ଗତ କିଛିଦିନ ତଳେ ଭାଇରଲ ହୋଇଥିବା ତୈଲୋକ ରାୟଙ୍କ ବିଷୟରେ ଆପଣମାନେ ବେଶ ଭଲଭାବେ ଜାଣିଥିବେ ଯିଏକି ଏକ ବାଇଟ ଦେଇଥିଲେ କି ମୁ ପ୍ରଥମ ଶ୍ରେଣୀରେ ପଢୁଛି ଆଉ ଆମ ସ୍କୁଲ ଉଠିଯାଉଛି | ଏ ସ୍କୁଲ ଟି ଉଠିଯିବା କାରଣ ରୁ ସେ ଏକ କନକ ନ୍ୟୁଜ ରେ ଏହି ବାଇଟ ଟି ଦେଇଥିଲେ |
ଏହି ବାଇଟ ଟି ନେଇକି ଓଡିଶା ର ଜଣେ ଜଣାଶୁଣା ଗାୟକ ତୈଲୋକ ରାୟ ଙ୍କ କଥାକୁ ନେଇକି ଏକ ଗୀତ କରିଥିଲେ ଯାହାର ଭାଇରଲ ବୋହୁ ମାତ୍ର ରେ ହୋଇଥିଲା | ଏହି ଛୋଟ ପିଲା ର କଥା ଉପରେ ହ୍ୟୁମେନ ସାଗର ଏକ ଗୀତ ଗାଇଥିଲେ ଯେଉଁ ଗୀତଟି ବୋହୁ ମାତ୍ରା ରେ ଭାଇରଲ ହବାରେ ଲାଗିଥିଲା ହ୍ୟୁମାନ ସାଗରଙ୍କ ଏହି ଗୀତ ଟି ଦର୍ଶକମାନେ ଏତେ ପସନ୍ଦ କରୁଥିଲେ କି ଏକ ବୋହୁ ମାତ୍ରାରେ ଭାଇରଲ ହବାରେ ଲାଗିଥିଲା |
କିନ୍ତୁ ତୈଲୋକ ରାୟ ଓ ତାଙ୍କ ପରିବାର ଏ ଗୀତ ଉପରେ କିଛି କମ୍ପ୍ଲେନ କରିଥିଲେ ତାଙ୍କ ବିନା ପରମିସନ ରେ ବା ତାଙ୍କୁ ନ ପଚାରି ତାଙ୍କ କଥା ଉପରେ କେମିତି ଏକ ଗୀତ କରାଯାଇ ତାକୁ ଭାଇରଲ କରାଯାଉଛି | ଛୋଟ ଛୁଆଟି ଓ ତାଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଯେଉଁ ଡ଼ାଇରେକ୍ଟର ଏ ଗୀତ କୁ କରିଥିଲେ | ସେ ଡ଼ାଇରେକ୍ଟର ସଂଗେ ସଂଗେ ତୈଲୋକ ରାୟଙ୍କ ଘରେ ପହଁଚିଥିଲେ ସେଠାରୁ ତୈଲୋକ ରାୟଙ୍କୁ ଆଣି ଅଭିଜିତ ମଜୁମଦାର ଙ୍କ ସହ ଏକ ସୁନ୍ଦର ଗୀତ କରାଇଛନ୍ତି |
ଯେଉଁଥିରେ କି ସେଥିରେ ତୈଲୋକ ରାୟଙ୍କ ବାଇଟ ଥିଲା କି ମୁ ପ୍ରଥମ ଶ୍ରେଣୀରେ ପଢୁଛି ଏଇ ଗୀତାରେ ଆପଣମାନେ ତୈଲୋକ ରାୟ ଙ୍କ କଥା ସହ ତାଙ୍କ ଭଏସ ମଧ୍ୟ ଆପଣମାନେ ଶୁଣି ପାରିବେ ତେବେ ବନ୍ଧୁଗଣ ଆପଣମାନଙ୍କୁ ତୈଲୋକ ରାୟକେମିତି ଲାଗନ୍ତି ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |
ଶେଷରେ ଗୀତ ଗାଇବା ପାଇଁ ସୁଯୋଗ ପାଇଲେ ମୁଁ ଇସ୍କୁଲରେ ପଢୁଛିର ଆସିଲି ଭାଇରଲ ବୟ Trailokya Ray…
