ଶେଷରେ ଏମିତି ସ୍ତ୍ରୀ ତୃପ୍ତିଙ୍କ ପାଖରେ ଏମିତି ଭୁଲ ମାଗିଲେ ବାବୁସାନ, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ, ଏତେ Bada ହିରୋ ବି…

ନମସ୍କାର ବନ୍ଧୁଗଣ ଶେଷରେ ତୃପ୍ତିଙ୍କ ଗୋଡ଼ ଧରି କ୍ଷମା ମାଗିଲେ ବାବୁସାନ୍ ମହାନ୍ତି ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ବିଷୟରେ ତେବେ ତାଙ୍କ ବିବାଦ ପରେ ନିଜେ ପ୍ରକୃତି ମିଶ୍ର ମୁମ୍ବାଇ ପଳାଇଥିଲେ ଏବଂ ବାବୁସାନ୍ ମହାନ୍ତି ଓଡ଼ିଶାରେ ରହି ନିଜର କାମ ଆରମ୍ଭ କରିଥିଲେ |

ତେବେ ଏସବୁ ଭିତରେ ବାବୁସାନ୍ ମହାନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କର କେବେ ଏକାଠି ଆସିବାର ଖବର ସାମ୍ନାକୁ ଆସିନଥିଲା ନିଜେ ବାବୁସାନ୍ ମହାନ୍ତି ମିଡିଆକୁ ଆସି କହିଥିଲେ କି ମୁଁ ବୋହୁତ ଜଲ୍ଦୀ ମୋ ସ୍ତ୍ରୀକୁ ମିଡ଼ିଆ ସାମ୍ନାକୁ ଆସିବି କିନ୍ତୁ ଏପର୍ଯ୍ୟନ୍ତ ବାବୁସାନ୍ ତାଙ୍କ ସ୍ତ୍ରୀଙ୍କୁ ନେଇ ମିଡ଼ିଆ ସାମ୍ନାକୁ ଆସି ନାହାଁନ୍ତି ତେବେ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ସେବେଠାରୁ ଆଉ ମିଡ଼ିଆ ସାମ୍ନାକୁ ଆସି ନାହାଁନ୍ତି।

ତେବେ ଗତ କିଛିଦିନ ପୂର୍ବେ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେଇଥିବା ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କ ବିବାଦ ଏହି ବିବାଦରେ ସମସ୍ତେ ପ୍ରକୃତି ମିଶ୍ରଙ୍କର ହିଁ ଦୋଷ ଦେଇଥିଲେ ଆଉ ତୃପ୍ତିଙ୍କୁ ସପୋର୍ଟ କରିଥିଲେ ତେବେ ଏହିସବୁ ଭିତରେ ଗୋଟିଏ ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ଧରୁଛି କି ବାବୁସାନ୍ ମହାନ୍ତି କାଳେ ନିଜେ ତାଙ୍କ ସ୍ତ୍ରୀଙ୍କର ଗୋଡ ଧରି କ୍ଷମା ମାଗିଛନ୍ତି|

ଆଉ ସେ ତାଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଛନ୍ତି ତେବେ ଦେଖିବାକୁ ବାକି ରହିଲା କି କେବେ ବାବୁସାନ୍ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ତୃପ୍ତି ଏକାଠି ମିଡ଼ିଆ ସାମ୍ନାକୁ ଆସୁଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ କଣ ଲାଗୁଛି ବାବୁସାନ୍ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ତୃପ୍ତି ଆଗାମୀ ଦିନମାନଙ୍କରେ ଏକାଠି ହେବେ କି ନାହିଁ ଆମକୁ ଆମ କମେଣ୍ଟା ବକ୍ସ ମାଧ୍ୟମରେ କମେଣ୍ଟା କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।