ଶେଷରେ ଏକାଠି ହେଲେ ବାବୁଶାନ ଓ ତୃପ୍ତି, ଆସିଲା ବଡ ଖବର… ଖୁସି ହେଲେ Pura ପରିବାର, ବାବୁଶାନ ତୃପ୍ତି ପୁଣି ଥରେ…

ନମସ୍କାର ବନ୍ଧୁଗଣ ତୃପ୍ତି ଘରକୁ ଫେରିବା ଖୁସିରେ ପୂଜା ଅର୍ଚ୍ଚନା ଆୟୋଜନ କରିଛନ୍ତି ବାବୁସାନ୍ ମହାନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ବାବୁସାନ୍ ମହାନ୍ତିଙ୍କୁ ଛାଡି ତାଙ୍କ ବାପଘରକୁ ଚାଲି ଯାଇଥିଲେ ତାଙ୍କ ସ୍ତ୍ରୀ ତୃପ୍ତି ଆଉ ଗତ ଦିନମାନଙ୍କରେ ବାବୁସାନ୍ ମହାନ୍ତିଙ୍କର ଜନ୍ମଦିନ ଥିଲା ସମସ୍ତେ ଆଶା କରିଥିଲେ କି ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ଆସିବେ ବୋଲି କିନ୍ତୁ ସେ ଆସି ନଥିଲେ।

ତେବେ ଦର୍ଶକ ବନ୍ଧୁ ତୃପ୍ତି ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଗତ ଦିନମାନଙ୍କରେ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କୁ ଏକାଠି ଧରିଥିଲେ ତୃପ୍ତି ଆଉ ଏହା ପରଠାରୁ ବାବୁସାନ୍ ମହାନ୍ତିଙ୍କ ଉପରେ ରାଗି ତୃପ୍ତି ତାଙ୍କ ବାପଘରକୁ ଚାଲି ଯାଇଛନ୍ତି ଆଉ ବର୍ତ୍ତମାନ ତାଙ୍କ ବାପଘରେ ରହୁଛନ୍ତି ବାବୁସାନ୍ ଘରକୁ ଫେରିବା ପରେ ତାଙ୍କ ଗୁରୁଜନମାନେ ତୃପ୍ତିଙ୍କୁ ବୁଝାସୁଝା କରିଥିଲେ |

କିନ୍ତୁ ତୃପ୍ତି ବୁଝିବାକୁ ନାରାଜ କାରଣ ବାବୁସାନ୍ ମହାନ୍ତିଙ୍କୁ ସେ ଦୀର୍ଘ ୨ ବର୍ଷ ହେବ ବୁଝାଉଛନ୍ତି ତୃପ୍ତି କହିଥିଲେ କି ପ୍ରକୃତି ମିଶ୍ରଙ୍କ ସହିତ ନ ମିଶିବା ପାଇଁ ହେଲେ ବାବୁସାନ୍ ତାଙ୍କର କୌଣସି କଥା ବି ରଖି ନଥିଲେ ସେ ପ୍ରକୃତି ମିଶ୍ରଙ୍କ ସହିତ ସବୁବେଳେ ମିଳାମିଶା କରୁଥିଲେ ଆଉ ଶେଷରେ ବାବୁସାନ୍ ଏବଂ ପ୍ରକୃତି ମିଶ୍ରଙ୍କୁ ଏକାଠି ଧରିଥିଲେ ତୃପ୍ତି ଆଉ ଏହାପରଠାରୁ ବାବୁସାନ୍ ମହାନ୍ତିଙ୍କୁ ଆଉ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ବାବୁସାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି।

ଆଉ ଏହା ସହିତ ତୃପ୍ତି ଗଣମାଧ୍ୟମ ସାମ୍ନାରେ କହିଛନ୍ତି କି ବାବୁସାନ୍ ମହାନ୍ତିଙ୍କ ନାଁରେ କେସ ଦେଇଛନ୍ତି ଯାହାଦ୍ଵାରା ଆଇନ ବାବୁସାନ୍ ଙ୍କୁ ଉଚିତ୍ ଦଣ୍ଡ ଦେବ ବାବୁସାନ୍ ମହାନ୍ତିଙ୍କୁ ସେ ସବୁବେଳେ ଭଲ ସାଙ୍ଗ ବୋଲି ଭାବୁଥିଲେ ଆଉ ସାଙ୍ଗ ଉପରେ ଭରଷା କରି ସେ ବାହା ହୋଇଥିଲେ କିନ୍ତୁ ବାବୁସାନ୍ ତାଙ୍କୁ ଏଭଳି ଧୋକା ଦେବେ ତୃପ୍ତି କେବେ ଭାବି ନଥିଲେ ତୃପ୍ତି ସବୁବେଳେ ବାବୁସାନ୍ ମହାନ୍ତିଙ୍କୁ ଉପଦେଶ ଦିଅନ୍ତି |

ପ୍ରକୃତି ମିଶ୍ରଙ୍କ ଠାରୁ ଅଲଗା ରହିବା ପାଇଁ କାରଣ ପ୍ରକୃତି ମିଶ୍ର ସବୁବେଳେ ବାବୁସାନ୍ ମହାନ୍ତିଙ୍କ କ୍ଷତି ଚାହିଁଥାଏ ଏହିଭଳି କିଛି ବାବୁସାନ୍ ମହାନ୍ତିଙ୍କୁ ଉପଦେଶ ଦେଇଥିଲେ ତୃପ୍ତି ଆଉ ବାବୁସାନ୍ ମହାନ୍ତିଙ୍କ ପାଖକୁ ଏପର୍ଯ୍ୟନ୍ତ ଫେରି ନାହାଁନ୍ତି ତୃପ୍ତି ବାବୁସାନ୍ ତୃପ୍ତିଙ୍କ ସହିତ ଫୋନ୍ ରେ କଥା ହେଉଛନ୍ତି ବୋଲି ସୋସିଆଲ ମିଡିଆରେ ଯାହା ଚର୍ଚ୍ଚା ହେଉଛି ହେଲେ ବାବୁସାନ୍ ତାଙ୍କ ସ୍ତ୍ରୀ ଓ ତାଙ୍କ ପୁଅକୁ ବୋହୁତ ମିସ୍ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି।