ସାଙ୍ଗର ସ୍ତ୍ରୀ ମତେ ତା ଆଡକୁ ଆକର୍ଷିତ କରିବାକୁ ଲାଗିଲାନି, ସେ ସବୁବେଳେ ମୋ ସହ ଏମିତି କରୁଛି, ମୁଁ କଣ କରିବି ତମେ କୁହ…

ଆପଣଙ୍କ ବନ୍ଧୁଙ୍କ ଧର୍ମ ପତ୍ନୀ ଆପଣଙ୍କୁ ଆକର୍ଷିତ କରୁଛନ୍ତି | ଏହା ଆପଣ କହୁଛନ୍ତି, କିନ୍ତୁ ଆପଣ ଭାବନ୍ତୁ ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କ ବନ୍ଧୁଙ୍କ ପାଖରେ ନାହିଁ |

ଭଗବାନ୍ ସମସ୍ତ ପୁରୁଷଙ୍କୁ ସମସ୍ତ ଜିନିଷ ଦେଇଛନ୍ତି ଯାହା ଦ୍ୱାରା ମହିଳାମାନେ ଖୁସି ହୋଇପାରିବେ | ତେବେ ବିଶେଷ କେଉଁ ଜିନିଷ ଆପଣଙ୍କ ପାଖରେ ଅଛି ଯାହା ଦ୍ୱାରା ସେ ଆପଣଙ୍କ ଆଡକୁ ଆକର୍ଷିତ ହୁଅନ୍ତି |

ଆପଣ ଏହା ମଧ୍ୟ ଅନୁମାନ କରନ୍ତି ଯେ ସେ ଆପଣଙ୍କ ପ୍ରତି ଆକର୍ଷିତ ହେଉଛନ୍ତି | କିନ୍ତୁ ଏହା ନୁହେଁ ଯେ ଆପଣ ଗୋଟିଏ ଦିନରେ ସବୁ ଜାଣିପାରିଲେ | ଆହୁରି କିଛି ଦିନ ପରେ ଜଣାପଡ଼ିଥାଏ ଯେ, ସେ ଆପଣଙ୍କ ପ୍ରତି ଆକର୍ଷିତ ହେଉଛନ୍ତି |

ଆପଣଙ୍କ ପ୍ରତି ତାଙ୍କର ଆଚରଣ କ’ଣ? ସେ ତୁମକୁ ତାଙ୍କ ପାଖକୁ ଆସିବାକୁ ଅନୁମତି ଦିଅନ୍ତି କି ନାହିଁ ? ଏଭଳି ଆହୁରି ଅନେକ କିଛି କରିଥାନ୍ତି, ଯେଉଁଥିରୁ ଆପଣ ଅନୁଭବ କରିପାରିବେ ଯେ ସେ ତୁମ ପ୍ରତି ଆକର୍ଷିତ ହେଉଛନ୍ତି |

ଯଦି ଆପଣ 100% ନିଶ୍ଚିତ ଯେ ସେ ଆପଣଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଯତ୍ନଶୀଳ ସନ୍ତୁଳନ ରଖିବାକୁ ପଡିବ ଯେ, ଏ ବିଷୟରେ ତାଙ୍କ ସ୍ୱାମୀଙ୍କୁ ଯେପରି ସନ୍ଦେହ ନହୁଏ | ଯଦି ତାଙ୍କ ସ୍ୱାମୀଙ୍କୁ ଏକଥା ଜଣାପଡ଼ିଯାଏ, ତେବେ ଆପଣଙ୍କ ବନ୍ଧୁତ୍ୱ ମଧ୍ୟ ଶେଷ ହୋଇ ଯାଇପାରେ |

ତେଣୁ ସର୍ବପ୍ରଥମେ କିଛି ଚିନ୍ତା କରନ୍ତୁ, ତାପରେ ଆଗକୁ ବଢିଲେ ଭଲ ହେବ | ଅନ୍ୟଥା, ଆପଣଙ୍କ ପ୍ରତି ବିପଦ ଆସିବାର ସମ୍ଭାବନା ଅଧିକ ରହିଥାଏ |