ସାମ୍ନାକୁ ଆସିଛି ଏକ ଅଦ୍ଭୁତ ଘଟଣା, ଏକ ମହିଳା ଦେଲେ ତିନୋଟି ସାପ ଛୁଆକୁ ଜନ୍ମ He Prabhu

ନମସ୍କାର ଦର୍ଶକବନ୍ଧୁ ସାମ୍ନାକୁ ଆସିଛି ଏକ ଅଜବ ପ୍ରକାର ଘଟଣା ଯାହାକୁ ଦେଖିବାପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମହିଳା ଜଣକ ତିନୋଟି ସାପ ଛୁଆକୁ ଦେଇଛନ୍ତି ଜନ୍ମ। ଏହାକୁ ଡାକ୍ତର ଦେଖି ମଧ୍ୟ ହୋଇଛନ୍ତି ଆଶ୍ଚର୍ଯ୍ୟ। ଆସନ୍ତୁ ଏହି ଘଟଣାର ସଂପୂର୍ଣ୍ଣ ବିବରଣୀ ଜାଣିବା। ଆଜିକାଲି ଦୁନିଆରେ ଅଜବ ଗଜବ ଦୃଶ୍ୟ ଦେଖିବାକୁ ମିଳୁଛି। ଆପଣମାନେ ଦେଖିଥିବେ ମଣିଷମାନେ ଆଜିକାଲି କୁକୁର, ବିଲେଇମାନଙ୍କୁ ନିଜର ସନ୍ତାନ ମାନି ନେଉଛନ୍ତି। କିନ୍ତୁ ଜଣେ ମହିଳା ବିଶଧର ସାପକୁ ନିଜର ସନ୍ତାନ ବୋଲି ମାନି ନେଇଛି।

ସେହି ସାପଗୁଡିକୁ ମହିଳା ଜଣକ ନିଜର ସନ୍ତାନ ପରି ଲାଳନପାଳନ ମଧ୍ୟ କରୁଛନ୍ତି ଏବଂ ସେହି ସାପ ସେହି ମହିଳା ଜଣଙ୍କୁ ମା ବୋଲି ଭାବି ସବୁକଥା ମାନିନେଉଛି। ଏମିତି ସମ୍ପର୍କକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ମଙ୍ଗର ମୁଖ୍ୟଳୟ ଠାରୁ ୪ କିଲୋମିଟର ଦୂର କସିମ୍ ବଜାର ଥାନାର ଅନ୍ତର୍ଗତ ଡକରା ଗାଁର ପେଶାରେ ମଜଦୂର କ୍ରିଷ୍ଣାଯାଦବଙ୍କ ସ୍ତ୍ରୀ ମିନାଦେବି ଗୋଟିଏ ବିଷାକ୍ତ ସାପକୁ ନିଜର ସନ୍ତାନ ବୋଲି ମାନିଛନ୍ତି। ସାପ ଓ ମିନାଦେବୀଙ୍କ ଭିତରେ ମା ପୁଅର ସମ୍ପର୍କ ରହିଛି। ସାପ ବି ଗୋଟେ ଆଜ୍ଞାଧାରୀ ପୁଅ ଭଳି ନିଜ ମାର କଥା ମାନି ନେଉଛି। ମିନାଦେବୀଙ୍କ କହିବା କଥା ହେଲା ଏହି ସାପଟି ତାଙ୍କର ଗର୍ଭରୁ ଜନ୍ମ ନେଇଛି। ମିନାଦେବୀଙ୍କ ଆହୁରି ଏକଥା କୁହନ୍ତି କି ତାଙ୍କ କୋଳରୁ ୩ ଟି ସାପ ଜନ୍ମ ନେଇଥିଲେ।

