ସାଧାରଣ ଜୀବନ ରେ କଳି ଝଗଡା ହେବା ଏକ ସାଧାରଣ କଥା I ତେବେ ବଲିଉଡ ଜଗତ ରେ ଅଭିନେତା ଓ ଅଭିନେତ୍ରୀ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ମଧ୍ୟ ରେ ମଧ୍ୟ ଅନେକ ସମୟ ରେ କଳି ଝଗଡା ଲାଗି ରହିଥାଏ I ଏକ ସମୟ ରେ ବଲିଉଡ ଇଣ୍ଡଷ୍ଟ୍ରି ରେ ଲରା ଦତ୍ତ ଓ କାଟ୍ରିନା କୈଫ ଦୁହେଁ ବେଷ୍ଟ ଫ୍ରେଣ୍ଡ ଥିଲେ I ଦୁହିଁଙ୍କ ମଧ୍ୟ ରେ ଭଲ ବୁଝାମଣା ମଧ୍ୟ ଥିଲା I କିନ୍ତୁ ବର୍ତମାନ ସମୟ ରେ ଦୁହିଁଙ୍କ ମଧ୍ୟ ରେ ଥିବା ଏହି ଶତ୍ରୁତା ର କାରଣ ହେଉଛନ୍ତି ସଲ୍ମାନ ଖାଁ I
ସଲ୍ମାନ ଙ୍କ ବିଷୟ ରେ ଏହା କୁହାଯାଉଛି କି ସେ ନୌକା ରେ ବୁଲିବା କୁ ପସନ୍ଦ କରନ୍ତି I ଯେତେବେଳେ ସେ ଐଶ୍ୱର୍ଯ୍ୟ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଥିଲେ ତେବେ ତାଙ୍କ ର ଅଧିକାଂଶ ସମୟ ପ୍ରୀତି ଜିନ୍ତା ଙ୍କ ସହ ବିତୁଥିଲା I ପ୍ରୀତି ଙ୍କ ର ଯିବା ଆସିବା ସଲ୍ମାନ ଙ୍କ ର ବେଡ଼ ରୁମ ପର୍ଯ୍ୟନ୍ତ ଥିଲା I ଯେତେବେଳେ ଏହି ବିଷୟ ରେ ଐଶ୍ୱର୍ଯ୍ୟ ଜାଣିବା କୁ ପାଇଲେ ତ ଘଟଣା ର ନୂଆ ମୋଡ଼ ଆରମ୍ଭ ହେଇଥିଲା I ଏହିପରି ଘଟଣା ପୁଣି ଦୋହରିଥିଲା କାଟ୍ରିନା ଙ୍କ କ୍ଷେତ୍ର ରେ I
ସଲ୍ମାନ ନିଜ ଫିଲ୍ମ ପାର୍ଟନର ରେ କାଟ୍ରିନା ଓ ଲରା ଦତ୍ତ ଙ୍କ ସହ ଅଭିନୟ କରଥିଲେ I ସଲ୍ମାନ ପ୍ରେମ କରୁଥିଲେ କାଟ୍ରିନା ଙ୍କୁ କିନ୍ତୁ ସଲ୍ମାନ ଅଧିକାଂଶ ସମୟ ଲରା ଦତ୍ତ ଙ୍କ ସହ ବିତାଉଥିଲେ I ଏହି କଥା କାଟ୍ରିନା ଙ୍କୁ ପସନ୍ଦ ଆସି ନ ଥିଲା I
ଏପରି ସବୁ ଘଟଣା ଦେଖି କାଟ୍ରିନା ରାଗି ଯାଇଥିଲେ I ଏବଂ ଦିନେ ସଲ୍ମାନ ଓ ଲରା ଙ୍କୁ ଅସଂଯାତ ଅବସ୍ଥା ରେ କାଟ୍ରିନା ଦେଖିଦେଇଥିଲେ I ସଲ୍ମାନ ଓ ଲରା ଦୁହେଁ ପରସ୍ପର କୁ ଆଲିଙ୍ଗନ କରି ଠିଆ ହେଇଥିଲେ I ଏହା ଦେଖି କାଟ୍ରିନା ରାଗି ଯାଇଥିଲେ I
ଏହି ଘଟଣା ପରେ କାଟ୍ରିନା ସଲ୍ମାନ ଙ୍କ ଠାରୁ ଦୁରେଇ ଯାଇଥିଲେ ଓ ରଣବୀର କପୁର ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଯୋଡି ହେଇଥିଲେ I