ଶେଷରେ ମୁଁହ ଖୋଲିଲେ Jhilik, ରଜ କୁଇନ ଜଜ ମାନଙ୍କ ବିଷୟରେ କହିଲେ ଏମିତି କିଛି

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ରଜ କୁଇନ୍ ର ଜଜ୍ ମାନଙ୍କୁ ସୋସିଆଲ ମିଡିଆରେ ରୋଷ୍ଟ୍ କରାଯାଉଥିବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଝିଲୀକ୍। ସେ ଏହି ବିବାଦକୁ ନେଇ କଣ କହିଛନ୍ତି ଆସନ୍ତୁ ଜାଣିବା। ଆପଣମାନେ ଜାଣିଥିବେ କି ଗତ କିଛିଦିନ ହେବ ରଜ କୁଇନ୍ ର ଜଜ୍ ମାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ ବା ରୋଷ୍ଟ୍ କରାଯାଉଛି।


ଆଉ ଏହାର ମୁଖ୍ୟ କାରଣ ହେଉଛି ରଜ କୁଇନ୍ ରେ ପାଟିସିପେଟ୍ କରିଥିବା ଝିଅମାନେ ବା ରଜ କୁଇନ୍ ରେ ଭାଗ ନେଇଥିବା ଝିଅମାନଙ୍କୁ ଏହାର ଜଜ୍ ମାନେ ବୋହୁତ ଅଧିକ ଇନ୍ସଲ୍ଟ କରିଥାନ୍ତି। ତ ସେଥିପାଇଁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ରଜକୁଇନ୍ ର ଜଜ୍ ମାନଙ୍କୁ ବୋହୁ ମାତ୍ରାରେ ରୋଷ୍ଟ କରାଯାଉଥିବାର ଦେଖିବାକୁ ମିଳୁଛି।


ଏହାକୁ ନେଇ ଜଣେ ଆଙ୍କର ଝିଲୀକ୍ ଙ୍କୁ ପଚାରିଥିଲେ କି ରଜ କୁଇନ୍ ର ଜଜ୍ ମାନଙ୍କୁ ରୋଷ୍ଟ୍ କରିବା କ୍ରିୟେଟର ମାନଙ୍କ ଏଗ୍ନେଷ୍ଟ୍ ରେ କିଛି ପଦକ୍ଷେପ ନେବା ଦରକାର କି। ଏହାକୁ ନେଇ ଝିଲୀକ୍ କହିଥିଲେ କି ଆକ୍ଟରଙ୍କ ଲାଇଫର ଇଏ ହେଉଛି ଗୋଟିଏ ପାର୍ଟ। ଜଣେ ଆକ୍ଟରକୁ ତା ଫ୍ୟାନମାନଙ୍କ ପାଇଁ ବୋହୁତ କିଛି ସହିବାକୁ ପଡ଼େ।

ଏହି ଫ୍ୟାନମାନେ ହିଁ ସେ ଆକ୍ଟରକୁ ଏହିଭଳି ସ୍ଥାନରେ ପହଞ୍ଚାଇଛନ୍ତି। ତେଣୁ ନିଜ ଫ୍ୟାନମାନଙ୍କ ବିରୁଦ୍ଧରେ କୌଣସି ବି କାମ କରିବା ଉଚିତ୍ ନୁହେଁ। ଏହାକୁ ଭୁଲି ଆଗକୁ ବଢ଼ିଯିବା କଥା କହିଛନ୍ତି ଝିଲୀକ୍।