ସେଥିରୁ ଦୁଇଟା ପୁଅ ଥିଲେ ଓ ଗୋଟିଏ ଝିଅ। ସେହି ସାପଙ୍କ ମଧ୍ୟରୁ ଦୁଇଟି ପୁରୁଷ ପ୍ରଜାତିର ସାପଙ୍କ ମୃତ୍ୟୁ ହୋଇଯାଇଛି ଓ ଝିଅ ସାପଟି ବଞ୍ଚିଛି। ମୀନାଦେବି ଅନ୍ୟ ଦୁଇ ସାପକୁ ଠାକୁରଙ୍କ ପାଖରେ ପୋତି ଦେଇଛନ୍ତି ଓ ତାଙ୍କର ପୂଜା ମଧ୍ୟ କରୁଛନ୍ତି। ଏମିତି ଏକ କଥା ଶୁଣୁ ଯେ କେହିବି ଆଶ୍ଚର୍ଯ୍ୟ ହୋଇପାରେ। ମୀନାଦେବୀଙ୍କ ଏହି କଥାକୁ ବିଜ୍ଞାନ ମାନୁନଥିବା ବେଳେ ମୀନାଦେବି କୁହନ୍ତି ସେ ସାପରୁପି ତିନି ଛୁଆଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଗାଁଲୋକ ଏହି ଘଟଣାକୁ ସତ୍ୟ ବୋଲି ମାନନ୍ତି ଓ ଏହି ସାପ ଓ ମଣିଷର ପ୍ରେମ ଦେଖିବାକୁ କାହିଁ କେତେ ଆଡୁ ଲୋକ ଧାଇଁ ଆସନ୍ତି।

ଗାଁର ଲୋକମାନେ ପ୍ରଥମେ ଏହାକୁ ସତ ବୋଲି ମାନୁ ନଥିଲେ କିନ୍ତୁ ଯେତେବେଳେ ଦେଖିଲେ ସାପଟି ମିନାଦେବୀଙ୍କ କୋଳରେ ଗୋଟିଏ ଶିଶୁ ପରି ଖେଳୁଛି ତାପରେ ସେମାନେ ବିଶ୍ୱାସ କରିଥିଲେ। ଗର୍ଭବତୀ ହେବାର ୯ ମାସ ହୋଇଥାଏ ପେଟ ବୋହୁତ ଦରଜ ହେଲା ସେ ବାଥରୁମ୍ ଯାଇ ଟୟେଲେଟ କରିବା ସମୟରେ ତାଙ୍କୁ ଲାଗିଲା ଯେ କିଛି ଗୋଟେ ପ୍ରସବ ହେଉଛି ତାଙ୍କୁ ଲାଗିଲା କି ତାଙ୍କୁ ଗୋଟେ ଛୁଆ ଜନ୍ମ ହୋଇଛି। କିନ୍ତୁ ଅନ୍ଧାର ଥିବାରୁ ସେ କିଛି ଜାଣି ପାରୁନଥିଲେ।

ନାଗପଞ୍ଚମୀ ଦିନ ଯେତେବେଳେ ସେ ଘରେ ରୋଷେଇ କରୁଥିଲେ। ତିନୋଟି ଛୋଟ ଛୋଟ ସାପ ତାଙ୍କ ପାଖକୁ ଆସିଲେ ସେ ପ୍ରଥମେ ଡରିଗଲେ ଓ ପରେ ଛୋଟ ଜୀବ ଭାବି ମାରି ନଥିଲେ। ସେ ତାଙ୍କୁ ନିଜର ଛୁଆ ଭାବି ଦେଇଥିଲେ। ସେଦିନ ଯାହା ଜନ୍ମ ହୋଇଥିଲା ତାହା ଏହି ସାପମାନେ ବୋଲି ସେ ଭାବିଥିଲେ। ଦୁଇଟି ସାପ ମରିଯିବା ପରେ ସେ ଆଉ ଗୋଟେ ସାପକୁ ନିଜ ଛୁଆ ବୋଲି ମାନି ନେଇଛନ୍ତି।