ପିଲାଦିନ ରେ ଆମେ ସବୁ ଷ୍ଟାର ପ୍ଲସ ରେ ଆସୁଥିବା ସିରିଏଲ ଙ୍କୁ ବେଶ ଅପେକ୍ଷ୍ୟା ରେ ରହିଥାଉ I ଏବଂ ସିରିଏଲ ଦେଖି ଛୋଟ ପିଲାମାନ ଙ୍କ ମନ ରେ ଏହି ଧାରଣା ଆସିଥାଏ ସେହି ମ୍ୟାଜିକ ପେନ୍ସିଲ କିପରି ତାଙ୍କ ହାତ ରେ ରହିବ I ସାକା ଲାକା ବୁମ ବୁମ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା ପିଲାଟି ସଂଜୁ ବେଶ ଲୋକପ୍ରିୟତା ପାଇପାରିଛି I ଏବଂ ସଂଜୁ ଙ୍କ ପାଖ ରେ ଥିବା ମ୍ୟାଜିକ ପେନ୍ସିଲ ପାଁଇ ସିରିଏଲ ଟି ଅଧିକ ଲୋକପ୍ରିୟତା ବି ପାଇଥିଲା I ତେବେ ସଂଜୁ ଭୂମିକା ରେ ଅଭିନୟ କରୁଥିବା ପିଲାଟି ର ବାସ୍ତବ ନାମ ହେଉଛି କେଶୁଙ୍କ I ଯିଏ କି ଆଜିକା ସମୟ ରେ ଦେଖିବାକୁ ଖୁବ ହ୍ୟାଣ୍ଡସମ ଅଟନ୍ତି I
ସୂଚନା ମୁତାବିକ କେଶୁଙ୍କ , ଶ୍ରୀବ୍ୟା ଙ୍କୁ ପ୍ରେମ କରୁଛନ୍ତି I ଏବଂ ଉଭୟ ଙ୍କ ର ପ୍ରଥମ ସାକ୍ଷ୍ୟାତ ଏକ ସୁଟିଂ ସମୟ ରେ ହିଁ ହେଇଥଲା I ଏବଂ ସେଠାରେ ଏକ ସିରିଏଲ ରେ ଉଭୟ ପତି ପତ୍ନୀ ଭୂମିକା ରେ ଅଭିନୟ କରିଥିଲେ I ଏବଂ ଦୁହେଁ ପରସ୍ପର ର ନିକଟତର ହେବା ପରେ ପରସ୍ପର କୁ ମଧ୍ୟ ପ୍ରେମ କରିବସିଥିଲେ I ଏବଂ ଖୁବ ଶୀଘ୍ର ବିବାହ ମଧ୍ୟ କରିପାରନ୍ତି I
ଶ୍ରୀବ୍ୟା ଇଂଜିନିୟରିଂ ପାଠ ପଢ଼ିଛନ୍ତି I ଏବଂ ଇଂଜିନିୟରିଂ ପରେ ସେ ମଡେଲିଂ ବି କରୁଛନ୍ତି I ଏବଂ 2013 ରେ ସେ ମିସ ସିମ୍ଲା ପୁରସ୍କାର ବି ଜିତିଥିଲେ I କେଶୁଙ୍କ ଏହି ସାକା ଲାକା ବୁମ ବୁମ ପରେ ସିରିଏଲ ସାଝେଦାରୀ କା , ୟେ ହେ ଆସିକି ପରି ଅନେକ ଆହୁରି ସୋ ରେ ନଜର ଆସିଛନ୍ତି I ଏବଂ ସେ ଫିଲ୍ମ ରାଜୁ ଚାଚା ରେ ବି କାମ କରିଛନ୍ତି I
‘ସାକା ଲାକା ବୁମ ବୁମ’ର ସଞ୍ଜୁ ଏବେ ଦେଖା ଯାଉଛନ୍ତି ଏପରି, ହିରୋ ଙ୍କୁ ବି ପକାଇଦେବେ ପଛରେ
