ସମସ୍ତଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତା କୋଟି କୋଟି ଟଙ୍କା ରୋଜଗାର କରିବା ପରେ ବି କରିଲେ Chori… ଦେଖିକି ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ରାଜପାଲ୍ ଯାଦବଙ୍କ ନାଁ ନେଲେ ଗୋଟିଏ କମେଡି ଆକ୍ଟରଙ୍କ ଚେହେରା ସାମ୍ନାକୁ ଆସିଥାଏ ଆଉ ଫିଲ୍ମରେ ତାଙ୍କର କମେଡି ଦେଖି ଲୋକଙ୍କ ସହ ବନ୍ଦ୍ ହୋଇନଥାଏ ତେବେ ନିକଟରେ ରାଜପାଲ୍ ଯାଦବଙ୍କ ଉପରେ ଠକାମୀର ଅଭିଯୋଗ କରାଯାଇଛି ତାଙ୍କ ନିରୀହ ଚେହେରାକୁ ଦେଖି ଏପରି ଲାଗି ନଥାଏ କି ସେ ଏପରି କିଛି କରିପାରିବେ କିନ୍ତୁ ଏହା ପୂର୍ବରୁ ମଧ୍ୟ ସେ ଅନେକ ଲୋକଙ୍କୁ ଠକି ସାରିଛନ୍ତି ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ରାଜପାଲ୍ ଯାଦବଙ୍କ ଉପରେ କରାଯାଇଥିବା ଅଭିଯୋଗ ସତ୍ୟ ଅଟେ ନା ମିଥ୍ୟା।

ବଲିଉଡ୍ ଅଭିନେତା ରାଜପାଲ୍ ଯାଦବ ସବୁବେଳେ ତାଙ୍କ କମେଡି ଆଉ ସୁନ୍ଦର ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି କିନ୍ତୁ କିଛି ବର୍ଷରୁ ତାଙ୍କ ନାଁରେ ଏମିତି କିଛି ଅଭିଯୋଗ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି କି ରାଜପାଲ୍ ଯାଦବ ଅନେକ ଲୋକଙ୍କୁ ଠକି ସାରିଛନ୍ତି ଏବେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ପଇସା ନେଇ ରାଜପାଲ୍ ଯାଦବ କାମ କରି ନାହାଁନ୍ତି ଆଉ ଏହି ଅଭିଯୋଗ ଜଣେ ବିଲ୍ଡର ସୁରେନ୍ଦ୍ର ସିଂ ନାମକ ଜଣେ ବ୍ୟକ୍ତି ଲଗାଇଛନ୍ତି |

ବିଲ୍ଡର ସୁରେନ୍ଦ୍ର ସିଂ କହିଛନ୍ତି କି ରାଜପାଲ୍ ଯାଦବ ତାଙ୍କ ପୁଅକୁ ଫିଲ୍ମ ଜଗତରେ ଆଗକୁ ନେବା ଆଉ ତାଙ୍କୁ ସପୋର୍ଟ କରିବା ପାଇଁ ୨୦ ଲକ୍ଷ ଟଙ୍କା ନେଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ରାଜପାଲ୍ ଯାଦବ ତାଙ୍କ ପୁଅକୁ କୌଣସି କାମ ଦେଇ ନାହାଁନ୍ତି ଆଉ ଯେତେବେଳେ ତାଙ୍କୁ ପଇସା ଫେରାଇବା ପାଇଁ କୁହାଗଲା ସେ ଗାୟବ ହୋଇଗଲେ ଏବେ ସେ ଫୋନ୍ ଉଠାଉ ନାହାଁନ୍ତି କି ପଇସା ଫେରାଉ ନାହାଁନ୍ତି ଆଉ ସେଥିପାଇଁ ବିଲ୍ଡର ସୁରେନ୍ଦ୍ର ସିଂ ଥାନାରେ ଅଭିଯୋଗ କରିଛନ୍ତି ଅଭିଯୋଗ ପାଇବା ପାଇଁ ପୋଲିସ ନିଜର କାମ ଆରମ୍ଭ କରି ଦେଇଛି|

ଏବେ ଅଭିନେତାଙ୍କୁ ନୋଟିସ୍ ଜାରି କରି ତାଙ୍କୁ ୧୫ ଦିନରେ ଥାନାରେ ହାଜର ହେବାକୁ କୁହାଯାଇଛି ଏବେ ଦେଖିବାକୁ ବାକି ରହିଲା ରାଜପାଲ୍ ଯାଦବଙ୍କ ଉପରେ ଲଗା ଯାଇଥିବା ଆରୋପ ସତ୍ୟ ପ୍ରମାଣିତ ହେଉଛି କି ନାହିଁ। ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ସେ ୧ କୋଟି ଟଙ୍କା ଠକି ଥିବାର ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲେ ଆଉ ନିଜ ଫିଲ୍ମ ପାଇଁ ୫ କୋଟି ଟଙ୍କା ମଧ୍ୟ ସେ ଜଣେ ବିଜନେସ୍ ମ୍ୟାନଙ୍କ ଠାରୁ ନେଇଥିଲେ କିନ୍ତୁ ତାଙ୍କ ଫିଲ୍ମ ଫ୍ଲପ ହେବାରୁ ସେ ଏହି ତାଙ୍କ ଫେରାଇ ପାରିନଥିଲେ |

ଆଉ ବିଜନେସ୍ ମ୍ୟାନ ଜଣଙ୍କ ରାଜପାଲ୍ ଯାଦବଙ୍କ ନାଁରେ ଅଭିଯୋଗ କରିଥିଲେ ଆଉ ଏହାପରେ ତାଙ୍କୁ ଅନେକ ନୋଟିସ୍ ଜାରି ହୋଇଥିଲା କିନ୍ତୁ ସେ କୌଣସି ଥର କୋର୍ଟ ପହଞ୍ଚିଲେ ନାହିଁ ଆଉ ସେ ୧୦ ଦିନ ଜେଲ୍ ରେ ମଧ୍ୟ ରହି ଆସିଛନ୍ତି ଏସବୁ ପରେ ଏବେ ଏକ ନୂଆ ମାମଲା ରାଜପାଲ୍ ଯାଦବଙ୍କୁ ନେଇ ସାମ୍ନାକୁ ଆସୁଛି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି କମେଡି ଆକ୍ଟର ରାଜପାଲ୍ ଯାଦବଙ୍କ ଉପରେ ହୋଇଥିବା ଏହି ଅଭିଯୋଗ ସତ୍ୟ ନା ମିଥ୍ୟା ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।