ଶକ୍ତି ବଢାଇବା ପାଇଁ ମହାରାଜା କରୁଥିଲେ ଏହି ୪ଟି ଘରୋଇ ଉପାୟର ପ୍ରୟୋଗ, ସେଥି ଯୋଗୁ ସମ୍ଭାଳି ପାରୁଥିଲେ ୧୦୦ଟି ରାଣୀଙ୍କୁ …

ପୁରୁଣା ସମୟ ରେ ମହାରାଜା ଙ୍କ ର ଅନେକ ରାଣୀ ଥାନ୍ତି I ଏବଂ ଶାରୀରିକ ସମ୍ବନ୍ଧ ପୂର୍ବ ରୁ ନିଜ ଶରିର ର ଉର୍ଜା କୁ ଅଧିକ ବଢାଇବାକୁ ଚାହିଁଥାନ୍ତି I ଏବଂ ମହାରାଜାମାନେ ସେ ସମୟ ରେ ଅନେକ ଆୟୁର୍ବେଦ ଉପାୟ କୁ ଆପଣେଇ ଥାନ୍ତି I ଆୟୁର୍ବେଦ ରେ ଅନେକ ପ୍ରାଚୀନ ଜଡି ବୁଟୀ , ସୁନା , ଚାନ୍ଦି, ଓ ମୋତି ର ଭସ୍ମ ର ବ୍ୟବହାର ଯାହା କି ଶାରୀରିକ ଅକ୍ଷମତା କୁ ଦୂର କରିଥାଏ I

1.ଶିଳଜିତ
ଶାରୀରିକ ଦୁର୍ବଳତା ଦୂର କରିବା ଓ କାମଉତେଜନା କୁ ବଢାଇବା ରେ ଲୋକେ ଶିଳଜିତ ର ବ୍ୟବହାର କରିଥାନ୍ତି I ଶାରୀରିକ କମଜୋରୀ , ଏନର୍ଜି ର ଅଭାବ , ଖରାପ ଇମ୍ୟୁନିଟି ଆଦି ସମସ୍ୟା କୁ ଦୂର କରିବାକୁ ହେଲେ ଲୋକେ ଶିଳଜିତ ର ବ୍ୟବହାର କରିଥାନ୍ତି I

2.ଅଶ୍ଵଗନ୍ଧା
କମଜୋର, ଥକାନ, ଲୋ ସ୍ପରମ, ଇମ୍ୟୁନିଟି ଆଦି ସମସ୍ୟା ର ସମାଧାନ ପାଁଇ ଲୋକେ ପ୍ରାଚୀନ କାଳ ରେ ଅଶ୍ଵଗନ୍ଧା ର ବ୍ୟବହାର କରୁଥିଲେ I ଏହା କୁ ଉଷୁମ କ୍ଷୀର ରେ ଏକ ଚାମଚ ଅଶ୍ଵଗନ୍ଧା ପାଉଡର ର ସେବନ କରିବା ଦ୍ୱାରା ପୁରୁଷ ଙ୍କ ପାଁଇ ଲାଭଦାୟକ ହେଇଥାଏ I

3. ଧଳା ମୁସଲି
ଇନଫିଟିଲିଟୀ , ସ୍ପରମ ର କମି ଓ କମଜୋର ଇମ୍ୟୁନିଟି ଆଦି ସମସ୍ୟା ରେ ଲୋକେ ଧଳା ମୁସଲି ର ବ୍ୟବହାର କରିଥାନ୍ତି I ପ୍ରାଚୀନ ସମୟ ରୁ ହିଁ ଲୋକେ ଶାରୀରିକ ଅକ୍ଷମତା ଦୂର କରିବାକୁ ଏହାର ବ୍ୟବହାର କରି ଆସୁଛନ୍ତି I ଏହା କୁ ମିଶ୍ରି ଓ କ୍ଷୀର ସହ ମିଶାଇ ପିଇବା ଲାଭକାରୀ ହେଇଥାଏ I

4.କେଶର
କେଶର ଦ୍ୱାରା ମଧ୍ୟ ପ୍ରାଚୀନ ପଦ୍ଧତି ରେ ମହାରାଜାମାନେ ନିଜ ର ଶାରୀରିକ ଦୁର୍ବଳତା , ଥକାପଣ , ଲୋ ସ୍ପରମ ଆଦି ର ସେବନ କରିଥାନ୍ତି ଏହା କୁ ଉଷୁମୁ କ୍ଷୀର ରେ ସାମାନ୍ୟ ପକାଇ ସେବନ କରିବା ଦ୍ୱାରା ଶୋଇବା ପୂର୍ବ ରୁ ଦିନ କୁ ଥରେ କରିବା ଉଚିତ I