ସିନ୍ଦୁର ବିନ୍ଦୁ ସିରିଏଲର Nilu ଙ୍କ ପରିବାର ଓ ସ୍ବମୀକୁ ଦେଖିଲେ ଆପଣ ଆଚ୍ଚର୍ଯ୍ୟ ହେଇଯିବେ, ଏମିତି ଅଟନ୍ତି ସେ

ଦର୍ଶକବନ୍ଧୁ ଆପଣମାନେ ତ ପ୍ରତ୍ୟେକଦିନ ଓଡ଼ିଆ ସିରିଏଲ ଦେଖୁଥିବେ ଓ ଓଡ଼ିଆ ସେରିଏଲ ର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଭଲଭାବେ ଜାଣିଥିବେ କିଛିଦିନ ତଳେ ଜିସାର୍ଥକ ରେ ପ୍ରସାରିତ ହେଉଥିବା ସିନ୍ଦୁର ବିନ୍ଦୁ ସିରିଏଲ କୁ ନିଶ୍ଚିତ ଭାବେ ଦେଖିଥିବେ ଓ ଏ ସିରିଏଲ କୁ ଆପଣମାନେ ବହୁତ ଭଲପାଇବା ମଧ୍ୟ ଦେଇଥିଲେ ଏ ସିରିଏଲ ରେ ଅଭିନୟ କରିଥିବା ନିଲୁ ତାଙ୍କୁ ମଧ୍ୟ ଆପଣମାନେ ଭଲଭାବରେ ଜାଣିଥିବେ |


ତେବେ ଆପଣମାନେ ଜାଣିଛନ୍ତି କି ନିଲୁ ବର୍ତମାନ କଣ କରୁଛନ୍ତି ଓ କଣ ପାଇଁ ସେ ଆଉ ସିରିଏଲ ରେ କାମ କରୁନାହାନ୍ତି ତାଙ୍କ ପରିବାର ତାଙ୍କ ସ୍ୱାମୀ କିଏ ତାଙ୍କ ପିଲା କିଏ ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା |


ବନ୍ଧୁଗଣ ଜିସାର୍ଥକ ରେ ଯେଉଁ ପ୍ରସାରିତ ହେଉଥିବା ସିନ୍ଦୁରବିନ୍ଦୁ ସେ ସିରିଏଲ ମାଧ୍ୟମରେ ନିଲୁ ପ୍ରଥମକରି ଟିଭି ଜଗତରେ ପାଦ ଦେଇଥିଲେ ଓ ବର୍ତମାନ ସମୟରେ ଦେଖିବାକୁ ଗଲେ ନିଲୁଙ୍କର ବିବାହ ସରିଯାଇଛି ସେ ପାଖ ପାଖି ଗୋଟେ ବର୍ଷହେବ ନିଲୁ ବିବାହ କରିଛନ୍ତି ଆପଣମାନେ ଏ ଫୋଟୋ ରେ ନିଲୁଙ୍କର ସ୍ୱାମୀ ତାଙ୍କ ପରିବାର ଲୋକ ସମସ୍ତଙ୍କୁ ଦେଖିବାକୁ ପାଉଥିବେ |

ତେବେ ଦର୍ଶକବନ୍ଧୁ ଆପଣଙ୍କ ପାଇଁ ଗୋଟେ ଖୁସି ଖବର ଯେ ନିଲୁ ଜି ସାର୍ଥକ ରେ ପ୍ରସାରିତ ହେବାକୁ ଯାଉଛି ନୂଆ ସିରିଏଲ ଯେଉଁଥିରେ କି ସେ ହିରୋଇନ ଭାବେ ଅଭିନୟ କରିବାକୁ ଯାଉଛନ୍ତି ଏବଂ ଯାହା ସୂଚନା ମିଳିଛି ଯେ ସେ ଫିଲ୍ମ ର ସୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଛି ଏବଂ ଏ ସିରିଏଲ ଟି ଜିସାର୍ଥକ ରେ ଖୁବ ଶୀଘ୍ର ପ୍ରସାରିତ ହେବ ତେବେ ଆପଣମାନେ ନିଲୁଙ୍କର ଏ ସିରିଏଲ କୁ ଦେଖିବାକୁ ପସନ୍ଦ କରିବେକି ନାହିଁ ଆମକୁ କାମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବେ ଜଣାଇବେ |