ସାମ୍ପୁରେ ଏହି ଜିନିଷ ମିଶାଇ ଧୁଅନ୍ତୁ ବାଳ, ଗୋଟେ ସପ୍ତାହ ମଧ୍ୟରେ ଦେଖିବେ ଫରକ…

ଆମ ର ସୁନ୍ଦରତା କୁ ବୃଦ୍ଧି କରିବା କୁ ହେଲେ ଆମ ଶରୀରର ପ୍ରତିଟି ଅଙ୍ଗ ମଧ୍ୟ ସୁନ୍ଦର ହେବା ଜରୁରୀ ଅଟେ | ତେବେ ସର୍ବ ପ୍ରଥମ କଥା ଯଦି ଦେଖିବା ତେବେ ଆମ ମୁଣ୍ଡ ର ବାଳ କୁ ଆମେ ବିଶେଷ ଧ୍ୟାନ ଦେଇ ନ ଥାଉ କିନ୍ତୁ ଏହା ଆମ ଶରୀର ର ସୁନ୍ଦରତା କୁ ବିଶେଷ ରୂପେ ପ୍ରଭାବିତ କରିଥାଏ | ଆମ କୁ ଆମ ବାଳ ପ୍ରତି ବିଶେଷ ଯତ୍ନବାନ ହେବା ଜରୁରୀ ଅଟେ କାରଣ ଆମେ ଆମ ବାଳ କୁ ଯଦି ଚମକ ଓ ସୁନ୍ଦର କରିପାରିବେ ନିଶ୍ଚିତ ରୂପେ ଆମେ ସୁନ୍ଦର ଦେଖାଯିବା | ଅନେକ ସମୟ ରେ ଆମେ ଆମ ବାଳ ର ଯତ୍ନ ନ ନେବା କାରଣ ରୁ ଏହା ଝାଡ଼ିବା କୁ ଲାଗିଥାଏ |

ଆମେ ଆମ ବାଳ ସଫା ରଖିବା କୁ ସବୁ ପ୍ରକାର ର ସାମ୍ପ ବ୍ୟବହାର କରିଥାଉ | ଅନେକ କ୍ଷେତ୍ର ରେ କିଛି ସାମ୍ପ ଦ୍ୱାରା ସାଇଡଇଫେକ୍ଟ ସମସ୍ୟା ମଧ୍ୟ ଦେଖିବା କୁ ମିଳିଥାଏ | ଯାହା କି ଏକ ବଡ଼ ସମସ୍ୟା ରେ ରୂପାନ୍ତରୀତ ହେଇଯାଇଥାଏ |

ଆଜିକା ଵ୍ୟସ୍ତବହୁଳତା ଜୀବନ ରେ ମଧ୍ୟ ପ୍ରତୋକ ଲୋକେ ନିଜ ର ସୁନ୍ଦରତା କୁ ନେଇ ବେଶ ଅଧିକ ସଜାଗ ରହିଥାନ୍ତି | ଲୋକେ ନିଜ ର ବାଳ କୁ ଅଧିକ ଘନ ଓ ଚମକ ଯୁକ୍ତ କରିବା କୁ ଚେଷ୍ଟା କରିଥାନ୍ତି | ତେବେ ଆଜି ଆମେ ଆପଣ ଙ୍କୁ ଏହା ର କିଛି ଘରୋଇ ଉପଚାର ବିଷୟ ରେ କହିବା କୁ ଯାଉଛୁ |

ଆପଣ ବାଳ ଧୋଇବା ସମୟ ରେ କୌଣସି ନା କୌଣସି ସାମ୍ପ ର ବ୍ୟବହାର କରୁଥିବେ ତେବେ ଆଜି ଆମେ ଆପଣ ଙ୍କୁ କିଛି ଏପରି ଜିନିଷ ବିଷୟ ରେ କହିବା କୁ ଯାଉଛୁ ଯାହା କୁ କି ସାମ୍ପ ରେ ମିଶାଇ ଆପଣ ବ୍ୟବହାର କରିପାରିବେ |

ଆପଣ ଯେଉଁ ସାମ୍ପ ନେବେ ଏହା କୁ ଏକ ପାତ୍ର ରେ ନେଇ ସେଥିରେ ଏକ ଚାମଚ ମହୁ ମିସାଇଦେବେ | ଏହା କୁ ଭଲ କରିକି ମିଶାଇ ତାକୁ ବାଳ ରେ ଲଗାଇ ଦିଅନ୍ତୁ | କିଛି ସମୟ ପରେ ବାଳ କୁ ଭଲ କରିକି ଧୋଇ ଦିଅନ୍ତୁ | ଦେଖିବେ ଏପରି ସପ୍ତାହ କୁ 3 ଥର ବ୍ୟବହାର କରି କିଛି ଦିନ ର ବ୍ୟବହାର ପରେ ଆପଣ ଙ୍କ ର ବାଳ ଘନ ଓ ମଜବୁତ ହେବା ଆରମ୍ଭ ହେବ | ଏହା ଦ୍ୱାରା କୌଣସି ସାଇଡ ଇଫେକ୍ଟ ଜନିତ ସମସ୍ୟା ହେବାର ମଧ୍ୟ ଆଶଙ୍କା ନାହିଁ |

କିନ୍ତୁ କୌଣସି ବି ଉପାୟ କୁ ଆପଣେଇବା ପୂର୍ବ ରୁ ଆପଣ ଡାକ୍ତର ଙ୍କ ର ମଧ୍ୟ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ |