ଜୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଙ୍କ ର ଆଗାମୀ ଜୀବନ ରେ କଣ କଣ ଘଟିବ ସେହି ବ୍ୟକ୍ତି ଙ୍କ ର ଆଗାମୀ ସମୟ ଶୁଭ କି ଅଶୁଭ ରହିବ I ସେହିପରି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ଙ୍କ ର ଶରୀର ର ଅଙ୍ଗ ଅନୁସାରେ ସେହି ବ୍ୟକ୍ତି କେତେ ଭାଗ୍ୟଶାଲୀ ଏହା ଅନୁମାନ କରି ହେଇଥାଏ I ମହିଳା ଙ୍କ ର ଶରୀର ର ସାରାଂଚନା ରୁ ଜଣାପଡିଥାଅ ସେ କେତେ ଭାଗ୍ୟଶାଲୀ ଅଟନ୍ତି I
ଆଜି ଆମେ ଆପଣ ଙ୍କୁ ଏଠାରେ ମହିଳା ଙ୍କ ର ଶରୀର ର ସରାଂଚନା ଅନୁସାରେ ସେହି ମହିଳା କେତେ ଭାଗ୍ୟଶାଲୀ କିପରି ଜାଣିବେ I
ନାଭି ରେ କଳାଯାଇ
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳା ଙ୍କ ର ନାଭି ରେ କଳାଯାଇ ରହିଥାଏ ଏପରି ସ୍ତ୍ରୀ ନିଜ ପତି ଓ ପରିବାର ପାଁଇ ଖୁବ ଭାଗ୍ୟଶାଲୀ ହେଇଥାନ୍ତି I
ପାଦ ତଳେ ତ୍ରିକୋଣ ଚିହ୍ନ
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଙ୍କ ର ପାଦ ତଳେ ତ୍ରିକୋଣ ଚିହ୍ନ ରହିଥାଏ ଏପରି ସ୍ତ୍ରୀ ମାନେ ଖୁବ ଜ୍ଞାନୀ ହେଇଥାନ୍ତି I ଏହି ମହିଳା ଙ୍କ ର ଚିନ୍ତା ଶକ୍ତି ଅଧିକ ରହିଥାଏ I ଏହି ସ୍ତ୍ରୀ ମାନେ ନିଜ ର ଜ୍ଞାନ କୌଶଳ ରେ ନିଜ ପରିବାର କୁ ଖୁସି ରେ ଚଳାଇଥାନ୍ତି I
ନାକ ରେ କଳାଯାଇ
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଙ୍କ ର ନାକ ରେ କଳାଯାଇ ରହିଥାଏ ସେପରି ସ୍ତ୍ରୀ ମାନେ ଆଗାମୀ ସମୟ ରେ ଧନୀ ହେଇଥାନ୍ତି I ଏହି ନାରୀ ମାନେ ଯେଉଁ ପରିବାର କୁ ବିବାହ କରି ଯାଇଥାନ୍ତି ସେହି ପରିବାର ର ଦୁର୍ଭାଗ୍ୟ ସୌଭାଗ୍ୟ ରେ ପରିଣତ ହେଇଥାଏ I
ଗଭୀର ନାଭି
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଙ୍କ ର ଗଭୀର ନାଭି ରହିଥାଏ ଏପରି ସ୍ତ୍ରୀ ମାନେ ନିଜ ଜୀବନ ରେ ସର୍ବଦା ସୁଖୀ ରହିଥାନ୍ତି I ତାଙ୍କ ଜୀବନ ରେ କୌଣସି ବି ଦୁଃଖ ରହି ନ ଥାଏ I
ଗୋଲାପୀ ପାଦ
ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଙ୍କ ର ପାଦ ଗୋଲାପୀ ରଙ୍ଗ ର ହେଇଥାଏ , ସେହି ନାରୀ ନିଜ ପ୍ରେମୀ କିମ୍ବା ପତି ଙ୍କୁ ଖୁସିରେ ରଖିଥାନ୍ତି I ଏହି ମହିଳା ଙ୍କ ର ଶାରୀରିକ ସମ୍ବନ୍ଧ ରେ ଅଧିକ ରୁଚି ରହିଥାଏ I
ହିନ୍ଦୁ ଧର୍ମ ରେ ମହିଳା ଙ୍କୁ ଲକ୍ଷ୍ମୀ ଙ୍କ ସମାନ ତୁଳନା କରାଯାଇଥାଏ ଏବଂ ନାରୀ ଙ୍କୁ ପବିତ୍ର ବୋଲି ମାନ୍ୟତା ରହିଛି I ଏପରି ବି ଲୋକ ମାନ୍ୟତା ରହିଛି କି ଜଣେ ନାରୀ ଚାହିଁଲେ ଏକ ଘର କୁ ସ୍ୱର୍ଗ ଓ ଏକ ଘର କୁ ନର୍କ ବି କରିପାରିବେ I ଏହା ମହିଳା ଙ୍କ ର ଭଲ ଓ ଖରାପ ଗୁଣ ଉପରେ ନିର୍ଭର କରିଥାଏ I ଏବଂ ଏହି ସାମୁଦ୍ରିକ ଶାସ୍ତ୍ର ରୁ ହିଁ ଜଣେ ନାରୀ ର ଗୁଣବତା ବିଷୟ ରେ ଜଣାପଡିଥାଏ I