ସାମ୍ନାକୁ ଆସିଲା Archanaଙ୍କ ଜୀବନର ଲୋମ ଟାଙ୍କୁରା ସତ… କାହିଁକି ସେ ଆରମ୍ଭ କରିଥିଲେ ଏମିତି କାମ, ସତ ଜାଣିକି ସ୍ତବ୍ଦ ରହିଯିବେ…

ନମସ୍କାର ବନ୍ଧୁଗଣ ବୋହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲାରେ ଆସିଛି ନୂଆ ମୋଡ଼ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିବା ବେଳେ ହଠାତ୍ ତାଙ୍କ ଜୀବନର ଏକ ଲୁମ ଟାଙ୍କୁରା ଅଧ୍ୟାୟ ସାମ୍ନାକୁ ଆସିଛି ଯାହାକୁ ଜଣେ ସାମାଜିକ କର୍ମୀ ନିଜ ଫେସବୁକ୍ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ତାଙ୍କ ନାଁ ହେଲା ଲିଙ୍ଗରାଜ ଆଜାଦ୍ ତାଙ୍କ ଫେସବୁକ୍ ପୋଷ୍ଟରୁ ଜଣା ପଡ଼ିଛି ତାଙ୍କ ଛାତ୍ର ଜୀବନ କାଳର ଏକ ଅକୁହା କାହାଣୀ|

ଏକ ଘରୋଇ କମ୍ପାନୀ ଭିତରେ ଜମିହରା ମାନଙ୍କର ଆନ୍ଦୋଳନର ସୂତ୍ରଧର ସାଜିଥିବା ଅର୍ଚ୍ଚନାଙ୍କ ବାପାଙ୍କୁ କିଣିନପାରି କିଭଳି ମାଫିଆମାନେ ତାଙ୍କ ଉପରେ ପାଶବିକ ଅତ୍ୟାଚାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ କିଭଳି ଅତ୍ୟାଚାରୀ ମାନେ କ୍ଷମତା ଆଉ ଅର୍ଥ ବଳରେ ମାମଲାକୁ ଚାପି ଦେଇଥିଲେ ସେସବୁର ନିର୍ଦ୍ଦୟ କରୁଣ କାହାଣୀ |

ଆଜାଦ୍ ସର୍ବ ସମ୍ମୁଖରେ ପ୍ରକାଶ କରିଛନ୍ତି ତେଣୁ ସେଦିନର ନିରୀହ ନାବାଳିକା ଟିଏ ହୁଏତ ଆଜିର ଦିନରେ ଫୁଳନ ଦେବୀ ସାଜିଥାଇ ପାରେ ବୋଲି ଆଜାଦ୍ କହିଛନ୍ତି। ସେମିତି କିଛି ଥିଲା ଅର୍ଚ୍ଚନାଙ୍କ କାହାଣୀ |

ଯେଉଁଠି ଭଲ ଆଉ ଅଭଲର ପ୍ରଶ୍ନ ଉଠୁଛି ବୋଲି ସେ କହିଛନ୍ତି ଯେଉଁ ପତି ପତି ବଡ଼ବଡ଼ିଆ ମାନେ ସେଦିନର ଗରୀବ ଝିଅ ଉପରେ ଅତ୍ୟାଚାର କରି ଆଇନକୁ କିଣି ଖସି ଯାଇଥିଲେ ସେମାନଙ୍କୁ ପୁଣି ନିଜ ପଦତଳକୁ ଆଣିବାକୁ ହୁଏତ ଅର୍ଚ୍ଚନା ଏମିତି ରାସ୍ତା ଆପଣେଇଥାଇ ପାରନ୍ତି ବୋଲି ସେ କହିଛନ୍ତି ଏମିତିକି କିଛି ସେ ଅନାଲୋଚିତ ପ୍ରସଙ୍ଗକୁ ଆଜାଦ୍ ତାଙ୍କ ଫେସବୁକ୍ ରେ ପୋଷ୍ଟ କରିଛନ୍ତି।