ଶାଶୂଘରେ ପ୍ରଥମ ଦିନ ସ୍ୱାମୀଙ୍କ ସହ କଣ କଣ କରୁଛନ୍ତି Jyanklin… ଦେଖିଲେ ମୁଣ୍ଡ ଘୁରେଇ ଦେବ

ବନ୍ଧୁଗଣ ଆପଣ ତ ଜାଣିଥିବେ ଗତ କଲି ଅରବିନ୍ଦ ଓ ଜ୍ୟାକଲିନ ଙ୍କର ବିବାହ ସରିଯାଇଛି ତେବେ ଆପଣମାନେ ଜାଣିଥିବେ ଓଲିଉଡ଼ ର ଏଇ ଜବରଦସ୍ତ ଯୋଡି ମୋ ଜେଜେମା ସିରିଏଲ ରୁ ପରସ୍ପରଙ୍କୁ ଦେଖା ହୋଇଥିଲେ ଓ ସୁଟିଂ ସେଟ ରୁ ହିଁ ପରସ୍ପରଙ୍କୁ ଭଲପାଇ ବସିଥିଲେ ଏଇ ଯୋଡି ଓ 3 ବର୍ଷପରେ ଏଇ ଯୋଡି ପ୍ରେମ ବନ୍ଧନରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |


ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଥିବେ କି ସୋମାଲୀନ ଙ୍କ ଘର ହେଉଛି ଭୁବନେଶ୍ୱର ଓ ଅରବିନ୍ଦଙ୍କ ଘର ହେଉଛି କଟକ ତ କଟକ ରୁ ବରଯାତ୍ରୀ ନେଇ ଆସିଥିଲେ ଅରବିନ୍ଦ | ଭୁବନେଶ୍ୱର ରେ ବାହାଘର ସାରି ବର୍ତମାନ ସମୟରେ କଟକ ରେ ନିଜ ଶାଶୂଘରେ ରହୁଛନ୍ତି ଜ୍ୟାକଲିନ ଓ ଶାଶୂଘରେ ପ୍ରଥମ ଦିନ ନିଜ ସ୍ୱାମୀଙ୍କ ସହ ବହୁତ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି ଜ୍ୟାକଲିନ |


ଏଥି ସହିତ ତାଙ୍କ ଶାଶୂଘରେ ତାଙ୍କ ଶାଶୁ ଓ ତାଙ୍କ ଦିଅର ଙ୍କ ସହିତ ଭି ବହୁତ ସାରା ସମୟ ବିତାଇଛନ୍ତି ଏଇ ହିରୋଇନ ଜଣଙ୍କ | ବନ୍ଧୁଗଣ ଆପଣମାନେ ଜାଣିଥିବେ ବର୍ତମାନ ସମୟରେ ଜ୍ୟାକଲିନ ପରିଡା ଟିଭି ସିରିଏଲ ହେ ପ୍ରଭୁ ରେ ଅଭିନୟ କରୁଛନ୍ତି ଓ ଏ ସିରିଏଲ ରେ ତାଙ୍କର ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସୁଛି |


ତେବେ ବାହାଘର ପରେ ମଧ୍ୟ ସେ ଏ ସିରିଏଲ ରେ ଅଭିନୟ କରୁଥିବାର ନଜର ଆସିବେ ତାହେଲେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଜ୍ୟାକଲିନ ଓ ଅରବିନ୍ଦଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |