ସତ ହେଲା ମାଳିକା ବଚନ… ମାଡି ଆସୁଛି ମହାବିପଦ, MahaPrabhu ଦେଲେ ଭୟଙ୍କର ସଙ୍କେତ, ଆଗକୁ କଣ ହେବ କେହିବି…

ନମସ୍କାର ବନ୍ଧୁଗଣ ସତ ହେବାକୁ ଯାଉଛି ମାଳିକା ବଚନ ମାଡ଼ି ଆସୁଛି ମହାବିପଦ ଆଉ ମହାବିପଦ ପୂର୍ବରୁ ଆସିଛି ସଙ୍କେତ ସତ ହେବାକୁ ଅଚ୍ୟୁତାନନ୍ଦଙ୍କ ଗୋଟି ଗୋଟି ବାଣୀ ନୀଳଚକ୍ର ଉପରେ ଉଡ଼ିଲେ ଶହ ଶହ ଚିଲ ମହାପ୍ରଭୁଙ୍କର ଥିଲା କି ଏହା ଗୋଟିଏ ସଙ୍କେତ ଆସୁଛି |

ମହାବିପଦ ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିର ଉପରେ ଉଡିଲେ ଚିଲ ଯାହାକୁ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ ଅଦିନିଆ ଚିଲ ଉଡ଼ିବା ଦେଖି ଲୋକେ ଭୟଭୀତ ହୋଇଛନ୍ତି ମହାପ୍ରଭୁଙ୍କର ଏହା କି ସଙ୍କେତ ଏହା ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଘେରା ମାରି ଉଡୁଥିଲେ ଶହ ଶହ ଚିଲ।

ଟିକେ ଭଲ କରି ଦେଖନ୍ତୁ ଏହି ଚିଲକୁ କେମିତି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡୁଛନ୍ତି ଚିଲମାନେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡ଼ିବା ଅଶୁଭ ସଙ୍କେତ ଅଟେ ଏହି କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହାଚ ଉପରେ ପାଣି ପଶିଥିଲା |

ଆଉ ପାଣିର ଲହରୀ ଭାଙ୍ଗିଥିଲା ବାଇଶି ପାହାଚରେ ଯାହାକୁ ଦେଖି ଭୟଭୀତ ହୋଇ ଯାଇଥିଲେ ଶ୍ରୀକ୍ଷେତ୍ରବାସୀ ଆଉ ଏବେ ଶ୍ରୀମନ୍ଦିର ଉପରେ ଚିଲ ଉଡ଼ିବା ଘଟଣାକୁ ନେଇ ମଧ୍ୟ ଭୟଭୀତ ଅଛନ୍ତି ଓଡ଼ିଶାବାସୀ ଏବେ ଯେ ପୁଣି କେଉଁ ବିପଦ ଆସିବ ତାହା କାହାକୁ ଜଣାନାହିଁ ତେବେ ଯେତେ ବଡ଼ ବିପଦ ଆସୁନା କାହିଁକି ସବୁଥିରୁ ମହାପ୍ରଭୁ ଉଦ୍ଧାର କରିବେ ବୋଲି ଲୋକଙ୍କର ବିଶ୍ୱାସ ରହିଛି।