ଶେଷରେ ଅଭିନୟ ଛାଡ଼ିକି ପୋଲିସ ଚାକିରିରେ ଯୋଗଦେଲେ ଓଡ଼ିଆ ହିରୋଇନ Bhoomika, ଏହି ପୋଲିସ ଷ୍ଟେସନରେ କରିବେ ଡିଉଟି… ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆସିଯାଇଛି ଗୋଟିଏ ବୋହୁତ ବଡ଼ ଖୁସିର ଖବର ଏବେ ଅଭିନୟ ଛାଡି ପୋଲିସ୍ ଚାକିରୀ କରିଛନ୍ତି ଓଡ଼ିଆ ହିରୋଇନ୍ ଭୂମିକା ଦାସ ଦର୍ଶକ ବନ୍ଧୁ ଆପଣମାନେ ଭୂମିକାଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ସେ ଓଲିଉଡ ଜଗତରେ କାମ କରି ଆସିଲେଣି ସେ ଗୋଟିଏ ଶିଶୁ କଳାକାର ଭାବରେ ପ୍ରଥମେ ଓଲିଉଡ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ |

ମାତ୍ର ୫ ବର୍ଷ ବୟସରେ ହିଁ ସେ ସୁନ୍ଦର ଅଭିନୟ କରିଥିଲେ ଯାହାଦ୍ଵାରା ତାଙ୍କୁ ବୋହୁତ ସାରା ଆୱାର୍ଡ଼ ମଧ୍ୟ ମିଳି ସାରିଛି। ତେବେ ଗତ ଦିନମାନଙ୍କରେ ସେ ମୁଖ୍ୟ ହିରୋଇନ୍ ଭାବେ ଅଭିନୟ କରିଛନ୍ତି ଆଉ ତାଙ୍କୁ ଏଥିପାଇଁ ମଧ୍ୟ ବୋହୁତ ସାରା ଆୱାର୍ଡ଼ ମିଳିଛି ତେବେ ଗତ ଦିନମାନଙ୍କରେ ସେ ଭଲ ପାଠ ପଢିବା ସହିତ ଭଲ ଅଭିନୟ ମଧ୍ୟ କରିଥାନ୍ତି |

ଆଉ ଏହାରି ମଧ୍ୟରେ ଆପଣମାନେ ଭୂମିକାଙ୍କୁ ପୋଲିସ୍ ଡ୍ରେସ୍ ମଧ୍ୟ ଦେଖିବା ପାଇଁ ନିଶ୍ଚିତ ଭାବରେ ପାଉଥିବେ ପୋଲିସ୍ ହେଇଥିବାର ଆପଣମାନେ ତାଙ୍କୁ ଦେଖୁଥିବେ ତାହେଲେ ଏହି ପୋଲିସ୍ ଡ୍ରେସ୍ ଟି ଆଗାମୀ ଫିଲ୍ମର ସୁଟିଂ ପାଇଁ ପିନ୍ଧିଛନ୍ତି ଆଗାମୀ ଫିଲ୍ମରେ ସେ ଗୋଟିଏ ପୋଲିସ୍ ହୋଇଛନ୍ତି ପୋଲିସ୍ ଅଫିସରର କାମ କରୁଛନ୍ତି ଯେଉଁଥିରେ ସେ ନାରୀ ମାନଙ୍କ ରକ୍ଷା କରିବା ସହିତ ସମାଜରେ ହେଉଥିବା ଭୁଲ୍ କାମ ଗୁଡ଼ିକୁ ସେ ଠିକ୍ କରିବା ପାଇଁ ଚେଷ୍ଟା କରିଛନ୍ତି।

ଦର୍ଶକ ବନ୍ଧୁ ଏହି ଫିଲ୍ମରେ ସେ ଗୋଟିଏ ସୋସିଆଲ ମ୍ୟାସେଜ ଦେଇଛନ୍ତି ପୋଲିସ୍ ମାନଙ୍କ ପାଇଁ ଓ ସମସ୍ତ ଜନସାଧାରଣଙ୍କ ପାଇଁ ଗୋଟିଏ ସୋସିଆଲ ମ୍ୟାସେଜ୍ ଦେଇଛନ୍ତି ଭୂମିକା ଦାସ ତେବେ ଦର୍ଶକ ବନ୍ଧୁ ଏହି ଫିଲ୍ମରେ ଭୂମିକା ପୋଲିସ୍ ଚରିତ୍ରରେ ଅଭିନୟ କରିଛନ୍ତି ଆଉ ଏହି ଚରିତ୍ରଟିକୁ ସେ ବୋହୁତ ସୁନ୍ଦର ଭାବରେ ଅଭିନୟ କରୁଥିବାର ନଜର ଆସିଛନ୍ତି |

ତାହେଲେ ଆଗାମୀ କିଛିଦିନ ମଧ୍ୟରେ ଏହି ଫିଲ୍ମଟି ରିଲିଜ ହେବ ଯେଉଁଥିରେ ଭୂମିକା ପୋଲିସ୍ ଭାବରେ ନଜର ଆସିବେ ତେବେ ବର୍ତ୍ତମାନ ସମୟରେ ଭୂମିକାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଛି ଆଉ ୧୭ ବର୍ଷ ବୟସରେ ସେ ବୋହୁତ ସୁନ୍ଦର ଅଭିନୟ କରୁଛନ୍ତି ଆଉ ଏଥିପାଇଁ ତାଙ୍କୁ ଆୱାର୍ଡ଼ ମଧ୍ୟ ଗତ ଦିନମାନଙ୍କରେ ମିଳିଛି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଭୂମିକା କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।