ସଚିନ ଙ୍କ ଝିଅ ସାରା ତେନ୍ଦୁଲକର ଙ୍କର ଏହି ଫୋଟୋ ଜୋର ସୋର ରେ ହେଉଛି ଭାଇରଲ, ଏହି ଡ୍ରେସ ରେ ଦେଖା ଯାଉଛନ୍ତି ପରୀ ଙ୍କ ପରି

ଆପଣ ଆଜି ପର୍ଯ୍ୟନ୍ତ ଅନେକ ଫିଲ୍ମ କଳାକାର ଙ୍କ ର କିଡ଼ସ ଙ୍କ ବିଷୟ ରେ ଓ ତାଙ୍କ ଫ୍ୟାସନ ବିଷୟ ରେ ଶୁଣିଥିବେ I କିନ୍ତୁ ଆଜି ଆମେ ଏପରି ଜଣେ ଷ୍ଟାର କିଡ଼ସ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯିଏ କି ଫିଲ୍ମ ରେ କ୍ୟାରିୟର ନ କରିବା ପୂର୍ବ ରୁ ବେଶ ଭାଇରଲ ହେବାରେ ଲାଗିଛନ୍ତି I ଆପଣ ଜାଣିଛନ୍ତି କି ଷ୍ଟାର କିଡ଼ସ ହେବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିଥାଏ I ତେଣୁ ଷ୍ଟାର କିଡ଼ସ ମାନେ ଗ୍ଲାମର ଜଗତ ରେ ଅଧିକ ଯୋଡି ହେଇ ରହିଥାନ୍ତି I

ତେବେ ପୂର୍ବ କ୍ରିକେଟର ଓ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ଙ୍କ ର ଝିଅ ସାରା ମଧ୍ୟ ଏହି ଷ୍ଟାର କିଡ଼ସ ଙ୍କ ଲିଷ୍ଟ ରେ ସାମିଲ ହେଇଛନ୍ତି I ବର୍ତମାନ ସୋସିଆଲ ମିଡ଼ିଆ ରେ ସାରା ଙ୍କ ବିଷୟ ରେ ଚର୍ଚା ବେଶ ଜୋର ଧରିଛି I ତେବେ ସେ ବଲିଉଡ ରେ ଏଣ୍ଟ୍ରି ନ କରିକି ମଧ୍ୟ ତାଙ୍କ ର ଏହି ଷ୍ଟାଇଲିଷ୍ଟ ଫୋଟୋ ତାଙ୍କୁ ଅଧିକ ଲୋକପ୍ରିୟତା କରୁଛି I

ତେବେ ଏହି ଷ୍ଟାଇଲିଷ୍ଟ କିଡ଼ସ ଙ୍କ ର ଲିଷ୍ଟ ରେ ସାରା , ଜାହ୍ନବୀ କପୁର , ଅନନ୍ୟ ପାଣ୍ଡେ ଙ୍କ ଛଡା ଅନ୍ୟ ବି ଅନେକ ଷ୍ଟାର କିଡ଼ସ ଅଛନ୍ତି I ସାରା ବର୍ତମାନ ମାତ୍ର 20 ବର୍ଷ ବୟସ ର ଅଟନ୍ତି I କିନ୍ତୁ ସେ ଅନେକ ବଡ଼ ବଡ଼ ଲୋକପ୍ରିୟ କଳାକାର ଙ୍କୁ ବି ପଛ ରେ ପକାଇ ଦେଇଛନ୍ତି I ସେ ସୋସିଆଲ ମିଡ଼ିଆ ରେ ଅଧିକ ଆକ୍ଟିଭ ରହିଥାନ୍ତି I

ତେବେ ସାରା ଙ୍କ ର ଏହି ଗେଟଅପ ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଥାଏ I ଏବଂ ସେ ଏହି ଡ୍ରେସ ରେ ଖୁବ ଅଧିକ କ୍ୟୁଟ ଦେଖାଯାଇଥାନ୍ତି I ଏବଂ ମାତ୍ର 20 ବର୍ଷ ବୟସ ରେ ଲୋକପ୍ରିୟତା ପାଇବା କିଛି କମ କଥା ନୁହେଁ I ସେ ଅମ୍ବାନୀ ସ୍କୁଲ ରେ ପ୍ରଥମେ ପାଠ ପଢା ସାରିବା ପରେ ଲଣ୍ଡନ ଚାଲିଯାଇଥିଲେ ଏବଂ ଆଗାମୀ ପାଠ ସେଠାରେ ସେ ପଢିଥିଲେ I

ଏହା ଛଡା ସାରା ୱେଷ୍ଟର୍ନ ଡ୍ରେସ ରେ ବି ଅଧିକ ସୁନ୍ଦର ଲାଗିଥାନ୍ତି I ସାରା ନିଜ ର ନ୍ୟାଚୁରାଲ ଲୁକ ରେ ବି ଅଧିକ ଷ୍ଟାଇଲିଷ୍ଟ ଲାଗିଥାନ୍ତି I ଏବଂ ସେ ଆଜି ବିଦେଶ ରେ ବି ବେଶ ଲୋକପ୍ରିୟତା ହାସିଲ କରିଛନ୍ତି I ମଝି ରେ ଚର୍ଚା ଜୋର ଧରିଥିଲା କି ସେ ସାହିଦ କାପୁଅ ଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି I ଯାହା କୁ ସେ ଟ୍ୱିଟ ମଧ୍ୟ ରେ ଅସ୍ବୀକାର କରିଥିଲେ I ସାରା ଫିଲ୍ମ ରେ ନିଜ ର କ୍ୟାରିୟର କରିବାକୁ ପସନ୍ଦ କରୁ ନାହାନ୍ତି I

ସାରା ସେ ସମୟ ରେ ବି ବେଶ ଚର୍ଚା ରେ ଥିଲେ ଯେତେବେଳେ ମୁକେଶ ଅମ୍ବାନୀ ଙ୍କ ର ପୁଅ ଆକାଶ ଅମ୍ବାନୀ ଙ୍କ ର ନିର୍ବନ୍ଧ ହେଇଥିଲା I ସେହି ବିରାଟ ସମାରୋହ ରେ ଅନେକ ବଡ଼ ବଡ଼ ଷ୍ଟାର ଓ ଷ୍ଟାର କିଡ଼ସ ବି ଉପସ୍ଥିତ ରହିଥିଲେ I ଏବଂ ସାରା ବି ସେଠାରେ ଯୋଗଦାନ ଦେଇଥିଲେ I