ସମୁଦ୍ର କୁଳରେ ରୋମାନ୍ସ କରୁଥିଲେ ସ୍ୱରାଜ ଓ ଭୁମିକା… ସେହି Samayaରେ ହେଲା କିଛି ଏମିତି, ସବୁ ଆସିଗଲା ସାମ୍ନାକୁ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡର ପପୁଲାର ଅଭିନେତା ସ୍ବରାଜ ବାରିକ ଏବଂ ଭୂମିକା ସମୁଦ୍ର କୂଳରେ କେମିତି ମଜା ମସ୍ତି କରୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଏହି ଅଭିନେତା ଅଭିନେତ୍ରୀ ମାନେ ଅଛନ୍ତି |

ଏହି ଅଭିନେତା ଅଭିନେତ୍ରୀ ମାନେ ନିଜର ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି ଆଉ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କିଛି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଶିଶୁ କଳାକାର ଭାବରେ ବେଶ୍ ପରିଚିତ ସେହିଭଳି ଜଣେ ଅଭିନେତା ହେଉଛନ୍ତି ସ୍ବରାଜ ବାରିକ ଏବଂ ଅଭିନେତ୍ରୀ ଭୂମିକା ଦାସ |

ଏହି ଅଭିନେତ୍ରୀ ଓ ଅଭିନେତା ଦୁଇଜଣ ଶିଶୁ କଳାକାର ଭାବରେ ନିଜର ଚରିତ୍ର ଅଭିନୟ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ ଓ ବର୍ତ୍ତମାନ ସମୟରେ ସେମାନେ ମୁଖ୍ୟ ଅଭିନେତ୍ରୀ ଓ ଅଭିନେତା ଭାବରେ ନଜର ଆସୁଛନ୍ତି।

ସ୍ବରାଜ ଓ ଭୂମିକା ବୋହୁତ ସାରା ସିନେମାରେ ଏକାଠି ନଜର ଆସିଛନ୍ତି ଓ ଉଭୟଙ୍କୁ ନେଇ ଆଗାମୀ ଦିନମାନଙ୍କରେ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଯାହାର ସୁଟିଂ ବର୍ତ୍ତମାନ ସମୟରେ ଚାଲିଛି ଉଭୟଙ୍କ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି |

ଏହି ଭିଡିଓରେ ଉଭୟ ସୁଟିଂ ପାଇଁ ସମୁଦ୍ର କୂଳକୁ ଯାଇଥିଲେ ସେଠାରେ ବୋହୁତ ସାରା ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ତେବେ ଓଡ଼ିଆ ଅଭିନେତା ସ୍ବରାଜ ବାରିକ ଏବଂ ଭୂମିକା ଦାସଙ୍କର ଆସିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ତେବେ ଭୂମିକା ଏବଂ ସ୍ବରାଜଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।