ଶାହରୁଖ ଖାନଙ୍କ ବଙ୍ଗଳା ‘ ମନ୍ନତ’ ର ଗୋଟେ ମାସର ବିଜୁଳି ବିଲ ହେଉଛି ଏତେ ଲକ୍ଷ ଟଙ୍କା, ଜାଣିଲେ ମୁଣ୍ଡରେ ହାତ ଦେବେ ଆପଣ

ବଲିଉଡ କଳାକାର ଙ୍କ ର ପୋଷାକ ପରିଧାନ ବିଷୟ ରେ ତ ଆପଣ ଶୁଣିଥିବେ I ବଲିଉଡ ର ଏହି କଳାକାର ଙ୍କ ର ପୋଷାକ ର ମୂଲ୍ୟ କୋଟି କୋଟି ଟଙ୍କା ବି ହେଇଥାଏ I ତେବେ ଆପଣ ଅନୁମାନ କରିପାରୁଥିବେ ତାଙ୍କ ଘର ର ଇଲେକ୍ଟ୍ରି ବିଲ କେତେ ହେଇଥିବ I ଅନେକ କଳାକାର ବିଜୁଳି କମ କରିବାକୁ ନେଇ ପ୍ରଚାର ପ୍ରସାର ବି କରିଥାନ୍ତି ଏବଂ ଲୋକ ଙ୍କୁ LED ଲାଇଟ ବ୍ୟବହାର କରିବାକୁ କହିଥାନ୍ତି I କିନ୍ତୁ ଆଜି ଆମେ ଯେଉଁ କଳାକାର ଙ୍କ ର ଘର ର ବିଜୁଳି ବିଲ ବିଷୟ ରେ କହିବାକୁ ଯାଉଛୁ ଏହା ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ I

ତେବେ ଚାଲନ୍ତୁ ଜାଣିବା ବଲିଉଡ କଳାକାର ଙ୍କ ର ଘର ର ବିଜୁଳି ବିଲ କେତେ

2 ନଭେମ୍ବର ରେ ବଲିଉଡ ର କିଙ୍ଗ ଖାଁ ଅର୍ଥାତ ସାରୁଖ ଖାଁ ନିଜ ଜନ୍ମ ଦିନ ପାଳନ କରିଛନ୍ତି I ଏବଂ ନିଜ ଘର ମନତ କୁ ବେଶ ସୁନ୍ଦର ଭାବ ରେ ସଜାଇଥିଲେ I ତେବେ ଆପଣ ଜାଣି ଆଶ୍ଚଯ୍ୟ ହେବେ ସାରୁଖ ନିଜ ଘର ର ବିଜୁଳି ବିଲ 43 ଲକ୍ଷ୍ୟ ଟଙ୍କା ପ୍ରତି ମାସ ରେ ଦେଉଛନ୍ତି I କିନ୍ତୁ ଅନ୍ୟ କଳାକାର ମାନେ ନିଜ ର ବିଜୁଳୀବିଲ ସାରୁଖ ଙ୍କ ଅପେକ୍ଷ୍ୟା କମ ଖର୍ଚ୍ଚ କରିଥାନ୍ତି I
ଅନ୍ୟ କଳାକାର ଙ୍କ ମଧ୍ୟ ରେ କାଟ୍ରିନା ଙ୍କ ର ଘର ର ବିଜୁଳି ବିଲ 10 ଲକ୍ଷ୍ୟ ଟଙ୍କା , ଦୀପିକା ପଡୁ଼କୋଂନ ଙ୍କ ର ଘର ର ବିଜୁଳି ବିଲ 13 ଲକ୍ଷ୍ୟ ଟଙ୍କା , ଅମୀର ଖାଁ ଙ୍କ ର 22 ଲକ୍ଷ୍ୟ ଟଙ୍କା, ଅମିତାଭ ବଚ୍ଛନ ଙ୍କ ର ବିଜୁଳି ବିଲ 22 ଲକ୍ଷ୍ୟ ଟଙ୍କା, ସଲ୍ମାନ ଙ୍କ ର ବିଜୁଳି ବିଲ 23 ଲକ୍ଷ୍ୟ ଟଙ୍କା ଦେଇଥାନ୍ତି I ସେହିପରି ସୈଫଅଲି ଖାଁ ବିଜୁଳି ବିଲ 30 ଲକ୍ଷ୍ୟ ଟଙ୍କା ଦେଇଥାନ୍ତି I

ସାରୁଖାଁ ଙ୍କ କଥା ଦେଖିବା ଯଦି ଫିଲ୍ମ ଜିରୋ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି I ଏବଂ ଏହି ଫିଲ୍ମ ର ଟ୍ରେଲର ବି ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଛି I ଏବଂ ଏହି ଫିଲ୍ମ ଏକ ନୂଆ ରେକର୍ଡ କରିବାକୁ ଯାଉଛି I ଏହି ଫିଲ୍ମ ରେ ସାରୁଖ ଙ୍କ ଛଡ଼ା କାଟ୍ରିନା ଓ ଅନୁସ୍ଖା ଶର୍ମା ବି ଭଲ ଅଭିନୟ କରିଛନ୍ତି I