯତ୍ନ ନେବା ସହ ଗୋଟେ ଓଡ଼ିଆ ଘରର ବୋହୂ ଭାବେ ସବୁ ରୀତିନୀତି ପାଳନ କରୁଥିବାର ନଜର ଆସୁଛନ୍ତି। ତେବେ ବନ୍ଧୁଗଣ ଆପଣମାନଙ୍କୁ ସବ୍ୟସଚୀ ଓ ଅର୍ଚ୍ଚିତା ଙ୍କ ଯୋଡି କେମିତି ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |