ସାର ମତେ ଏକୁଟିଆ ଡାକିକି… ଏକଥା କାହାରିକୁ କହିବାକୁ ମନା କରିଥିଲେ, Dhamak ବି ଦେଇଥିଲେ, ଛାତ୍ରୀ ଖୋଲିଦେଲେ ସାରଙ୍କ ସବୁ କାଣ୍ଡ

ନମସ୍କାର ବନ୍ଧୁଗଣ ଗୁରୁ ଶିଷ୍ୟର ସମ୍ପର୍କ ଏକ ପବିତ୍ର ସମ୍ପର୍କ ଅଟେ ଗୁରୁ ଆମକୁ ଠିକ୍ ମାର୍ଗ ଦେଖାଇଥାନ୍ତି ବହି ପାଠ ହେଉଁ କିମ୍ବା ଜୀବନର ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଗୁରୁ ଆମକୁ ସବୁ ବିଷୟରେ ବୁଝାଇଥାନ୍ତି ଗୁରୁଙ୍କ ଆଦେଶ ମାନିବା ଛାତ୍ରଛାତ୍ରୀ ମାନଙ୍କର ପରଣ କର୍ତ୍ତବ୍ୟ ହୋଇଥାଏ କିନ୍ତୁ ବର୍ତ୍ତମାନ ଏହି କଳି କାଳରେ କିଛି ଏମିତି ଗୁରୁମାନେ ଅଛନ୍ତି ଯାହାଙ୍କୁ ପାଠ ତ କିଛି ଆସି ନଥାଏ ଆଉ ସେମାନଙ୍କ ମନ ମଧ୍ୟ ଖରାପ ହୋଇଥାଏ |

ଆଉ ଏଭଳି ଗୁରୁମାନଙ୍କ କଥା ମାନିଲେ ଛାତ୍ରଛାତ୍ରୀ ମାନେ କେବଳ ଅସୁବିଧାରେ ହିଁ ପଡନ୍ତି ତେବେ ଦର୍ଶକ ବନ୍ଧୁ ଏହିଭଳି ଏକ ଭ୍ରଷ୍ଟାଚାର ଗୁରୁଙ୍କ କଥା ଏବେ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ ହେଉଛି ଯାହାଙ୍କ ବିଷୟରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ।

ତେବେ ଦର୍ଶକ ବନ୍ଧୁ ଗୁରୁ ଶିଷ୍ୟ ସମ୍ପର୍କ ଏହି ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ଗୁରୁମାନେ ଛାତ୍ରଛାତ୍ରୀ ମାନଙ୍କୁ ମଣିଷ କରିଥାନ୍ତି ଶିକ୍ଷିତ କରିଥାନ୍ତି କିନ୍ତୁ ଏହି କଳିକାଳର ଗୁରୁ କେବଳ ଟିକେ ନିଜର ଯୌ-ନ ସୁଖ ପାଇଁ ଛାତ୍ରୀ ମାନଙ୍କୁ ହଇରାଣ କରୁଛନ୍ତି |

ତେବେ ଦର୍ଶକ ବନ୍ଧୁ ଜଣେ ଛାତ୍ରୀ ଅଭିଯୋଗ ଆଣିଛନ୍ତି କି ତାଙ୍କୁ ତାଙ୍କ ଶିକ୍ଷକ ଯୌ-ନ ନିର୍ଯ୍ୟାତନା ଦେଇଛନ୍ତି ଆଉ ତାଙ୍କୁ ଏକୁଟିଆ ଡାକି ତାଙ୍କ ସହିତ ଖରାପ କାମ କରିବା ପାଇଁ ଚେଷ୍ଟା କରିଛନ୍ତି ତେବେ ମହିଳାଙ୍କ କହିବା ଅନୁସାରେ ତାଙ୍କ ଶିକ୍ଷକ ତାଙ୍କୁ ଏକ ବହି ନେବାକୁ ଡାକିଥିଲେ ଆଉ ଝିଅଟି ଶିକ୍ଷକଙ୍କ ପାଖରେ ପହଞ୍ଚିବା ପରେ ଶିକ୍ଷକ ଜଣଙ୍କ ତାଙ୍କୁ ଖରାପ ବ୍ୟବହାର କରିଥିଲେ ଆଉ ଏହି ବିଷୟରେ କାହାକୁ କହିଲେ ତାଙ୍କର ମାର୍କ କମାଇ ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ |

କିନ୍ତୁ ଝିଅକୁ ଆସି ସବୁ କଥା ତାର ସାଙ୍ଗ ମାନଙ୍କୁ କହିଥିଲା ଆଉ ତାର ସାଙ୍ଗମାନେ ଶିକ୍ଷକଙ୍କୁ ମାରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ସେହି ଶିକ୍ଷକ ଜଣଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ଆଉ ସେ କ୍ଲାସ୍ ରେ ପାଠ ମଧ୍ୟ ପଢ଼ାଉଛନ୍ତି ଆଉ ନିଜର ଖରାପ ଅଭ୍ୟାସ ମଧ୍ୟ ଛାଡି ନାହାଁନ୍ତି ତେଣୁ ତାଙ୍କୁ ନ୍ୟାୟ ମିଳୁ ବୋଲି ଝିଅକୁ ଅଭିଯୋଗ କରିଛନ୍ତି।