ସଜନା ଶାଗ (Moringa)- ଖାଉଛନ୍ତି କି, ତେବେ ଜାଣି ରଖନ୍ତୁ ଏହି ଭୟଙ୍କର କଥା…

ଦର୍ଶକବନ୍ଧୁ ଏମିତି ମାନାଯାଏ କି 100 ଗ୍ରାମ ସଜନା ପାତ୍ରରେ 5 ଗ୍ଲାସ କ୍ଷୀର ସମାନ କ୍ୟାଲ୍ସିଅମ ରହିଥାଏ | ସାଥିରେ ଏକ ଲେମ୍ବୁ ତୁଳନାରେ ଏଥିରେ 5 ଗୁଣା ଅଧିକ ଭିଟାମିନ C ମିଳିଥାଏ ଏହାର ପତ୍ରରେ ଭିଟାମିନ C ସହିତ ପ୍ରୋଟିନ ପୋଟାସିଅମ ଆଇରନ ମ୍ୟାଗନେସିଅମ ଏବଂ ଭିଟାମିନ D ଭରି ହୋଇଥାଏ |

ସଜନା ପତ୍ର କେଉଁ ପ୍ରକାର ଆମ ସ୍ଵସ୍ଥ ପାଇଁ ଲାଭଦାୟକ ଅଟେ: ହଇଜା ଝାଡ଼ାବାନ୍ତି ଜଂଡିସ ଭଳି ରୋଗୀମାନଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭ ଦାୟକ ହୋଇଥାଏ | ବହୁତ ଅଧିକ ଥଣ୍ଡା ହୋଇଯାଇଥିଲେ ଏହାର ପତ୍ରକୁ ପାଣିରେ ଫୁଟାଇ ଏହାର ବାମ୍ଫକୁ ନେବାଦ୍ବାରା ଆପଣଙ୍କର ବନ୍ଦ ହୋଇଯାଇଥିବା ନାକ ଖୋଲିଯାଏ |

ସାଥିରେ ଶରୀରର ବଥା ଭି କମ ହୋଇଥାଏ ଏହାକୁ ନିୟମିତ ରୂପରେ ଖାଇବା ଦ୍ୱାରା ଏନିମିଆ ମାନେ ରକ୍ତର ଅଭାବ ଦୂର ହୋଇଥାଏ ଏହା ପିଲାଙ୍କ ମଧ୍ୟରେ କୁ ପୋଷଣ କୁ ଦୂର କରିଥାଏ ଏବଂ ଭଲ ପୋଷାକ ତତ୍ୱ ଦେଇଥାଏ | ଏହା ସେବନ ଦ୍ୱାରା ଗର୍ଭବତୀ ମହିଳା ଏବଂ ସ୍ତନ ପାନ କରାଉଥିବା ମା ମାନଙ୍କର ସ୍ଵସ୍ଥ ଠିକ ହୋଇଥାଏ ଏହାର ସମଗ୍ର ସ୍ଵସ୍ଥ ର ସୁଧାର କରିଥାଏ ତଥା ପୋଷଣ ଏବଂ ଉର୍ଜା ଦେଇଥାଏ ଏହା ପ୍ରୋଟିନ ଏବଂ ଭିଟାମିନ ରେ ଭରପୁର ଅଟେ |

ଏହା କୋଷ୍ଠକାଠିନ୍ୟ କୁ ଦୂର କରିବାରେ କାମକରିଥାଏ ଏଥିରେ ଫାଇବର ଭରପୁର ମାତ୍ରାରେ ମିଳିଥାଏ ଯାହା ଆମ ପାଞ୍ଚନ ତତ୍ୱ କୁ ଠିକ ରଖିଥାଏ ଏହା ଦ୍ୱାରା ପେଟ ସମସ୍ୟା ସମସ୍ତ ଅସୁବିଧା ଦୂର ହୋଇଥାଏ | ଉଚ୍ଚ କ୍ୟାଲ୍ସିଅମ ମାତ୍ରା ହୋଇଥିବାରୁ ଏହା ହାଡ଼ କୁ ମଧ୍ୟ ମଜବୁତ କରିଥାଏ ଏହା ଆଣ୍ଠୁଗଣ୍ଠି ବିନ୍ଧାପାଇଁ ବହୁତ ସହାୟକ ହୋଇଥାଏ | ଏହା ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ବଢ଼ାଇଥାଏ ଏବଂ ଆଖି ଏବଂ ମତିଷ୍କ କୁ ପୋଷଣ ପ୍ରଦାନ କରିଥାଏ |

ଏହା ସହଜରେ ମିଳିଥାଏ ଓ ଏହାର କୌଣସି ସାଇଡ ଇଫେକ୍ଟ ନଥାଏ ସଜନା ଶାଗ ଆପଣଙ୍କ ରକ୍ତଚାପ ବା ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରିତ କରିଥାଏ | ଆପଣ ଏହାର ବ୍ୟବହାର ସଜନା ପତ୍ରର ତରକାରୀ ଓ ସାମ୍ବର ରେ ପକାଇ ଏହାକୁ ଖାଇ ପାରିବେ ହଇଜା ପାଇଁ ଏହାକୁ ପାଣିରେ ଫୁଟାଇ ପିଇ ପାରିବେ ଆପଣ ଏହାର ପାଉଡର ବନାଇ ମଧ୍ୟ ଖାଇ ପାରିବେ | ଏହି ଗୁଣ୍ଡ କୁ ଆପଣ ଭୋଜନ ସହିତ ଗୋଟେ ଦାନାରେ 3 ଥର ସେବନ କରିବା ଦ୍ୱାରା ସମ୍ପୂର୍ଣ୍ଣ ସ୍ବସ୍ଥରେ ସୁଧାର ଆସିଥାଏ ଏବଂ କୁ ପୋଷଣ ମଧ୍ୟ ଦୂର ହୋଇଥାଏ | ଏହାକୁ ତରକାରୀ ଅବା ଖାଦ୍ୟରେ ମିଶାଇ ଖାଇ ପାରିବେ |