ଏହା ତ ଆପଣ ଜାଣିଛନ୍ତି ବିନା କାହାରି ଅନୁମତି ରେ କୌଣସି ବି ଜିନିଷ ଗ୍ରହଣ କରିବା ଉଚିତ ନୁହେଁ I ଏହା ଦ୍ୱାରା ଆମ ର ସ୍ୱାଭିମାନ ପ୍ରତି ଆଘାତ ପହଂଚିଥାଏ I କିନ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହା କୁ ନିଃସଙ୍କୋଚ ରେ କରିବା ଉଚିତ I
ଶ୍ଳୋକ
ଶ୍ଳୋକ ର ଅର୍ଥ ଏହା କି କେଉଁଠାରୁ ବି ଏହି 7 ଗୋଟି ଜିନିଷ – ଶୁଦ୍ଧ ରତ୍ନ , ଦ୍ୱିତୀୟ ବିଦ୍ୟା , ତୃତୀୟ ଧର୍ମ , ଚତୁର୍ଥ ପବିତ୍ରତା , ପଞ୍ଚମ ଉପଦେଶ , ଷଷ୍ଠ ଭିର୍ନ ଭିର୍ନ ପ୍ରକାର ର ଶିଳ୍ପ ସୁନ୍ଦର ଓ ସପ୍ତମ ଶିକ୍ଷିତ ସ୍ତ୍ରୀ ମିଳିଲେ ଏହି ସବୁ କୁ ନିଃସଙ୍କୋଚ ରେ ଗ୍ରହଣ କରିବା ଉଚିତ I
ବିଦ୍ୟା
ବିଦ୍ୟା ଅର୍ଥାତ ଜ୍ଞାନ , ଏହା ଏକ ଏପରି ଜିନିଷ ଯାହା ବାଣ୍ଟିବା ଦ୍ୱାରା ଅଧିକ ବଢିଥାଏ ଜ୍ଞାନ ଦ୍ୱାରା ଆମେ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଉ ତେଣୁ ଜ୍ଞାନ ଯେଉଁଠାରେ ବି ମିଳିଲେ ନିଃସଙ୍କୋଚ ରେ ଗ୍ରହଣ କରିବା ଉଚିତ I
ଧର୍ମ
ସଂସ୍କୃତ ଶବ୍ଦ ଧର୍ମ ଅକ ଅର୍ଥ ଧାରଣ କରିଥାଏ I ଧର୍ମ ଏକ ଶବ୍ଦ ନୁହେଁ ଏହା ସମ୍ପୂର୍ଣ ମନୁଷ୍ୟ ର ଜୀବନ ର ସାର ଅଟେ I ଧର୍ମ ଆମ କୁ ସଠିକ ମାର୍ଗ ରେ ଚାଲିବା ଶିଖାଇ ଥାଏ I ଜୀବନ ର ବାସ୍ତବିକ ଉଦେଶ୍ୟ ବିଷୟ ରେ ଆମ କୁ ସଚେତ କରିଥାଏ I ତେଣୁ ଧର୍ମ କୁ କେବେ ହେଲେ ଛାଡିବା ଉଚିତ ନୁହେଁ I
ଉପଦେଶ
ଉପଦେଶ ଜ୍ଞାନ ର ହିଁ ଏକ ରୂପ ଅଟେ I ତେଣୁ ସାଧୁ ସଂଥ ଙ୍କ ର ଉପଦେଶ କୁ ସର୍ବଦା ଶୁଣିବା ଉଚିତ I କାରଣ ତାଙ୍କ ର କୌଣସି ବି କଥା ଆପଣ ଙ୍କ ର ଜୀବନ ରେ ଏକ ବିରାଟ ପରିବର୍ତନ ଆଣିପାରେ I କାରଣ କେତେବେଳେ କେଉଁ କଥା ରେ ଆପଣ ଙ୍କ ର ଜୀବନ ରେ ପରିବର୍ତନ ଆସିପାରେ I
ସୁଦ୍ଧ ରତ୍ନ
ପୋଖରାଜ , ପନ୍ନା , ହୀରା , ନିଲମ, ପରି ରତ୍ନ କୁ କେବେ ହେଲେ ଛାଡିବା ଉଚିତ ନୁହେଁ I କାରଣ ଏହା ବହୁମୂଲ୍ୟ ହେବା ସହ ଖୁବ ପବିତ୍ର ବି ହେଇଥାଏ I ଏହା ଆପଣ ଙ୍କ ର ଅନେକ କାମ ରେ ଆସିବ I ତେଣୁ ଏହା କୁ ପରିଧାନ କରିବା ଉଚିତ I
ପବିତ୍ରତା ଓ ସ୍ୱଛତା
ପବିତ୍ରତା ର ଅର୍ଥ ଶରୀର ରୁ ନ ହେଇ ମନୁଷ୍ୟ ର ଆଚାର ବିଚାର ଓ ଜୀବନ ରେ ପରିବର୍ତନ ଆସିବା I ଉର୍ନତି ପାଁଇ ମନୁଷ୍ୟ ର ବିଚାର ରେ ପବିତ୍ରତା ଆସିବା ଜରୁରୀ ଅଟେ I ତେଣୁ ଆମେ ଆମ ନିଜ କୁ ପବିତ୍ର ରଖିବା ଉଚିତ I
ଶିଳ୍ପ
ଏହି ଶିଳ୍ପ କିମ୍ଭା ଶିଳ୍ପୀକାର ଯଦି କିଛି ଶିକ୍ଷା ଦିଅନ୍ତି ତେବେ ବ୍ୟକ୍ତି ସେ କେବେ ହେଲେ ଜାତି ଧର୍ମ କିମ୍ଭା ବ୍ୟକ୍ତି ଙ୍କ ର ସ୍ଵଭାଵ ଦେଖି ନ ଥାନ୍ତି I ଆପଣ ଙ୍କ ର ଲକ୍ଷ୍ୟ କେବଳ ସେହି ବିଶେଷ ଶିଳ୍ପ କଳା କୁ ଶିଖିବା I ତେଣୁ ପୁରା ନିଷ୍ଠା ର ସହ ସେହି ବ୍ୟକ୍ତି ଙ୍କୁ ଗୁରୁ ମଣିକି ଏହା ଶିକ୍ଷ୍ୟା ଲାଭ କରିବା ଉଚିତ I
ସୁନ୍ଦର ସ୍ତ୍ରୀ
ସ୍ତ୍ରୀ ର ସୁନ୍ଦରତା କେବଳ ସେହି ସ୍ତ୍ରୀ ଙ୍କ ର ସୁନ୍ଦରତା ରେ ନ ଥାଏ , ତାଙ୍କ ର ଚରିତ୍ର ଉପରେ ବି ନିର୍ଭର କରିଥାଏ I ଏପରି ସ୍ତ୍ରୀ ଯିଏ ଚରିତ୍ରବାନ ହେବା ସହ କୋୖଣସି ବି ଦୋଷ ନ ଥାଏ ଏପରି ସ୍ତ୍ରୀ ଙ୍କୁ ନିଃସଙ୍କୋଚ ରେ ଗ୍ରହଣ କରିବା ଉଚିତ I