ସଜନା ଶାଗ ( Moringa )- ଖାଉଛନ୍ତି କି ତେବେ ଜାଣି ନିୟନ୍ତୁ ଏହି ଭୟଙ୍କର କଥା…

ବନ୍ଧୁଗଣ ଏମିତି 100 ଗ୍ରାମ ସଜନା ପାତ୍ରରେ 5 ଗ୍ଲାସ କ୍ଷୀର ସମାନ କ୍ୟାଲ୍ସିଅମ ରହିଥାଏ ଓ ଏକ ଲେମ୍ବୁ ତୁଳନାରେ ଏଥିରେ ଅଧିକ ଭିଟାମିନ ସି ମିଳିଥାଏ ଏହାର ପତ୍ରରେ କ୍ୟାଲ୍ସିଅମ ଓ ଭିଟାମିନ ସି ସହିତ ପ୍ରୋଟିନ ପୋଟାସିଅମ ଆଇରନ ମାଗ୍ନେସିଅମ ଏବଂ ଭିଟାମିନ ବି କମ୍ପ୍ଲେକ୍ସ ଭରି ହୋଇଥାଏ | ହଇଜା ଝାଡ଼ାବାନ୍ତି ଜଣ୍ଡିସ ଭିଏଲଇ ରୋଗୀମାନଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲାଭ କରି ହୋଇଥାଏ ବହୁତ ସାରା ଥଣ୍ଡା ହୋଇଯାଇଥିଲେ ଏହାର ପତ୍ର ଏବଂ ଫଳ କୁ ପାଣିରେ ଫୁଟାଇ ଏହାର ବାମ୍ଫ ନେବା ଦ୍ୱାରା ଆପଣଙ୍କ ବନ୍ଦ ହୋଇଥିବା ନାକ ଖୋଲିଥାଏ ସାଥିରେ ଶରୀରର ବାଥ ଭି କମ ହୋଇଥାଏ ଏହାକୁ ନିୟମିତ ଭାବେ ଖାଇବା ଦ୍ୱାରା ରକ୍ତ ର ଅଭାବ ଦୂର ହୋଇଥାଏ |

ଏହା ପିଲାଙ୍କ ମଧ୍ୟରେ କୁ ପୋଷଣ କୁ ଦୂର କରିଥାଏ ଏବଂ ଭଲ ପୋଷାକ ତତ୍ୱ ଦେଇଥାଏ ଏହା ସେବନ କରିବା ଦ୍ୱାରା ଗର୍ଭବତୀ ମହିଳା ଓ ସ୍ତନ ପାନ କରୁଥିବା ମା ର ସ୍ଵାସ୍ଥ ଠିକ ରହିଥାଏ ଏହା ସମଗ୍ର ସ୍ଵସ୍ଥ ର ସୁଧାର କରିଥାଏ ତଥା ପୋଷଣ ଏବଂ ଉର୍ଜା ଦେଇଥାଏ | ଏହା ପ୍ରୋଟିନ ଏବଂ ଭିଟାମିନ ରେ ଭରପୁର ଅଟେ ଏହା କୋଷ୍ଟ କାଠିନକୁ ଦୂର କରିବାରେ କାମ କରିଥାଏ |

ଏଥିରେ ଫାଇବର ଭରପୁର ମାତ୍ରାରେ ମିଳିଥାଏ ଯାହା ଆମ ପାଞ୍ଚନ ତତ୍ୱ କୁ ଠିକ ରଖିଥାଏ ଏହା ସହିତ ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ଉଚ୍ଚ କ୍ୟାଲ୍ସିଅମ ମାତ୍ର ହେବ କାରଣ ରୁ ଏହା ହାଡ କୁ ମଧ୍ୟ ମଜବୁତ କରିଥାଏ ଏହା ଆଣ୍ଠୁ ଗଣ୍ଠି ପାଇଁ ବହୁତ ଲାଭଦାୟକ ଅଟେ |

ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇ ଥାଏ ଏବଂ ଆଖି ଏବଂ ମତିଷ୍କକୁ ପୋଷଣ ପ୍ରଦାନ କରିଥାଏ ଓ ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ନଥାଏ ସଜନା ଶାଗ ଆପଣଙ୍କ ରକ୍ତଚାପ ବା ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରିତ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ ଓ ଏହାର ବ୍ୟବହାର କହିବାକୁ ଗଲେ – ଏହାକୁ ଆପଣ ସଜନା ପତ୍ରର ତରକାରୀ ଓ ସାମ୍ବର ରେ ପକାଇ ଏହାକୁ ଖାଇପାରିବେ ହଇଜା ପାଇଁ ଏହାକୁ ପାଣିରେ ଫୁଟାଇ ପି ପାରିବେ |

ଆପଣ ଏହାର ପାଉଡର ବଣାଇ ମଧ୍ୟ ଖାଇପାରିବେ ଏହି ଗୁଣ୍ଡକୁ ଆପଣ ଭୋଜନ ସହିତ ଗୋଟେ ଦାନା ରେ 3 ଥର ସେବନ କରିବା ଦ୍ୱରା ସମ୍ପୂର୍ଣ ସ୍ବସ୍ଥାରେ ସୁଧାର ଆସିଥାଏ ଏବଂ କୁ ପୋଷଣ ମଧ୍ୟ ଦୂର ହୋଇଥାଏ ଏହାକୁ ତରକାରୀ ଅଥବା ଖାଦ୍ୟରେ ମିଶାଇ ଖାଇପାରିବେ |