ସତ ସାଇବାବାଙ୍କ ଭିଡ଼ିଓ ରେକଡ଼ ହେଲା Cameraରେ, ଭୁବନେଶ୍ୱରରୁ ଏମିତି ଭିଡ଼ିଓ ଆସିଲା ସାମ୍ନାକୁ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଆମେ କଳିଯୁଗରେ ବଞ୍ଚୁଛନ୍ତି କଳି ଯୁଗରେ ପାପର ମାତ୍ରା ଏତେ ବଢି ଗଲାଣି ଯେ ଧୀରେ ଧୀରେ ମଣିଷ ବିପଦ ଆଡକୁ ଯାଉଛି ମଣିଷ ଏହି ଯୁଗରେ ଯେତେ ପାପ କାର୍ଯ୍ୟ କଲେ ମଧ୍ୟ ଠାକୁରଙ୍କୁ ଭକ୍ତିର ସହ ପୂଜା କରେ ପୂଜା କରିବା ବେଳେ ଭକ୍ତ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଆସେ ଭଗଵାନ କାହିଁକି ଆମକୁ ଦେଖା ଦେଉ ନାହାଁନ୍ତି |

ହେଲେ ସେହି ପ୍ରଶ୍ନ ଅଳ୍ପ କିଛି ଲୋକଙ୍କ ମନରେ ଆସେନାହିଁ କାରଣ ସେମାନେ କଳିଯୁଗରେ ବଞ୍ଚି ମଧ୍ୟ ସେମାନଙ୍କୁ ଦେଖିଛନ୍ତି ଏବଂ ତାଙ୍କ ପାଖରେ ଏପରି ଦିବ୍ୟ ଶକ୍ତି ଅଛି ସେମାନେ ଯେତେବେଳେ ଓ ଯେଉଁ ସମୟରେ ଚାହିଁବେ ଠାକୁରଙ୍କୁ ଦେଖି ପାରିବେ ହେଲେ ଯେଉଁମାନେ ଭଗଵାନଙ୍କୁ ଦେଖିବାକୁ ଚାହୁଁଛନ୍ତି ସେମାନେ ଏହିଠାରେ ଦେଖି ପାରିବେ।

ରୁଦ୍ର ଭାଇ କହିଥାନ୍ତି ଯେ ଏହି ଘଟଣା କାଲିର ମୁଁ ଯାଜପୁର ସାଇ ମନ୍ଦିରରେ CCTV ଚେକ୍ ଅଫିସର୍ ଅଛି କାଲି ସକାଳେ ଯେତେବେଳେ ସାଇ ମନ୍ଦିର ଖୋଲାଗଲା ସେଠି ପୂଜାରୀ ଦେଖିଲେ ଯେ ସାଇବାବାଙ୍କ ଗୋଟିଏ ହାର ମନ୍ଦିର ଭିତରେ ନାହିଁ ଏହାଶୁଣି ମୁଁ ସଙ୍ଗେ ସଙ୍ଗେ ସିସିଟିଭି ଫୁଟେଜ ଚେକ୍ କଲି ଓ ତାପରେ ଯାହା ଦେଖିଲି ତାହା ଭାଗ୍ୟରେ ଥିଲେ ମିଳେ |

ମୁଁ ଦେଖିଲି ରାତି ୧ ସମୟରେ ମନ୍ଦିର ଦ୍ବାରା ଆପେ ଆପେ ଖୋଲିଗଲା ଓ ତାହା ଭିତରେ ଜୋର୍ ରେ ଆଲୋକ ଜଳିଲା ସତେ ଯେମିତି ମନ୍ଦିର ଭିତରେ କିଏ ଏକ ସୂର୍ଯ୍ୟ ରଖି ଦେଇଛି ଏହି ଆଲୋକ କିଛି ସମୟ ଜଳିବା ପରେ ହଠାତ୍ ବନ୍ଦ୍ ହୋଇଗଲା |

ଏହି ଦୃଶ୍ୟ ଦେଖି ମୁଁ ବୁଝିଗଲି ଯେ ଇଏ ହେଉଛନ୍ତି ପ୍ରଭୁ ସାଇବାବା ତେଣୁ ହାରକୁ କେହିବି ନେଇ ନାହାଁନ୍ତି ହାର ମନ୍ଦିର ଭିତରେ ଯେଉଁଠି ଅଛି ଏହାଭାବି ମନ୍ଦିର ପୂଜାରୀଙ୍କୁ କହିଲି ମନ୍ଦିର ଭିତରେ ଭଲସେ ଖୋଜିବା ପାଇଁ ଏହାଶୁଣି ମନ୍ଦିର ଭିତରେ ଭଲସେ ଖୋଜିବା ପରେ ସାଇବାବାଙ୍କ ହାର ମିଳିଗଲା।