ସବ୍ୟସାଚୀଙ୍କ ସହ ମିଶି ପ୍ରାଥମ ସାବିତ୍ରୀ ବ୍ରତ କିପରି ପାଳିଲେ Archita, ସାମ୍ନାକୁ ଆସିଲା ଏମିତି ଫୋଟୋ ଦେଖନ୍ତୁ

ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଯୋଡି ଅର୍ଚ୍ଚିତା ଓ ସବ୍ୟସଚୀ ଙ୍କୁ ତ ଭଲଭାବରେ ଜାଣିଥିବେ | ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ଫିଲ୍ମ ରେ ନିଶ୍ଚିତ ଭାବରେ ଦେଖିଥିବେ | ତେବେ ସୁଟିଂ ସେଟ ରୁ ହିଁ ପରସ୍ପରକୁ ଭଲପାଇ ଶେଷରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ଅର୍ଚ୍ଚିତା ଓ ସବ୍ୟସଚୀ | ତେବେ ବର୍ତମାନ ସମୟରେ ସାବିତ୍ରୀ ବ୍ରତ ପାଳନ କରିବାର ନଜର ଆସିଛନ୍ତି ଅର୍ଚ୍ଚିତା |

ତେବେ ବାହାଘର ପରେ ପ୍ରଥମ ଥରପାଇଁ ସବ୍ୟସଚୀ ଙ୍କର ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ ଅର୍ଚିତା ତାହେଲେ ଏଇ ସାବିତ୍ରୀ ବ୍ରତ ରେ ଅର୍ଚ୍ଚିତା ଓ ସବ୍ୟସଚୀ ଦୁହେଁ ଏକାଠି ମିଶି ପୂଜା ଅର୍ଚନା କରୁଥିବାର ନଜର ଆସିଥିଲେ |


ତାହେଲେ ବର୍ତମାନ ଅର୍ଚ୍ଚିତା ନିଜ ଶାଶୂଘରେ ମାନେ ସବ୍ୟସଚୀ ଙ୍କ ଘରେ ରହୁଥିବାର ନଜର ଆସିଛନ୍ତି ଓ ବାହାଘର ପରେ ଅର୍ଚ୍ଚିତା କୌଣସି ଭି ଫିଲ୍ମ ର ସୁଟିଂ କରି ନାହାନ୍ତି ତେବେ ଆଗାମୀ ଦିନମାନଙ୍କରେ ସେ ପୁଣି ଫିଲ୍ମ ରେ ଅଭିନୟ କରିବେ କି ନକରିବେ ଏ ବିଷୟରେ ସଠିକ ସୂଚନା ମିଳିପାରି ନାହିଁ ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଓଲିଉଡ଼ ର ଏଇ ଯୋଡି ସବ୍ୟସଚୀ ଓ ଅର୍ଚ୍ଚିତା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ |